ଦେଖନ୍ତୁ ଭିଡ଼ିଓ – ରାସ୍ତା ଉପରେ ସିନ୍ଦୁର ପିନ୍ଧିଲା ପ୍ରେମିକା ଓ ପ୍ରେମିକର ପାଦ ଛୁଇଁ ଆଶୀର୍ବାଦ ବି ନେଲା ପ୍ରେମିକା, ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ…

0

ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାରର ଭାଇରାଲ ଖବର ସଂସ୍ପର୍ଶରେ ଆସୁଥିବେ। ଆଉ ଏହା ଭିତରେ କିଛି ଏମିତି ଖବର ମଧ୍ୟ ରହିଥାଏ ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ।ଆଉ କିଛି କୌତୁହଳ ପୂର୍ଣ୍ଣ ହୋଇଥିବା ବେଳେ ଅନେକ ଖବର ସଂସ୍ପର୍ଶରେ ଆପଣ ଆସୁଥିବେ ଯାହା ଆପଣଙ୍କ ପାଇ ଦୁଃଖ କଷ୍ଟ ଏବଂ ବେଦନା ଦାୟକ ସଦୃଶ ହୋଇଥାଏ। ସୋସିଆଲ ମିଡ଼ିଆ ରେ ବହୁତ୍ ମାତ୍ରାରେ ସେୟାର ହେବା ପରେ ଆମେ ଏହି ଖବର ଉପରେ ନଜର ପକାଇଥାଉ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ସମ୍ପର୍କରେ ଯାହା ଏବେ ପ୍ରବଳ ମାତ୍ରାରେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।

ତେବେ ଆପଣ ଏହି ଖବର କୁ ଜାଣିଲା ପରେ ଏହା ଆପଣଙ୍କୁ ମଧ୍ୟ ସାମାନ୍ୟ ଚକିତ କରିବ ନିଶ୍ଚିତ ଭାବରେ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ ଘଟୁଥିବା କିଛି ଅଜବ ଘଟଣା ମାନଙ୍କ ମଧ୍ୟରୁ ଏହି ଭିଡିଓ ଟି ଅନ୍ୟତମ ଅଟେ। ତେବେ ଏହି ଭିଡିଓ ଟି ହେଉଛି ଜଣେ ପ୍ରେମୀ ଯୁଗଳଙ୍କ ର ଭିଡିଓ।ତେବେ ଏହି ଭିଡିଓ ଟି ମାତ୍ର ୭ ସେକେଣ୍ଡର ଭିଡ଼ିଓ ହୋଇଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବାରେ ଲାଗିଛି।ତେବେ ଏଠାରେ ଘଟିଥିବା ଘଟଣା ଟି ଅର୍ଥାତ୍ ଏହି ଭିଡିଓ ଟି ପୁରୀ ମଙ୍ଗଲପାଟ-ଷ୍ଟାଲିଙ୍ଗ୍ ବାଇପାସ୍ ରାସ୍ତାରେ ବୋଲି ଜଣା ପଡ଼ିଛି। ଆପଣ ତ ଜାଣିଛନ୍ତି ଏବେ ପ୍ରେମ ମହା ସପ୍ତାହ ଚାଲିଛି।

ଏହି ସମୟରେ ପ୍ରେମିକ ଓ ପ୍ରେମିକା ମାନେ ପରସ୍ପର କୁ ପ୍ରେମ ସହିତ ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରୁଛନ୍ତି। ପ୍ରେମ ସପ୍ତାହର ପ୍ରତ୍ୟେକ ଦିବସକୁ ଯୁବକ ଯୁବତୀ ଭଲ ଭାବରେ ପାଳନ କରିବାରେ ଲାଗିଛନ୍ତି ଯାହା ୭ ଫେବୃଆରୀ ରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।ଏହି କ୍ରମରେ ଶୁକ୍ରବାର ଦିନ ଥିଲା ପ୍ରମିସ ଡେ ବା ପ୍ରତିଜ୍ଞା ଦିବସ।

ଏହି ଦିନ ଉଭୟ ପ୍ରେମିକ ଓ ପ୍ରେମିକା ପ୍ରେମକୁ ସବୁଦିନ ପାଇଁ ଅମର ରଖିବାକୁ ଏବଂ ପରସ୍ପରର ସାଥୀ ହୋଇ ରହିବାକୁ ଏବଂ ପରସ୍ପରର ହାତ ନ ଛାଡିବାକୁ ଶପଥ ନେଇ ଥାଆନ୍ତି। ତେବେ ଏହିଦିନ ଏକ ପ୍ରେମୀ ଯୁଗଳ ଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି ଏଥିରେ ପ୍ରେମିକ ଜଣଙ୍କ ଉକ୍ତ ରାଜପଥରେ ତାଙ୍କ ପ୍ରେମିକାଙ୍କ ମୁଣ୍ଡରେ ସିନ୍ଦୁର ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଏହାପରେ ପ୍ରେମିକା ଜଣଙ୍କ ପ୍ରେମିକଙ୍କ ପାଦ ଛୁଇଁ ପ୍ରଣାମ କରୁ ଥିବାର ଦେଖା ଯାଉଛି।ଆଉ ଏ ସମସ୍ତ ଘଟଣାର ୭ ସେକେଣ୍ଡ ର ଭିଡିଓ ଉଭୟ ପ୍ରେମୀ ଯୁଗଳଙ୍କ ଜାଣତରେ ହିଁ ଶୁଟ୍ କରା ଯାଇଛି ବୋଲି ମଧ୍ୟ ଜଣା ପଡିଛି। ତେବେ ଉଭୟଙ୍କ ଏହି ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରି ବୁଲୁଛି। ଏହାକୁ ନେଇ କେହି ଅଭିଯୋଗ ମଧ୍ୟ ଏଯାବତ୍ ଦାଖଲ କରି ନାହାଁନ୍ତି ବୋଲି ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।