ଦେଖନ୍ତୁ ଭିଡ଼ିଓ : ନିଆଁ ଲଗେଇ ମଜା ଦେଖୁଛି ‘ଟୁକା’, କେବେ କ୍ୟାମେରା ସାମ୍ନାକୁ ଆସିବେ, ଟାଟୁ ଗାର୍ଲଙ୍କ ଏକ୍ସ ପ୍ରେମିକ….

0

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ବର୍ତ୍ତମାନର ଯୁବକ ଯୁବତୀମାନେ ପ୍ରେମ ପଛରେ ଦୌଡୁଛନ୍ତି, ପ୍ରେମ ପାଇଁ ସେମାନେ କିଛି ବି କରିଦେଉଛନ୍ତି। ବର୍ତ୍ତମାନ ସମୟରେ ଦେଖାଯାଉଛି, ଯେ ଯୁବକ ଯୁବତୀ ଭଲ ପାଉଛନ୍ତି। ଯଦି ସେମାନଙ୍କୁ ପ୍ରେମ ନ ମିଳେ, ଅର୍ଥାତ ବିବାହ ନ ହୋଇଥାଏ ସେମାନେ କିଛି ବି କରିବା ପାଇଁ ପଛାଉ ନାହାନ୍ତି। ଏହା ବ୍ୟତୀତ ସମାଜରେ ଏଭଳି ଅନେକ ଘଟଣା ଦେଖିଥିବେ ଯେ ବିବାହ ପୂର୍ବରୁ ଯଦି କେହି ପ୍ରେମିକ ପ୍ରେମିକା ଥାନ୍ତି ଯଦି ଯଦି ତାଙ୍କ ସହିତ ବାହା ହେଉନାହାନ୍ତି, ବାହାଘର ପରେ ସେମାନେ ପ୍ରତିଶୋଧ ପରାୟଣ ହୋଇଯାଉଛନ୍ତି। ସେମାନଙ୍କ ସବୁ ସିକରେଟ କୁ ପଦାରେ ପକାଇ ଦିଅନ୍ତି। ତେବେ ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଚର୍ଚ୍ଚାର ଥିବା ଟାଟୁ ଗାର୍ଲ, ସ୍ୱାମୀ ଆଭିଯୋଗ ପରେ କଣ ପାଇଁ ସାମ୍ନାକୁ ଆସୁନାହାନ୍ତି ‘ଟୁକା’ ସ୍ତ୍ରୀର ପ୍ରାଇଭଟ ପାର୍ଟ ରେ ଟାଟୁ ଅଛି, କହି ଦୁଇ ଜଣଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କରିଛି, ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ ଟୁକା କେଉଁଠି ଅଛି, ଆଜି ଆମେ ଆପଣଙ୍କୁ ସେହି ଟୁକା ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

କଟକ ରେ ମୋହିତ ଶର୍ମା ନାମକ ଜଣେ ଯୁବକ, ନିଜ ସ୍ତ୍ରୀ ନାଁ ରେ ଗଣ ମାଧ୍ୟମରେ ଅଭିଯୋଗ କରି ଥିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କୁ ନରିର୍ଯାତନା ଦେଉଛି। ଏପରିକି ଚତୁର୍ଥୀ ରାତିରେ ତାଙ୍କ ପାଖକୁ ଏକ ଅଜଣା ନମ୍ବର ରେ ଫୋନ କଲ ଆସିଥିଲା। ଏବଂ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ତୋ ସ୍ତ୍ରୀ ର ପ୍ରାଇଭେଟ ପାଟରେ ମୋ ନାଁ ର ଟାଟୁ ଅଛି। ସେ ଧମକ ଦେଇଥିଲେ ଯଦି ସ୍ତ୍ରୀ ସହିତ ସମ୍ପର୍କ ରହିବ ତା ହେଲେ ମୁ ଜୀବନରୁ ମାରି ଦେବି, ତା ପରେ ସେ ଯାଇ ତାଙ୍କ ସ୍ତ୍ରୀ ର ପ୍ରାଇଭେଟ ପାଟରେ ଟାଟୁ ଅଛି ବୋଲି, ଯୁବତୀ ଜଣଙ୍କ ଗଣ ମାଧ୍ୟମ ଆଗରେ କହିଥିଲେ ଯେ, ତାଙ୍କ ସ୍ୱାମୀ ବିବାହ ପୂର୍ବରୁ ଏ ସବୁ ଘଟଣା ସମ୍ପର୍କରେ ଜାଣି ଥିଲେ।

ବର୍ତ୍ତମାନ ସମୟରେ ତାଙ୍କ ସଂସାର ମଧ୍ୟରେ ଭିଲ୍ୟାନ ଭାବେ ଛିଡା ହେଇଛି ସେହି ଟୁକା, ଏହା ପୂର୍ବରୁ ଟୁକା ସେହି ଯୁବତୀଙ୍କୁ ଗୁଳି କରି ଜେଲ ଯାଇଥିଲେ। ତେବେ ବର୍ତ୍ତମାନ ଟୁକା ପ୍ରତିଶୋଧ ନେଉଛି ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି। ମୋଟ ଉପରେ କହିବା ପାଇଁ ଗଲେ ଟୁକା ତାଙ୍କର ସୁଖ ଦେଖି ପାରୁ ନାହିଁ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି? ଯେ ଟୁକାର ପ୍ରତିକ୍ରିୟା ଗଣ ମାଧ୍ୟମକୁ କଣ ପାଇଁ ଆସୁ ନାହିଁ, ସେ କଣ କେଉଁଠି ଲୁଚିଛି? ସେମାନଙ୍କ ସମ୍ପର୍କ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି। ତେବେ ଦେଖିବାର ବିଷୟ ଟୁକା କେବେ ଗଣ ମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।