ହଁ ଦର୍ଶକ ବନ୍ଧୁ ଆଜି କାଲି ଦେଖିବାକୁ ମିଳୁଛି କି କଲେଜ ମାନଙ୍କରେ ଝିଅ ପିଲା ମାନେ ଅନେକ ସମୟରେ ରାଗିଙ୍ଗ ର ଶିକାର ହେଉଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳୁଛି କି କଲେଜ ମାନଙ୍କରେ ଏହିଭଳି ରାଗିଙ୍ଗ ହେବା ଯୋଗୁ ଅନେକ ସମୟରେ ପିଲାମାନେ ତାହାକୁ ସହି ଣ ପାରି ପ୍ରାଣ ମଧ୍ୟ ହରାଉଛନ୍ତି | ତେବେ ବର୍ତ୍ତମାନ ସେମିତି କିଛି ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ଝିଅ ଜଣଙ୍କୁ ରାଗିଙ୍ଗ କରିବା ଯୋଗୁ ପୋଲିସ ସେହି ପିଲାମାନେ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଓ କଲେଜ ରୁ ମଧ୍ୟ ସେହି ପିଲାମାନଙ୍କୁ ବାହାର କରି ଦେଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଇଥିବା ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ରେ | ଆଉ ଯେଉଁଠି କୁହାଯାଉଛି କି ସେହି କଲେଜ ରେ ଜଣେ ଝିଅ କୁ କେତେଜଣ ପୁଅ ମିଶିକି ଝିଅ ଟିକୁ ରାଗିଙ୍ଗ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାଗିଙ୍ଗ କରିଥିବା ପିଲାମାନଙ୍କ ଣା ରେ ବର୍ତ୍ତମାନ ଆକ୍ସନ ନେଇଛନ୍ତି ପୋଲିସ | ଆଉ ଭାଇରାଲ ହେଉଥିବା ଭିଡିଓ ରେ ଯେଉଁ ମାନେ ଅଛନ୍ତି ସେମାନଙ୍କୁ ପୋଲିସ ଚି଼ହ୍ନଟ କରିଛି | ଆଉ ମୁଖ୍ୟ ଅଭିଯୁକ୍ତ 5 ଜଣଙ୍କୁ ମଧ୍ୟ ପୋଲିସ ତଦନ୍ତ କରିକି ଥାନାକୁ ନେଇ ଯାଇଛି ବୋଲି କୁହାଯାଉଛି |
ଆଉ ଯାହା ଜଣା ପଡିଛି କି ସେହି ଅଭିଯୁକ୍ତ ମାନଙ୍କ ମଧ୍ୟରେ 3 ଜଣ ସାବାଳକ ଥିବା ବେଳେ 2 ଜଣ ନାବାଳକ ଥିଲେ | ଆଉ ସେହି 2 ଜଣ ଙ୍କୁ ଜୁବିଲାଇନ ଜେଲ କୁ ନିଆଯାଇଥିବା ବେଳେ ଅନ୍ୟ ମାନଙ୍କୁ ଥାନା ରେ ଅଟକ ରଖିଛନ୍ତି | ତାହା ସହିତ ଏଭଳି ଏକ ଘଟଣା ଘଟୁଥିବା ସମୟରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା 12 ଜଣ ଙ୍କୁ ମଧ୍ୟ ଚି଼ହ୍ନଟ କରାଯାଇଛି | ଆଉ ସେମାନଙ୍କ ମଧ୍ୟରେ ଉପାସନା ନାମକ ଜଣେ ଝିଅ ଅଛନ୍ତି ବୋଲି ଜଣା ପଡିଛି | ଆଉ ଏହି 12 ଜଣଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି |ଆଉ ଯାହା କୁହାଯାଉଛି କୁ ସେମାନ ଙ୍କୁ କଲେଜ ରୁ ରେଷ୍ଟ୍ରିକେଟ କରାଯାଇଛି |
ତେବେ ଏମ. ଏସ. ପି ଙ୍କର କହିବା କଥା କି ଅଭିଷେକ ନାମକ ପିଲା ଯିଏକି ଗତ ମାର୍ଚ୍ଚ 22 ରେ ଏହିଭଳି କାର୍ଯ୍ୟ କରିଥିଲା ଆଉ ତାଙ୍କ ନାଁ ରେ କେଶ ହେବା ପରେ ସେ ଏଭଳି ଆଉ କରିବନି ବୋଲି କହିଥିଲା | ଆଉ ପୁଣି ସେମିତି କାର୍ଯ୍ୟ କୁ ଦୋହରାଇଥିବାର ଦେଖିବାକୁ ମିଳିଛି ଆଉ ଯେଉଁଥିପାଇଁ ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୋଲିସ କହିଛି ଆଉ ଯାହାକୁ ସେହି କଲେଜ ରେ ପଢ଼ୁଥିବା ପିଲାମାନେ ମଧ୍ୟ ସପୋର୍ଟ କରିଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।