ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ ଆଉ ବର୍ତ୍ତମାନ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜଣଙ୍କ ଘଟଣା ଟିଏ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ | ଆଉ ଯେଉଁଠି କୁହାଯାଉଛି କି ଲିଭର ଦେଇ 17 ବର୍ଷୀୟ ଯୁବତୀ ଜଣଙ୍କ ବଞ୍ଚାଇଛନ୍ତି ତାଙ୍କ ର ବାପା ଙ୍କର ଜୀବନ | ଆଉ ଏହି ଘଟଣା କୁ ଦେଖି ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ମଧ୍ୟ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇ ଜୀବନ ରକ୍ଷା ହୋଇ ପାରିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିଵା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି ପିଣ୍ଟୁ ନନ୍ଦ ଙ୍କ ବିଷୟରେ ଭାଇରାଲ ହେଉଥିଵା କଥା | ଆଉ ଯେଉଁଠି କୁହାଯାଉଛି କି ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଖରାପ ଅଛି ଆଉ ଲିଭର ଜନିତ ରୋଗରେ ପିଣ୍ଟୁ ଅକ୍ଲାନ୍ତ ଅଛନ୍ତି | ଆଉ ଯେଉଁଥିପାଇଁ ଭୁବନେଶ୍ୱର ରୁ ଦିଲ୍ଲୀ କୁ ଚିକିତ୍ସିତ ପାଇଁ ଯାଇଛନ୍ତି ପିଣ୍ଟୁ | ଆଉପିଣ୍ଟୁ ଙ୍କ ପାଇଁ ନୂଆ ଲିଭର ର ଯୋଗାଡ଼ ମଧ୍ୟ ଚାଲିଛି | ତାହା ସହିତ କୁହାଯାଉଛି କି କେହି ସ ହୃଦୟ ବ୍ୟକ୍ତି ଯଦି ପିଣ୍ଟୁ ଙ୍କୁ ଲିଭର ଦିଅନ୍ତି ତାହେଲେ ତାଙ୍କର ଜୀବନ ବଞ୍ଚିଯିବି |
ତେବେ ଏହି ସମୟରେ ଆଉ ଗୋଟିଏ କଥା ସାମ୍ନା କୁ ଆସିଛି ଆଉ ଯେଉଁଠି କୁହାଯାଉଛି କି କେରଳ ର ଜଣେ 17 ବର୍ଷୀୟନାବାଳିକା ଝିଅ ଜଣଙ୍କ ତାଙ୍କର ବାପା ଙ୍କୁ ଲିଭର ଦେଇ ବାପା ଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି |ତେବେ ଆମର ନିୟମ ଅନୁସାରେ 18 ବର୍ଷ ରୁ କମ ବୟସର ଝିଅ ମାନେ ସେମାନଙ୍କର ଅଙ୍ଗ କ୍ୟା ଦାନ କରି ପାରିବେ ନାହିଁ | ଆଉ ଏହି 17 ବର୍ଷୀୟ ଝିଅ ଯିଏ କି ଦ୍ୱାଦଶ ଶ୍ରେଣୀ ରେ ପାଠ ପଢ଼ନ୍ତି ସେ ନିଜର ବାପା ଙ୍କ ଜୀବନ ରକ୍ଷା ପାଇଁ ଲିଭର ଦେବା ପାଇଁ ଚାହିଁଥିଲା |
ଆଉ ଯେଉଁଥିପାଇଁ ସେ ହାଇକୋର୍ଟ ର ଦ୍ୱାରସ୍ଥ ମଧ୍ୟ ହୋଇଥିଲା ତାହା ପରେ ଅନୁମତି ପାଇବା ପରେ ତାହାର ବାପା ଙ୍କୁ ଲିଭର ଦେଇଥିଲା | ଆଉ 45 ବର୍ଷୀୟ ବାପା ଜଣଙ୍କର 9 ଫେବୃଆରୀ ରେ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ବାପା ଓ ଝିଅ ଦୁଇଜଣ ସୁସ୍ଥ ଅଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।