ଦେଖନ୍ତୁ live ଭିଡିଓ !ବିବାହ ପରେ live ଆସି ନିଜ ଶାଶୂ ଘର ଲୋକଙ୍କ ବିଷୟରେ ଏମିତି କହିଲେ ଅଭିନେତ୍ରୀ ରିୟା…..ମୋ ଶାଶୁ ବହୁତ ଭଲ ଆଉ….

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ରିୟା ଦେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଉ ସେ ବର୍ତ୍ତମାନ ହାତକୁ ଦୁଇହାତ ହୋଇଛନ୍ତି | ଆଉ ତାହା ବ୍ୟତୀତ ସବୁ ଦିନ ପାଇଁ ତାଙ୍କର ଜୀବନ ସାଥି କୁ ବାଛି ନେଇଛନ୍ତି ରିୟା | ତେବେ ଆପଣ ମାନେ ଜାଣିବାକୁ ପାଉଥିବେ କି ରିୟା ଙ୍କର ବାହାଘର ବେଶ ଧୁମ ଧାମ ରେ ଅନୁଷ୍ଠିତ ହୋଇଛି ଆଉ ତାଙ୍କର ବାହାଘରରେ ଅଲିଉଡ ର ଫ୍ଲିମ ଷ୍ଟାର ମାନେ ମଧ୍ୟ ଯୋଗ ଦେଇଥିବାର ଦେଖିବାକୁ ମିଳିଛି | ଆଉ ରିୟା ଦେ ଙ୍କର ଫ୍ରେଡ୍ସ ମାନେ ତାଙ୍କର ବାହାଘର କୁ ନେଇକି କଣ ସବୁ ଭଲ ଭଲ ଉଇସ ଦେଇଛନ୍ତି ଆସନ୍ତୁ ଜାଣିବା |

ରିୟା ଦେ ପ୍ରେମ ବିବାହ କରିଛନ୍ତି ସୁନୀଲ ଙ୍କୁ ଆଉ ତାଙ୍କର ବିବାହ ପରେ ଦେଖିବାକୁ ମିଳିଛି ଦୁଇଜଣଙ୍କ ମଧ୍ୟରେ ବେଶ ଧୁମ ଧାମ ରେ ବିବାହ ମଧ୍ୟ ଅନୁଷ୍ଠିତ ହୋଇଛି | ଆଉ ତାଙ୍କର ବିବାହ ମଧ୍ୟ ବେଶ ଆନନ୍ଦ ର ସହିତ ସେଲିବ୍ରେସନ ମଧ୍ୟ କରିଛନ୍ତି ରିୟା | ତେବେ ଦେଖିବାକୁ ମିଳିଛି କି ରିୟା ଙ୍କର ବିବାହ ଓ ରିସେପ୍ସନ ପାର୍ଟି ରେ ଅନେକେ ଫ୍ଲିମ ଷ୍ଟାର ଙ୍କ ସହିତ ସିଙ୍ଗର ମାନେ ମଧ୍ୟ ଆସିଥିଲେ ଓ ସେମାନଙ୍କର ଗୁଡ଼ ଉଇସେସ ମଧ୍ୟ ଦେଇଛନ୍ତି | ତେବେ ରିୟାଙ୍କୁ ଫେସବୁକ ଓ ଇନଷ୍ଟା ରେ ମଧ୍ୟ ଉଇସେସ ଆସିଥିବାର ଦେଖିବାକୁ ମିଳିଛି ରିୟା ଙ୍କୁ |

ବର୍ତ୍ତମାନ ଦେଖିବାକୁ ମିଳିଛି ରିୟା ବର୍ତମାନ ତାଙ୍କର ଶାଶୂ ଘରେ ଅଛନ୍ତି ଓ ରିୟା ଙ୍କର ଶାଶୂ ଘରେ ପାଦ ଦେଇ ବେଶ ଖୁସି ଥିବାର ମଧ୍ୟ ଜଣା ପଡିଛି | ଆଉ ଦେଖିବାକୁ ମିଳିଛି କି ରିୟା ଙ୍କର ନୂଆ ଜୀବନର ଆରମ୍ଭ ପାଇଁ ତାଙ୍କୁ ଭଲ ଭଲ କମେଣ୍ଟସ ମଧ୍ୟ ମିଳିଛି, ତାହା ସହିତ ରିୟା ଙ୍କର ବୌବାହିକ ଜୀବନ ମଧ୍ୟ ଯେମିତି ସୁଖମୟ ଓ ମଙ୍ଗଳ ମୟ ହେବ ସେଥିପାଇଁ ମଧ୍ୟ ଭଲ ଭଲ କମେଣ୍ଟ ଦେଖିବାକୁ ମିଳିଛି |

ଆଉ ଯାହା ଦେଖିବାକୁ ମିଳିଛି ରିୟା ବର୍ତ୍ତମାନ ତାଙ୍କର ଶାଶୂ ଘରେ ଲାଇଭ ଆସିଛନ୍ତି ଓ ତାଙ୍କର ଫ୍ରେଡ୍ସ ମାନେ କଣ ସବୁ ଗୁଡ଼ ଉଇସେସ ଦେଇଛନ୍ତି ତାହା ମଧ୍ୟ ପଢ଼ିକି ଶୁଣେଇଛନ୍ତି ରିୟା | ତାହା ସହିତ ଚୁଲବୁଲି ନାୟିକା ଜଣକ ଯେଉଁ ମାନେ ତାଙ୍କର ବିବାହ ର ଭଲ ଭଲ ଉଇସେସ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ | ତାହା ବ୍ୟତୀତ ଦେଖିବାକୁ ମିଳିଛି କି ଏଲିନା ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ତାଙ୍କର ଉଇସେସ ପାଇଁ ମେରେଜ କୁ ନେଇକି | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment