ଓଃ କି ଡ୍ୟାନ୍ସ ! ନିଜ ବାହାଘର ବରଯାତ୍ରୀରେ ଧମାକାଦାର ଡ୍ୟାନସ କଲେ କମେଡିଆନ ରାଜୁ ଦାସ,ଦେଖିଲେ ନିଜକୁ ସମ୍ଭଳି ପାରିବେନି…..ଦେଖନ୍ତୁ video

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସେହି ଦମଦାର କମେଡିଆନ ଙ୍କର ବାହାଘରରେ ଯାଉଥିବା ବରଯାତ୍ରୀ ର ଭିଡିଓ | ଆଉ ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ନିଜ ବାହାଘରର ମଜା ନେଇଛନ୍ତି ରାଜୁ | ଆଉ ଡାନ୍ସ ରେ ସମସ୍ତେ ମଜି ଯାଇଥିବାର ଦେଖିବାକୁ ମିଳିଛି ଏହି ଭିଡିଓ ରେ | ତେବେ ଖାଲି ରାଜୁ ନୁହନ୍ତି ତାଙ୍କ ସହିତ ଅନ୍ୟ ମାନେ ମାନେ ସେଥିରେ ମଜା ନେଉଛନ୍ତି, ଆଉ ମନ ଖୁସି ରେ ବାହାଘରରେ ବର ଯାତ୍ରୀ ଭାବରେ ଯାଇ ମଜା ଉଠାଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଇଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣଙ୍କ ମାନେ ବେଶ ଭଲ ଭାବରେ ରାଜୁ କମେଡିଆନ କୁ ଜାଣିଥିବେ | ତେବେ ରାଜୁ ଜଣେ ବହୁତ ବଡ଼ କମେଡିଆନ ଭାବରେ ସାରା ଓଡିଶା ରେ ପ୍ରସଂଶା ଅର୍ଜନ କରିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ଆପଣ ମାନେ ଯାହାକୁ ସାହୁ ବାବୁ ଭାବରେ ଚିହିଁଥିଲେ | ସାହୁ ବାବୁ ଭାବରେ ଦୋକାନୀ ହୋଇ କମେଡିଆନ କରି ଥାନ୍ତି ରାଜୁ | ଆଉ ରାଜୁ ଙ୍କର ଏହି କମେଡି କୁ ମଧ୍ୟ ସମସ୍ତେ ବେଶ ପ୍ରସଂଶା କରିଥାନ୍ତି ଓ ଲୋକମାନେ ମଧ୍ୟ ପସନ୍ଦ କରନ୍ତି | ତେବେ ସାରା ଓଡିଶା ର ଲୋକ ମାନେ ଜାଣିଥିବା ସେହି ସାହୁ ବାବୁ ଙ୍କ ର ବାହାଘର | ଆଉ ସେହି ବାହାଘରରେ ସମସ୍ତେ ବେଶ ମଜା ନେଉଥିବାର ଦେଖିବାକୁ ମିଳିଛି |
ଆପଣ ମାନେ ଜାଣିଥିବେ କି ବାହାଘର ସମୟ ଆସିଲେ ସମସ୍ତେ ନାଚ, ଗୀତ ଉପରେ ଗୁରୁତ୍ୱ ଦିଅନ୍ତି | ଆଉ ତାହା ସହିତ ବିଶେଷ କରିକି ବର ଯାତ୍ରୀ ମାନଙ୍କର କଥା ତ ଉପରେ ରହିଥାଏ | ତେବେ ଭାଇରାଲ ହେଉଥିବା ଭିଡିଓ ଟିରେ ସେମିତି କିଛି ଦେଖିବାକୁ ମିଳିଛି | ଆଉ ସାହୁ ବାବୁ ଙ୍କର ବାହାଘର ହେଉଛି ସୋନାଲି ଙ୍କ ସହିତ | ଆଉ ବର ଯାତ୍ରୀ ମାନେ ଧୁମଧାମ ରେ ବିବାଲ କରିବାକୁ ଲାଗିଛନ୍ତି | ଆଉ ତାହା ସହିତ ନିଜ ବାହାଘର ର ମଜା ନେଉଛନ୍ତି ରାଜୁ | ଆଉ ଯାହା ଦେଖିବାକୁ ମିଳିଛି କି ବରଯାତ୍ରୀ ମାନଙ୍କ ସହିତ ରାଜୁ ମଧ୍ୟ ଡାନ୍ସ କରିବାରେ ଲାଗିଛନ୍ତି |

ଆଉ ଡି ଜେ ର ତଳେ ତଳେ ସମସ୍ତେ ପୁରା ପୁରି ଆତ୍ମ ବିଭୋର ହୋଇ ଯାଇଛନ୍ତି | ରାଜୁ ଙ୍କ ବାହାଘରର ମଜା ନେଇଛନ୍ତି ଆଉ ଡାନ୍ସ ରେ ସମସ୍ତେ ମଜି ଯାଇଥିବାର ଦେଖିବାକୁ ମିଳିଛି ଏହି ଭିଡିଓ ଟିରେ | ଆଉ ରାଜୁ ଙ୍କର ବର ବେଶ ସମସ୍ତଙ୍କ ମନକୁ ପାଇଛି | ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଆଉ ସମସ୍ତେ ଏହି ଭିଡିଓ ଟି ଦେଖି ସାହୁ ବାବୁ ଅର୍ଥାତ ରାଜୁ ଙ୍କର ବାହାଘରର ମଜା ନେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment