ହଁ ଦର୍ଶକବନ୍ଧୁ ବାପା ମା ଆମ ପାଇଁ ଚଳନ୍ତି ଦେବତା ଅଟନ୍ତି, ଆଉ ବହୁତ କଷ୍ଟରେ ଓ ସ୍ନେହ ଶ୍ରଦ୍ଧାରେ ମା ବାପା ପିଲାମାନଙ୍କୁ ପାଳିପୋଷି ବଡ କରିଥାନ୍ତି, ଆଉ ସମାଜରେ ଯେପରି ଭଲ ମଣିଷ ହେଇକି ବାପା ମାଆଙ୍କର ନାମକୁ ଉଜ୍ୱଳ କରିବେ , ସବୁ ବାପା ମା ମାନଙ୍କର କିଛି ସେମିତି ଆଶା ଥାଏ,ଆଉ ବାପା ମାଆଙ୍କର ଯେମିତି ପୁଅ ଓ ଝିଅଙ୍କ ପ୍ରତି କର୍ତ୍ତବ୍ୟ ରହିଛି , ସେମିଟି ପିଲାମାନଙ୍କର ବି କର୍ତ୍ତବ୍ୟ ଥାଏ କି ସେମାନେ ଏମିତି କିଛି କାମ କରିବେ ନାହିଁ ବା ଏମିତି କିଛିବି ଭୁଲ କରିବେ ନାହିଁ ଯାହା ଫଳରେ ବାପା ମା ଙ୍କୁ ସମାଜ ଆଗରେ ମୁଣ୍ଡ ଟେକୀକି ଚାଲିବାର ରାସ୍ତାକୁ ବନ୍ଦ କରିଦେବ |
ଏମିତି କିଛି ଅଭାବନୀୟ ଘଟଣା ଘଟିଥିଲା ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ , ଦୁଇ ଭଉଣୀ ଭଲ ପାଉଛନ୍ତି ଦୁଇ ପୁଅଙ୍କୁ ଆଉ 4 ଜଣ ଯାକ ସମସ୍ତେ ହେଉଛନ୍ତି 18 ବର୍ଷରୁ କମ, ସେମାନଙ୍କ ମଧ୍ୟ ପ୍ରେମସମ୍ପକ ଗଢି ଉଠିଥିଲା ବେଳେ ପୁଅ ଦୁଇଜଣ ରାତ୍ରିର ପଶିଯାଯାଇଥିଲେ ଝିଅଙ୍କ ଘରେ ଓ ସେମାନେ ଥିଲେ ଗୋଟିଏ ରୁମ ରେ, ପରେ ସେମାନେ ସାଙ୍ଗରେ ଥିବା ଅବସ୍ଥାରେ ଗାଁ ଲୋକ ମାନେ ସେମାନଙ୍କୁ ଧରିଥିଲେ ଆଉ ପୋଲିସ ରେ ମଧ୍ୟ ଦେଇଥିଲେ |
ଆଉ ତାହା ପରେ ପୋଲିସ ସବୁ ଘଟଣାର ତଦନ୍ତ କରିଲା ପରେ ଏହି ନାବାଳକା ଓ ନାବାଳିକା ଙ୍କୁ ଥାନାରୁ ଛାଡିଦେଇଥିଲା |କିନ୍ତୁ ପରେ ନାବାଳିକା ଜଣଙ୍କୁ ତାଙ୍କ ଘର ଓ ସାହିଲୋକ ଗ୍ରହଣ ନ କରିବାରୁ ଦୁଇ ଝିଅ ଦ୍ୱାରସ୍ତ ହେଇଥିଲେ , ପୁଅ ମାନଙ୍କ ଘର ଆଗରେ, କିନ୍ତୁ ସେଠାରେ ଦେଖାଦେଇଥିଲା କିଛି ଅଲଗା ଘଟଣା, ପୁଅ କି ପୁଅ ଘରଲୋକ କେହି ବି ନଥିଲେ ତାଙ୍କ ଘରେ , ଘରେ ତାଲା ପକାଇ ସମସ୍ତେ କୁଆଡେ ଫେରାଲ ହେଇଯାଇଥିଲେ, ତଥାପି ଝିଅ ଦୁଇଜଣ ପୁଅ ଘର ଆଗରୁ ଉଠିନଥିଲେ ଆଉ ନ୍ୟାୟ ପାଇଁ ହାତ ପୋତାଇ ବସିଥିଲେ, ଆଉ ସେମାନଙ୍କୁ ସ୍ତ୍ରୀ ର ମାନ୍ୟତା ଦେବାପାଇଁ ଦାବି ମଧ୍ୟ କରିଥିଲେ |
କିନ୍ତୁ ଦୁଇ ଝିଅଙ୍କର ଏପରି ନୀଳକୁ ଦେଖି ସାହିପାରିନଥିଲେ ତାଙ୍କର ବାପା ଓ ମା , ମାଆଙ୍କର ହେଇଯାଇଥିଲା ଦେହ ସମ୍ପୂର୍ଣ୍ଣ ଅସୁସ୍ଥ ଆଉ ସେ ବାରମ୍ବାର ହେଉଯାଉଥିଲେ ମୂର୍ଚ୍ଛତ, ମାଆଙ୍କର ବାରମ୍ବାର ଦାନ୍ତ ମଧ୍ୟ ଲାଗିଯାଉଥିଲା | ଝିଅ ମାନେ ଜ ଏପରି କରିବେ ସମାଜ ଆଗରେ ସେମାନଙ୍କୁ ନିନ୍ଦିତ କରାଇବେ ତାହା ସେମାନେ କେବେବି ଭାବିଥିଲେ | ବାପା ମା ଙ୍କର ସଂମାନ ହେଇଥାଏ ତାଙ୍କର ପୁଅ ଝିଅ ମାନେ ଆଉ ଝିଅ ଦୁଇଜଣ ଯଦି ଏମିତି ଲୋକଲଜ୍ୟା ଦେବେ ତେବେ ସେ ମା ହୋଇ କେମିତି ସହିବେ, ଏପରି କହି ମା ଜଣଙ୍କ ବାରମ୍ବାର ମୂର୍ଚ୍ଛତ ହେଇଯାଉଥିଲେ | ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାକୁ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।