ଦେଖନ୍ତୁ ଭିଡ଼ିଓ : ନିଜ ଘର ଭିତରେ ଜଣେ ଯୁବକ ଙ୍କ ସହିତ ରାସଲୀଳା କରୁଥିଲେ ମା ଓ ଝିଅ, ଆଉ ତା ପରେ…

0

ଆଜିର ସମାଜରେ ଦେହ ବ୍ୟବସାୟ କୁ ଅନେକ ଲୋକ ଅର୍ଥ ଉପାର୍ଜନ କରିବାର ଏକ ସୁନ୍ଦର୍ ମାଧ୍ୟମ ଭାବରେ ଗ୍ରହଣ କରି ସାରିଲେଣି। ଅନେକ ସମୟରେ ସେକ୍ସ୍ ରାକେଟ୍ ର ବଡ଼ ବଡ଼ ଖବର ସାମ୍ନାକୁ ଆସିବାରେ ଲାଗିଛି। ରାଜଧାନୀ ଭୁବନେଶ୍ବର ରେ ସେକ୍ସ୍ ରାକେଟ ଏକ ବଡ଼ ଚେର ଲମ୍ବାଇଥିବା ବେଳେ ଏହି ଚେର ଏବେ ଓଡ଼ିଶାର ଅନେକ ଜିଲ୍ଲା ମାନଙ୍କୁ ଲମ୍ବିବାରେ ଲାଗିଲାଣି। ଏହିଭଳି ଅନେକ ଖବର ଏବେ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି। ସେହିଭଳି ପୁଣି ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣାର ଆଉ ଏକ ଉଦାହରଣ। ଯାହା ସ୍ପଷ୍ଟ ଭାବରେ ପ୍ରମାଣ କରୁଚି ଆଜିର ଲୋକ ମାନଙ୍କର ଆଚରଣ ଗତ ପ୍ରଭେଦ।

ତେବେ ଜଗତସିଂହପୁର ରେ ଏବେ ଏହିଭଳି ଏକ ଘଟଣା ଠାବ ହୋଇଛି ଏବଂ ଲୋକ ଲୋଚନକୁ ଆସିଛି। ଯାହା ସେହି ଅଞ୍ଚଳରେ ଏକ ନିନ୍ଦନୀୟ ସ୍ଥିତି ସୃଷ୍ଟି କରିଛି।ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ।

ଆଜିର ସଭ୍ୟ ଶିକ୍ଷିତ ସମାଜର ଏହା କଣ ବାସ୍ତବ ରୂପ ରେଖ, କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ ପାଲଟିଛି।ଏହା ଭାବିବାକୁ ବାଧ୍ୟ କରିଥାଏ ଯେ ସତରେ କଣ ବଦଳି ଯାଇଛି ଏହି ଦୁନିଆ। ଯେମିତି ଜଗତସିଂହପୁର ର ଏହି ଘଟଣା ଏବେ ଏକ ଭିନ୍ନ ଚିତ୍ର ସୃଷ୍ଟି କରିଛି। ତେବେ ସୂଚନା ଅନୁସାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପୁନଙ୍ଗ ମୁସଲିମ ବସ୍ତିରେ ଦେହ ବ୍ୟବସାୟ କୁ କେନ୍ଦ୍ରକରି ଉତ୍ତେଜନା ବୃଦ୍ଧି ପାଇଛି।

ମିଳିଥିବା ସୂଚନା ଅନୁଯାୟୀ ପୁନଙ୍ଗ ମୁସଲିମ ବସ୍ତିରେ ରହୁଥିବା ଜଣେ ମୁସଲିମ ପରିବାରର ମାଆ ଏବଂ ଝିଅ ଦୀର୍ଘଦିନ ଧରି ଘରେ ରହି ଅନେକ ଯୁବକ ମାନଙ୍କୁ ପ୍ରଲୋଭିତ କରାଇ ଦେହ ବ୍ୟବସାୟ ରେ ଲିପ୍ତ ରହୁଥିଲେ।ଆଉ ଏଭଳି କାର୍ଯ୍ୟକୁ ସ୍ବାମୀ ଏବଂ ପୁଅ ବିରୋଧ କରୁଥିବାରୁ ମାଆ ଏବଂ ଝିଅ ମିଶି ପୁଅକୁ ଟାଙ୍ଗିଆ ଚୋଟରେ ହାଣୀ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ମାରିବାକୁ ଉଦ୍ୟମ କରିଥିବା ପୋଲିସ୍ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ।ଏହି ଘଟଣାକୁ ନେଇ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣା ପଡିଛି।

ପୋଲିସ୍ ପକ୍ଷରୁ ବସ୍ତି ଭିତରେ ଚାଲୁଥିବା ଏଭଳି ଅନୈତିକ କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ନନିଆଗଲେ ଗ୍ରାମବାସୀ ସେମାନଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।