Bastu Tips – ନିଜ ହାତ ରେଖା ଦେଖି ନିଜ ଭାଗ୍ୟ ନିଜେ ଜାଣିବେ କିପରି ଦେଖନ୍ତୁ

ଆପଣ ମାନେ କେବେ ଆପଣଙ୍କ ହାତକୁ ଧ୍ୟାନ ସହକାରେ ଦେଖୁଛନ୍ତି , ଆଜିକାଲି ହାତ ଦେଖା ଏମିତି ଭାବରେ ଚାଲିଛି , ଆପଣ ମାନେ ମଧ୍ୟ ନିଶ୍ଚୟ ଦେଖୁଥିବେ । ହାତ ଦେଖି ଏହା ମଧ୍ୟ ଦେଖାଯାଇଥାଏ କି ବିବାହ ପରେ ସନ୍ତାନ କେମିତି ଓ କେତୋଟି ଜନ୍ମ ହେବ । ଯଦି ଆପଣ ମାନେ ଏହା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହାକୁ ଧ୍ୟାନ ସହକାରେ ଦେଖନ୍ତୁ । ହାତରେ ସବୁଠାରୁ ଛୋଟ ଆଙ୍ଗୁଳି ତଳେ ବୁଦ୍ଧ ପର୍ବତ ହୋଇଥାଏ । ବିବାହ ରେଖା ଯଦି ହାତରେ ଏହି ରେଖା ଗୋଟିଏରୁ ଅଧିକ ଥାଏ ଏହାକୁ ପ୍ରେମ ପ୍ରସଙ୍ଗ କୁହାଯାଏ । ଏହି ରେଖା ଦ୍ୱରା ବିବାହ ଏବଂ ସାଦିସୁଧା ଜୀବନରେ ଯୋଡା ଥିବା କେତେଗୁଡିଏ କଥା ବିଷୟରେ କହିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁଠାରୁ ଛୋଟ ଆଙ୍ଗୁଳି ତଳେ ବୁଦ୍ଧ ପର୍ବତ ଥାଏ , ବୁଦ୍ଧ ପର୍ବତ ପାଖରେ ହୋଡେ ରେଖାକୁ ସନ୍ତାନ ରେଖା ବୋଲି କୁହାଯାଏ । ବିବାହ ରେଖା ଉପରେ ସିଧା ସନ୍ତାନ ରେଖା ସୁସ୍ଥ ପୁତ୍ର ଏବଂ କମଜୋର ଝିଅର ସଙ୍କେତ ଦେଇଥାଏ । ଏହା କୁହାଯାଏ କି ଯଦି ସନ୍ତାନ ରେଖା ସେତିକି ସୃଷ୍ଟି ହୋଇଥାଏ , ଯେତିକି ତାଙ୍କର ସ୍ତ୍ରୀଙ୍କର ହୋଇଥାଏ ତାହେଲେ ବ୍ୟକ୍ତି ପିଲାମାନଙ୍କୁ ବହୁତ ଭଲ ପାଇଥାନ୍ତି । ଏମିତି ବି କୁହାଯାଇଥାଏ କି ଯେଉଁ ଲୋକମାନଙ୍କ ହାତରେ ସନ୍ତାନ ରେଖା ଛିଣ୍ଡି ଯାଇଥାଏ ତାହେଲେ , ତାହାକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଥାଏ କି ସନ୍ତାନ ସହିତ କିଛି ଖରାପ ହେବ ।

ଆତାରକା ଶାସ୍ତ୍ରରେ କୁହାଯାଇଥାଏ କି ଯାହାର ବିବାହ ରେଖା ଆରମ୍ଭରେ ବା ଶେଷ ଦୁଇପଟକୁ ଯାଇଥାଏ , ତାହେଲେ ସେଥିରେ ବିବାହ ଭାଙ୍ଗିବାର କାରଣ ବୋଲି କୁହାଯାଏ । ଯଦି ଆପଣ ମାନେ ଆପଣଙ୍କ ଦୁଇ ହାତ ଯୋଡନ୍ତୁ , ଯଦି ଆପଣଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି ହେଉଛି ତାହେଲେ ଆପଣ ମାନେ ଉତ୍ତମ ବନ୍ଧୁ ପାଇବେ । ତାଙ୍କ ସହ ଭଲ ସୁସମ୍ପର୍କ ମଧ୍ୟ ସୃଷ୍ଟି ହେବ ଏବଂ ଆପଣଙ୍କ ଯେଉଁ ଅର୍ଦ୍ଧ ଚନ୍ଦ୍ର ହୋଇଥିବ ତା ଠୁ ଯଦି ଅଧିକ ରେଖା ଥାଏ , ତାହେଲେ ଆପଣ ମାନଙ୍କର ଶିକ୍ଷା ଏବଂ ଧନ ର ଆୟ ବହୁତ ବଢିବ ।

ଆପଣ ମାନେ ଏହା ଜାଣିବା ପାଇଁ ଆପଣଙ୍କର ଦୁଇ ହାତ ପାପୁଲିକୁ ଏକାଠି କରନ୍ତୁ , ଦେଖିବେ ଅର୍ଦ୍ଧ ଚନ୍ଦ୍ର ପୂରା ଆସୁଛି କି କମ ଆସୁଛି । ଯଦି ଆପଣଙ୍କ ହାତରେ ଅର୍ଦ୍ଧଚନ୍ଦ୍ର ପୂରା ଫୁଲ ଆସୁଛି , ତେବେ ଆପଣଙ୍କର ସବୁଦିଗ ଆଡୁ ଭଲ ଅଛି । ଆଉ ଯଦି ଆପଣଙ୍କ ହାତରେ କମ ଅର୍ଦ୍ଧଚନ୍ଦ୍ର ଆସୁଛି ତେବେ ଆପଣଙ୍କ ଶିକ୍ଷା ଏବଂ ବ୍ୟବସାୟ ରେ କମଜୋର ରହିବ । ତେବେ ଏହି ମାଧ୍ୟମରେ ଆପଣ ମାନେ ଆପଣଙ୍କର ଭାଗ୍ୟ ବିଷୟରେ ଜାଣିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment