ନିଜ ହୃଦୟରୁ ହନୁମାନଙ୍କ ପ୍ରତି ସଚ୍ଚା ଭକ୍ତି ଦେଖାନ୍ତୁ , ଦେଖିବେ 24 ଘଣ୍ଟା ମଧ୍ୟରେ ଦୂର ହୋଇଯିବ ଆପଣଙ୍କର ସମସ୍ତ ସମସ୍ୟା

0

ମଙ୍ଗଳବାର ଦିନଟି ବଜରଙ୍ଗବାଲୀ ହନୁମାନଙ୍କର ପ୍ରିୟ ବାର ହୋଇଥାଏ ଏବଂ ଏହି ଦିନରେ ହନୁମାନ ତାଙ୍କ ଭକ୍ତ ଉପରେ ବହୁତ ପ୍ରସନ୍ନ ରହିଥାନ୍ତି । ବଜରଙ୍ଗବାଲୀ ହନୁମାନଙ୍କୁ ଆରଧନା କରିବାର ଶ୍ରେଷ୍ଠ ବାର ଶନିବାର ଏବଂ ମଙ୍ଗଳବାର ହୋଇଥାଏ । ଶାସ୍ତ୍ରରେ ଏମିତି କିଛି କାର୍ଯ୍ୟ ବିଷୟରେ ବର୍ଣ୍ଣିତ ରହିଛି ଯାହାକୁ ଏହି ମଙ୍ଗଳବାର ଦିନ କରିବା ଦ୍ୱାରା ହନୁମାନ ଅତ୍ୟନ୍ତ ରୁଷ୍ଟ ହୋଇଥାନ୍ତି । ସେଥିପାଇ ଭୁଲରେ ମଧ୍ୟ ମଙ୍ଗଳବାର ଦିନ ଏହି ସବୁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ବିଷୟରେ ଯାହା କରିବା ଦ୍ୱାରା ହନୁମାନ କେବେହେଲେ ସନ୍ତୁଷ୍ଟ ହୁଅନ୍ତି ନାହିଁ

1 ସମ୍ୱନ୍ଧ ସ୍ଥାପନ କରନ୍ତୁ ନାହିଁ ;

ମଙ୍ଗଳବାର ଦିନ କେବେହେଲେ ସମ୍ୱନ୍ଧ ସ୍ଥାପନ କରନ୍ତୁ ନାହିଁ , ଏହି ଦିନରେ ସମ୍ୱନ୍ଧ ସ୍ଥାପନ କରିବା ଦ୍ୱାରା ବଜରଙ୍ଗବାଲୀ ହନୁମାନ ଙ୍କ କୁପ ଦୃଷ୍ଟି ପଡିଥାଏ । ଯଦି ଆପଣ ବଜରଙ୍ଗବାଲୀଙ୍କ କ୍ରୁର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ତେବେ ଭୁଲରେ ମଧ୍ୟ ମଙ୍ଗଳବାର ଦିନ ସମ୍ୱନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ସନ୍ତାନ କିନ୍ନର ହେବାର ସମ୍ଭାବନା ରହିଥାଏ , ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ ।

 

2 କ୍ଷୀରରୁ ପ୍ରସ୍ତୁତ ମିଠା କରନ୍ତୁ ନାହିଁ ;

ମଙ୍ଗଳବାର କେବେହେଲେ କ୍ଷୀରରୁ ପ୍ରସ୍ତୁତ କରାଯାଇଥିବା ମିଠା କିଣନ୍ତୁ ନାହିଁ , କାରଣ କ୍ଷୀର ଚନ୍ଦ୍ରମା ଗ୍ରହର କାରକ ଅଟେ । ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ବିରୋଧୀ ଅଟନ୍ତି , ସେଥିପାଇଁ ମଙ୍ଗଳବାର ଦିନ କ୍ଷୀର ରୁ ପ୍ରସ୍ତୁତ କରାଯାଇଥିବା ମିଠା କିଣନ୍ତୁ ନାହିଁ ବା ବ୍ୟବାହାର କରନ୍ତୁ ନାହିଁ ।

3 ଲୁହା ନିର୍ମିତ ବସ୍ତୁ କିଣନ୍ତୁ ନାହିଁ ;

ମଙ୍ଗଲବାର ଦିନ ଲୁହାରେ ପ୍ରସ୍ତୁତ କୌଣସି ବି ବସ୍ତୁ କିଣନ୍ତୁ ନାହିଁ , ଶନିବାର ଏବଂ ମଙ୍ଗଳବାର ଦିନ ଲୁହା ବସ୍ତୁ କିଣିବା ବହୁତ ଅଶୁଭ ହୋଇଥାଏ । ଏହା ବ୍ୟତୀତ କୌଣସି ପ୍ରକାର ଧାରୁଆ ବସ୍ତୁ ବା ଷ୍ଟିଲ ଜିନିଷ ମଧ୍ୟ କିଣିବା ଉଚିତ ହୋଇ ନଥାଏ । ମଙ୍ଗଳବାର ଦିନ ଚୁଟି ବା ନଖ କାଟିବା ମଧ୍ୟ ଉଚିତ ନୁହେଁ ଏହା କରିବା ଦ୍ୱାରା ବଜରଙ୍ଗବାଲୀ କ୍ରଧିତ ହୋଇଥାନ୍ତି ।

4 ଶୃଙ୍ଗାର ସାମଗ୍ରୀ କିଣନ୍ତୁ ନାହିଁ ;

ମଙ୍ଗଳବାର ଦିନ ଶୃଙ୍ଗାର ସାମଗ୍ରୀ କିଣିବା ଉଚିତ ନହେଁ , ସୌନ୍ଦର୍ଯ୍ୟ ପ୍ରସାଧନ ଜିନିଷ କିଣିବା ପାଇଁ ସୋମବାର ଏବଂ ଶୁକ୍ରବାର ଦିନ ଟି ବହୁତ ଶୁଭ ହୋଇଥାଏ । ଏହା ବ୍ୟତୀତ ମଙ୍ଗଳବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା ମଧ୍ୟ ଉଚିତ ନୁହେଁ , ଏହି ଦିନ ଲାଲା ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମଙ୍ଗଳ ଦୋଷର ପ୍ରଭାବ କମ ପଡିଥାଏ ।

5 ମାଛ ମାଂସ ଏବଂ ମଦ ସେବନ କରନ୍ତୁ ନାହିଁ ;

ମଙ୍ଗଳ ବାର ଦିନ ମାଛ , ମାଂସ ଏବଂ ମଦ ଭୁଲରେ ମଧ୍ୟ ସେବନ କରନ୍ତୁ ନାହିଁ , ଏହା କରିବା ଦ୍ୱାରା ବଜରଙ୍ଗବାଲୀ କ୍ରୋଧିତ ହୋଇଥାନ୍ତି । ସେଥିପାଇଁ ଏହି ଦିନରେ ଏହି ସବୁ ସେବନ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।