Astro Predict – ନିଜ ଜନ୍ମ ମାସରୁ ଜାଣନ୍ତୁ ଆପଣ କିପରି ମଣିଷ ଅଟନ୍ତି, କିପରି ଆପଣଙ୍କ ବ୍ୟକ୍ତିତ୍ୱ…

0

ଏ ଦୁନିଆରେ ବିଭିନ୍ନ ପ୍ରକାର ଲୋକ ରହିଥାନ୍ତି, କିଛି ଲୋକଙ୍କ ବ୍ୟକ୍ତିତ୍ୱ ଭଲ ଆଉ କିଛି ଖରାପ। କିଛି ଖରାପ ଲୋକଙ୍କ ପାଇଁ ଅସୁବିଧାରେ ଆମେ ପଡ଼ିଥାଉ। ତେଣୁ ଆମକୁ ପ୍ରଥମେ ଗୋଟିଏ ଲୋକର ବ୍ୟକ୍ତିତ୍ୱକୁ ଜାଣିବାକୁ ହେବ। ବର୍ତ୍ତମାନ ଆମ ଜନ୍ମ କେଉଁ ମାସରେ ହୋଇଛ ସେହି ଅନୁସାରେ ବ୍ୟକ୍ତିତ୍ୱ ହୋଇଥାଏ। କିନ୍ତୁ ଯଦି ଆପଣ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଜାଣିବାକୁ ଚାହୁଁଛନ୍ତି ତେବେ ତାର ଜନ୍ମ ମାସ ମାଧ୍ୟମରେ ଜାଣିପାରିବେ। ସାଧାରଣତଃ ଜଣେ ଲୋକର ବ୍ୟକ୍ତିତ୍ୱ ଜାଣିବା ଟା ବହୁତ କଷ୍ଟକର। ଆଜି ଆମେ କିଛି ମାସ ଆଉ ରାଶି ସମ୍ପର୍କରେ କହିବୁ।

ଜାନୁୟାରୀ-

ଏହି ମାସରେ ଜନ୍ମ ହୋଇଥୁବ ବ୍ୟକ୍ତି ବହୁତ ଅଲଗା। ସେ ସର୍ବଦା ନିଜର ଲକ୍ଷ ନେଇକି ଆଗକୁ ବଢନ୍ତି। ସେମାନେ ଅନ୍ୟ ଲୋକମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିଥାନ୍ତି।

ଫେବୃଆରୀ-

ଫେବୃଆରୀ ରେ ଜନ୍ମିତ ଲୋକ ମାନେ ବହୁତ ଆକର୍ଷଣୀୟ ହୋଇଥାନ୍ତି। ଯାହା ସମସ୍ତଙ୍କର ପ୍ରଶଂସନୀୟ ହୁଅନ୍ତି। ଆଉ ମଧ୍ୟ ବେଶ ଜ୍ଞାନୀ ହୋଇଥାନ୍ତି। ଏହି ପରି ଲୋକଙ୍କୁ ବିଶ୍ୱାସ କରିହୁଏ ଏବଂ ସେମାନେ ଘରେ ବାପା ଓ ମାଆ ଙ୍କର ବହୁତ ଯତ୍ନ ନିଅନ୍ତି ।

ମାର୍ଚ୍ଚ-

ଏହି ମାସ ସବୁ ମାସ ମଧ୍ୟରେ ବହୁତ ଅଲଗା। ଯେଉଁମାନେ ଏହି ସମୟରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ଜଲଦି ସମସ୍ତଙ୍କ ସହ ମିଶି ଯାଆନ୍ତି କିମ୍ବା ଫ୍ରେନ୍ଡଲି ହେଇଥାନ୍ତି I ଅନ୍ୟ ଲୋକଙ୍କ ସହ କଥା ହେବାପାଇଁ ପସନ୍ଦ କରିଥାନ୍ତି। ଏହା ସହ ସେମାନେ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି।

ଅପ୍ରେଲ-

ଏହି ସମୟରେ ଜନ୍ମ ହୋଇଥିବା ଲୋକ ତାଙ୍କର କିଛି ଖାସ ବ୍ୟକ୍ତିତ୍ୱ ଥାଏ। ଯାହା ସେମାନେ ସବୁଜାଗାରେ ଲାଗେଇପାରିବେ। ସେ ଭଲ ଲିଡରସିପ ହୋଇପାରନ୍ତି।

ମଇ-

ଏହି ମାସରେ ଜନ୍ମିତ ଲୋକ ଅଧିକ ଈମାନଦାରୀ  ହୋଇଥାନ୍ତି ଆଉ ଭାଗ୍ୟଶାଳୀ ମଧ୍ୟ। ଆଉ ସବୁ ଲୋକଙ୍କ ପସନ୍ଦ ହୋଇଥାନ୍ତି।

ଜୁନ-

ଜୁନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଅଲଗା। ସେମାନେ ବହୁତ ମଜେଦାର ଲୋକ ହୋଇଥାନ୍ତି। ତାଙ୍କର ସମସ୍ତଙ୍କ ସହ କଥା ହେବାଟା ସଉକ। ଯାହାଦ୍ୱାରା ସମସ୍ତଙ୍କ ବହୁତ ଜଲଦି ମିଶି ଯାଆନ୍ତି।

ଜୁଲାଇ-

ଏହି ମାସରେ ଜନ୍ମିତ ମଣିଷ ବଡ ଜ୍ଞାନୀ ଏବଂ ବହୁତ ତୀକ୍ଷ୍ଣ ବୁଦ୍ଧି ଯୁକ୍ତ ହୋଇଥାନ୍ତି। ଯାହା ସମସ୍ତଙ୍କ ପାଖରେ ନଥାଏ। ସେ ବହୁତ ଶୀଘ୍ର ମଧ୍ୟ ଦିପ୍ରେସନ କୁ ମଧ୍ୟ ପାଳନ୍ତି

ଅଗଷ୍ଟ-

ଏହି ସମୟରେ ଜନ୍ମିତ ବ୍ୟକ୍ତି ଟିକିଏ ଅଲଗା ସ୍ୱଭାବର ହୋଇଥାନ୍ତି। ସେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ସେ ନିଜକୁ ଆଉ ଅନ୍ୟ ମାନଙ୍କୁ ଭଲ ପାଆନ୍ତି।

ସେପ୍ଟେମ୍ବର-

ଏହି ସମୟର ଲୋକମାନେ ଜୀବନର ସବୁ କାର୍ଯ୍ୟ ବ୍ୟବସ୍ଥିତ ଭାବରେ କରିବାକୁ ଭଲ ପାଆନ୍ତି। ସେ ଯାହା କୁହନ୍ତି ତା କରନ୍ତି ଅର୍ଥାତ ଜିଦ୍ଦୀ ସ୍ଵଭାଵ ଥାଏ।

ଅକ୍ଟୋବର-

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜର ଇଚ୍ଛାକୁ ଶୀଘ୍ର ପୁରାଣ କରିଥାନ୍ତି। ଯାହା ତାଙ୍କ ଜୀବନରେ ସଫଳତା ଆଣିଥାଏ। ଆଉ ସେ ବାଧ୍ୟ ଭାଗ୍ୟଶାଳୀ।

ନଭେମ୍ବର-

ଏହି ସମୟରେ ଜନ୍ମ ହୋଇଥିବା ଲୋକମାନେ ସବୁବେଳେ ଠିକ ବାଟକୁ ବାଛନ୍ତି। ତାଙ୍କର ନିଜ ଉପରେ ବିଶ୍ୱାସ ଥାଏ।

ଡିସେମ୍ବର-

ଏହା ବର୍ଷର ଶେଷ ମାସ ।ଏହି ସମୟରେ ଜନ୍ମ ହୋଇଥିବା ଲୋକେ ଜୀବନକୁ ଉପଭୋଗ କରିଥାନ୍ତି।

ଏହା ମଧ୍ୟମରେ ଜାଣିପାରିବେ ବ୍ୟକ୍ତିତ୍ୱ ସମ୍ପର୍କରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।