Astro Predict – ନିଜ ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶିର ଝିଅ କିମ୍ବା ପୁଅ ସହିତ ହେବ ଆପଣଙ୍କ ବିବାହ

0

ବିବାହ ସମୟରେ ଉଭୟ ପୁଅ ଓ ଝିଅ ର ଜାତକ ଦେଖି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଜ୍ୟୋତିଷଶାସ୍ତ୍ରରେ ବିବାହକୁ ନେଉ ଅନେକ କଥା କୁହାଯାଇଛି , ଏଥିରେ ବିବାହର ଶୁଭ ମୁହୂର୍ତ୍ତ ଉଲ୍ଲେଖ କରାଯିବା ସହିତ ବିବାହ କବେ କଲେ ଶୁଭ ଓ ଅଶୁଭ ସେ ବିଷୟରେ ମଧ୍ୟ କୁହାଯାଇଛି । ଏହା ବ୍ୟତୀତ ବିବାହ କରିବା ପାଇଁ କେଉଁ ରାଶିର ବ୍ୟକ୍ତି ଶୁଭ ଏହି କଥା ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆ ଯାଇଥାଏ । କୁହାଯାଏ କି ଏପରି କରିବା ଦ୍ୱାରା ବୈବାହିକ ଜୀବନ ହସ ଖୁସୀରେ ଭରି ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରାଶିର ବ୍ୟକ୍ତି ସହିତ ବିବାହ କରିବା ଉଚିତ ।

1. ମେଷରାଶି :-

ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ରାଶିର ବ୍ୟକ୍ତି ବିଛା ରାଶିର ପୁଅ କିମ୍ୱା ଝିଅକୁ ବିବାହ କଲେ ଶୁଭ ହୋଇଥାଏ ।

2. ବୃଷରାଶି :-

ବୃଷରାଶି ଜ୍ୟୋତିଷଶାସ୍ତ୍ର ଅନୁସାରେ ଧନୁ ରାଶିର ପୁଅ କିମ୍ୱା ଝିଅକୁ ବିବାହ କରିବା ଉଚିତ ।

3. ମିଥୁନରାଶି :-

ମିଥୁନରାଶିର ବ୍ୟକ୍ତି ବିଶେଷ ମାନେ ମକର ରାଶିର ପୁଅ କିମ୍ୱା ଝିଅକୁ ବିବାହ କରିବା ଉଚିତ ।

4. କର୍କଟରାଶି :-

କର୍କଟ ରାଶିର ବ୍ୟକ୍ତି ଙ୍କୁ କୁମ୍ଭରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଶୁଭ ବୋଲି ଧରାଯାଇଥାଏ ।

5. ସିଂହରାଶି:-

ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହରାଶିର ବ୍ୟକ୍ତି ବିଛା ରାଶିର ବ୍ୟକ୍ତି ଙ୍କୁ ବିବାହ କରିବା ଉଚିତ ।

6. କନ୍ୟାରାଶି :-

କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ସିଂହ ରାଶିର ପୁଅ କିମ୍ୱା ଝିଅକୁ ବିବାହ କଲେ ଶୁଭ ଫଳ ମିଳିଥାଏ ।

7. ତୁଳାରାଶି :-

ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ କନ୍ୟା ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ।

8. ବିଛାରାଶି :-

ବିଛା ରାଶିର ବ୍ୟକ୍ତି ବିଶେଷ ମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ବିବାହ କରିବା ଉଚିତ ।

9. ଧନୁରାଶି :-

ଜ୍ୟୋତିଷଶାସ୍ତ୍ର ଅନୁସାରେ ଧନୁ ରାଶିର ବ୍ୟକ୍ତି ମାନେ ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ବିବାଗ କଲେ ଶୁଭ ଫଳ ମିଳିଥାଏ ।

10 . ମକରରାଶି :-

ମକର ରାଶାର ବ୍ୟକ୍ତି ବିଶେଷ ମାନେ ମିଥୁନ ରାଶିର ବ୍ୟକ୍ତି ମାନଙ୍କୁ ବିବାହ କରିବା ଉଚିତ ମନେ କରାଯାଏ ।

11 . କୁମ୍ଭରାଶି :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ କର୍କଟ ରାଶିର ପୁଅ କିମ୍ୱା ଝିଅଙ୍କୁ ବିବାହ କଲେ ଶୁଭ ଫଳ ମିଳିଥାଏ ।

12. ମୀନରାଶି :-

ମୀନ ରାଶିର ବ୍ୟକ୍ତି କନ୍ୟା ରାଶିର ବ୍ୟକ୍ତି ମାନଙ୍କ ଠାରୁ ଦୂରରେ ରହିବା ଉଚିଚ୍ , ଏହା ବ୍ୟତୀତ ଅନ୍ୟ ରାଶିର ବ୍ୟକ୍ତି ମାନଙ୍କୁ ବିବାହ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।