ନିଜ ସ୍ତ୍ରୀର ଅଶ୍ଳୀଳ ଭିଡିଓ କରି ଶ୍ୱଶୁର ଘରକୁ ପଠାଇ ଦେଲା ସ୍ୱାମୀ, ଆଉ ତା’ ପରେ…

0

ବନ୍ଧୁଗଣ ଯଦି ଆମେ ୩୦ ବର୍ଷ ପଛକୁ ଚାଲିଯିବା ତାହାଲେ ବର୍ତ୍ତମାନ ସମାଜ ପରି ନଥିଲା, ଜଣେ ଜଣଙ୍କ ପ୍ରତି ସନମାନ ମନଭାବ ଥିଲା। କିନ୍ତୁ ଯଦି ଆମେ ବର୍ତ୍ତମାନ କଥା ଦେଖିବା, ତେବେ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତି, ହତ୍ୟା, ମାଡ଼ପିଟ ଓ ଗଣ୍ଡଗୋଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଏହା ବ୍ୟତୀତ ବର୍ତ୍ତମାନ ସମାଜରେ ଏକ ବଡ଼ ସମସ୍ୟା ହେଉଛି, ପାରିବାରିକ ସମସ୍ୟା, ଯଦି ପରିବାର ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିବ, ତାହାଲେ ଅନ୍ୟ ପ୍ରତି କେଉଁଠୁ ସନମାନ ଆସିବ, ତେବେ ଏ ପ୍ରକାର ଘଟଣା ସମାଜରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି, ଯାହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି, ଯାହା ଆମେ ଆପଣମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି, ଜଣେ ସ୍ୱାମୀ ନିଜ ସ୍ତ୍ରୀର ଅଶୀଳ ଭିଡ଼ିଓ କରି ଶଶୁର ଘର ଲୋକଙ୍କୁ ପଠେଇ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଉଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୁଆଖିଆ ଥାନା ମାନପୁର ଗାଁ ରୁ ଆସିଲା ଏକ ଲଜ୍ଜ୍ୟା କର ଘଟଣା, 2016 ମସିହା ଜୁଲାଇ ୧୫ ତାରିଖରେ ସତ୍ୟବ୍ରତ ପଣ୍ଡା ବିବାହ କରିଥିଲେ।ବିବାହ ପରେ ଦୁଇ ଜଣଙ୍କର ଦାମ୍ପତ୍ୟ ଜୀବନ ଖୁସି ଓ ଆନନ୍ଦରେ ଭରି ଯାଉଥିଲା ଏବଂ କେହି କାହାରିକୁ ଛାଡି ମଧ୍ୟ ରହିପାରୁନଥିଲେ। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ, ସାରା ଜୀବନ ସାଥି ହୋଇ ରହିବେ ବୋଲି ଦୁହେଁ ଦୁହିଁଙ୍କୁ କଥା ମଧ୍ୟ ଦେଇଥିଲେ। ତାଙ୍କ ଛୋଟ ସୁଖୀ ସଂସାରଟି ବହୁତ ଭଲରେ ଚାଲୁଥିଲା।

ହଟାଥ ଦିନେ ଯୁବତୀଙ୍କ ସ୍ୱାମୀ, ନିଜ ସ୍ତ୍ରୀ ଉପରେ ଧୀରେ ଧୀରେ ଅତ୍ୟାଚାର କରିବାକୁ ଲାଗିଲା। ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ପାଟିମୁଣ୍ଡ ଓ ଗଣ୍ଡଗୋଳ ସୃଷ୍ଟି ହେଲା। ଯୁବତୀଙ୍କୁ ମାଡ଼ ମାରିବା ସହିତ ତାଙ୍କ ଉପରେ ଅନ୍ୟାୟ ଓ ଅତ୍ୟାଚାର ମଧ୍ୟ କରାଗଲା। ସ୍ତ୍ରୀ ର କିଛି ଅଶ୍ରୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରଲ କରିବ ବୋଲି ଧମକ ଦେବା ସହ ଭିଡିଓଟି କୁ ଶ୍ୱଶୁର ଘରକୁ ପଠାଇ ଦେବ ବୋଲି ମଧ୍ୟ କହିଥିଲା। ଯୁବତୀ ଜଣଙ୍କ ଅତ୍ୟଧିକ ଅତ୍ୟାଚାର ସହି ନପାରିବାରୁ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ନାଁ ରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି। ପୋଲିସ ଏହି ମାମଲାକୁ ରୁଜୁ କରି ତଦନ୍ତ ଚଳାଇବା ସହ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।