ନିଜକୁ ଭଗବାନ ବନେଇ ଦେହ ଭଲ କରିଦେବ କହି ନୂଆବୋହୂକୁ ବାରମ୍ବାର ଦୁଷ୍କର୍ମ କଲେ ବାବା… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ଦେହ ଭଲ କରିଦେବା କଥା କହି ନବ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ବାବା ଯାହା ଏବେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି | ହଁ ଆଜ୍ଞା ଏମିତି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ହୋଟେଲ୍ଲୀ ଗ୍ରାମରେ | ତେବେ ମିଳିଥିବା ସୂଚନା ସେଇ ଗ୍ରାମର ବିଦ୍ୟାଳୟ ରେ ଥିବା ଜଣେ ସଂଗୀତ ଶିକ୍ଷକ ବିଜୟ କୁମାର ନାୟକ ଗୁଣି ଗାରେଡି କରି ସ୍ଥାନୀୟ ଲୋକଙ୍କୁ ଚିକିତ୍ସା କରିବା କଥା ଲୋକ ମାନେ ବିଶ୍ୱାସ କରୁଥିଲେ | ହେଲେ ଏବେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି | ତାହାଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ କଣ ହେଇଥିଲା ମହିଳା ସହିତ ଓ ସେ କାହିଁକି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଜଣା ପଡିଛି |

ତେବେ ମିଳିଥିବା ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ହୋଟେଲ୍ଲୀ ଗ୍ରାମର ଜଣେ ଯୁବକ ଭଲ ପାଇ ଯୁବତୀ ଜଣଙ୍କୁ ବିବାହ କରିଥିଲେ ହେଲେ ହଠାତ 6 ମାସ ପୂର୍ବରୁ ତାଙ୍କ ସ୍ତ୍ରୀ ଙ୍କ ର ଦେହ ଖରାପ ହେଇଯାଇଥିଲା |ଯେତେ ଡାକ୍ତର ଙ୍କୁ ଦେଖାଇଲେ ବି ତାଙ୍କ ଦେହ ଭଲ ହେଉନଥିଲା ଓ ସେ ବାଧ୍ୟ ହେଇ ଶେଷରେ ସେ ଗ୍ରାମର ସଂଗୀତ ଶିକ୍ଷକ ତଥା ବିଜୟ ନାୟକ ଯିଏ କି ସ୍ଥାନୀୟ ଅଞ୍ଚଳ ରେ ଗୁଣି ଗାରେଡି କରି ଲୋକଙ୍କୁ ଚିକିତ୍ସା କରୁଥିଲେ | ସେହି ମହିଳା ଜଣ ଙ୍କ ଆସି ତାଙ୍କ ପାଖରେ ପହଞ୍ଚି ଥିଲେ ତାଙ୍କର ଚିକିତ୍ସା ପାଇଁ | ହେଲେ କିଏ ଜାଣିଥିଲା ନିଜକୁ ବୋଇରୀ ଭାବୁଥିବା ଏହି ବାବା ମହିଳା ଜଣଙ୍କ ର ଦୁଷ୍କର୍ମ କରିବ ବୋଲି |

ତେବେ ମହିଳା ଜଣଙ୍କ କଥା ଅନୁଯାୟୀ ସେ ତାଙ୍କୁ ଘର ଭିତରକୁ ଡାକି ନେଇ ଦେବା ଦେବି ଙ୍କ ଫୋଟ ଦେଖାଇ ତାଙ୍କ ଦେହରେ ପୋଷାକ ଖୋଲି ଦେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ଓ କହିଥିଲେ ଯଦି ଏକଥା ବାହାରେ କହାକୁ କହିବୁ ତାହାଲେ ତୋର ଏ ରୋଗ ର ସୁଫଳ ମିଳିବ ନାହିଁ | ତେବେ ମହିଳା ଜଣଙ୍କ ଏହି ପରି ଦୁଷ୍କର୍ମ ର ସ୍ୱୀକାର ହେଲା ପରେ ସେ ଆଉ ସହି ନ ପାରି ମହିଳା ଜଣଙ୍କ ତାଙ୍କ ସହିତ ଘଟିଥିବା ସମସ୍ତ କଥା ତାଙ୍କ ସ୍ୱାମୀ ଙ୍କୁ କହିଥିଲେ | ଆଉ ଯାହା ପରେ ତାଙ୍କ ସ୍ୱାମୀ ଏହି କଥା ଶୁଣି ହୋଟେଲ୍ଲୀ ଥାନାରେ ଗୋଟିଏ ଲିଖିତ ଅଭିଯୋଗ କରିଛନ୍ତି |

ତେବେ ଏହି ସବୁ ଖବର ପାଇ ସ୍ଥାନୀୟ ପୋଲିସ ଆସି ବାବା ଙ୍କୁ ଗିରଫ କରିବା ସହିତ ଏମିତି କେତେ ଜଣ ଙ୍କ ସହିତ ହେଇଛି ତାହାର ତଦନ୍ତ ଆରମ୍ଭ କରିଦେଇଛି ବୋଲି କୁହାଯାଇଛି | ତେବେ ଦେଖିବାକୁ ବାକି ରିହିଲା ଏ ସମସ୍ତ ଘଟଣା ର ଅନୁଧ୍ୟାନ ପୋଲିସ କେମିତି କରୁଛୁ ଓ ମହିଳା ଜଣଙ୍କୁ ତାର ନ୍ୟାୟ ମିଳୁଛି କି ନାହିଁ |ତାହେଲେ ଦର୍ଶକ ବନ୍ଧୁ ଏ ଥିଲା ସେହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଓ ଏହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ର ମତ ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment