Life style – ନିଜର ଜନ୍ମ ତାରିଖରୁ ଜାଣନ୍ତୁ ନିଜର ଭବିଷ୍ୟତ ଜାଣନ୍ତୁ କେଉଁ କ୍ଷେତ୍ରରେ ନିଜର କ୍ୟାରିୟର କରିବା ଆପଣଙ୍କ ପାଇଁ ଫଳପ୍ରଦ ଅଟେ

0

ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର ସମସ୍ତ ଜୀଵ ଅପେକ୍ଷା ମନୁଷ୍ୟ କୁ ଏକ ଅଲଗା ଢଙ୍ଗରେ ଗଢିଛନ୍ତି। ଅନ୍ୟ ପ୍ରାଣୀ ମାନଙ୍କ ଅପେକ୍ଷା ମନୁଷ୍ୟ ଜୀବନ ରହସ୍ୟମୟ ଦିଗ ଦେଇ ଗତି କରିଥାଏ। ମନୁଷ୍ୟ ଜାତି ଏକ କିନ୍ତୁ ବ୍ୟକ୍ତିଗତ ପାର୍ଥକ୍ୟ ରହିଥାଏ, ଜଣେ ଜଣଙ୍କ ଠାରୁ ଭିନ୍ନ ହୋଇଥାଏ। କିଛି ଗୁଣ ଏପରି ଥାଏ , ଯାହା ଜନ୍ମ ସହିତ ଜଡିତ ହୋଇ ରହିଥାଏ। ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣମାଙ୍କୁ ଏପରି କିଛି ମନୁଷ୍ୟ ଜୀବନ ସହିତ ଜଡ଼ିତ ଏମିତି କିଛି ରହସ୍ୟମୟ ବିଷୟ ଜଣେଇବାକୁ ଯାଉଛୁ। ଯାହାକି ମନୁଷ୍ୟର ଜନ୍ମ ତାରିଖ ଦେଖି ଆଗାମୀ ଭବିଷ୍ୟତ ବିଷୟରେ କହିବା ପାଇଁ ଯାଉଛୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଜନ୍ମ ତାରିଖରୁ ଭବିଷ୍ୟତ;

1) 2,8,15 ଏବଂ 22

ଯେଉଁ ବ୍ୟକ୍ତିମାନେ ଏହି ସବୁ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତିମାନେ ଅତ୍ୟଧିକ ଶବଳ ବ୍ୟକ୍ତି ହେବା ସଙ୍ଗେ ସଙ୍ଗେ ବିପଦକୁ ମଧ୍ୟ ସହଜରେ ସାମ୍ନା କରିପାରନ୍ତି।ଏହି ବ୍ୟକ୍ତିମାନେ ନିଜର ଲକ୍ଷ ସ୍ଥଳେ ପହଂଚିବା ସଙ୍ଗେ ସଙ୍ଗେ ଓ ନିଜ କାର୍ଯ୍ୟରେ ମଧ୍ୟ ସଫଳ ହୋଇଥାନ୍ତି ।

2) 3,12,19 ଏବଂ 26

ଯେଉଁ ବ୍ୟକ୍ତିମାନେ ଏହି ସବୁ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତିମାନଙ୍କର ଚିତ୍ର କରିବା ପ୍ରତି ବହୁତ ଆଗ୍ରହ ଥାଏ। ସେହି ବ୍ୟକ୍ତିମାନେ ସବୁବେଳେ ଗୀତ ଓ ଚିତ୍ର କରିବାରେ ବହୁତ ଉନ୍ନତି କରିଥାନ୍ତି ଏବଂ ଏହି ସବୁ କ୍ଷେତ୍ରରେ ମଧ୍ୟ ତାଙ୍କ ଜୀବନ ନିର୍ଭର କରିଥାଏ ।

3) 29,13,20 ଏବଂ 31

ଯେଉଁ ବ୍ୟକ୍ତିମାନେ ଏହି ସବୁ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତିମାନେ ଶାନ୍ତ ଓ ନମ୍ର ଶୋଭାବର ବ୍ୟକ୍ତି ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସବୁ କାର୍ଯ୍ୟରେ ସଫଳ ହାସଲ କରିବା ସଙ୍ଗେ ସଙ୍ଗେ, ଚାକିରୀ କ୍ଷେତ୍ରରେ ମଧ୍ୟ ବହୁତ ଉନ୍ନତି କରିଥାନ୍ତି ।

4 ) 6,10,17 ଏବଂ 24

ଯେଉଁ ବ୍ୟକ୍ତିମାନେ ଏହି ସବୁ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତିମାନେ ନିଜର କାର୍ଯ୍ୟ ଠିକ ଭାବେ କରନ୍ତି ନାହିଁ ଏବଂ ସେମାନେ ଅଳସୁଆ ଶୋଭାବର ହୋଇଥାନ୍ତି । ଏହି ବ୍ୟକ୍ତିମାନେ ଲୋକମାନଙ୍କୁ ସବୁବେଳେ ଅସୁବିଧାରେ ପକେଇଥାନ୍ତି। ଏହି ବ୍ୟକ୍ତିମାନେ ନିଜର ଜୀବନକୁ କଳା କ୍ଷେତ୍ରରେ ଆଗକୁ ନେଇଥାନ୍ତି ।

5) 5,14,21 ଏବଂ 28

ଯେଉଁ ବ୍ୟକ୍ତିମାନେ ଏହି ସବୁ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତିମାନେ ନିଜର ନିଷ୍ପତ୍ତି ନିଜେ ନେବା ସଙ୍ଗେ ସଙ୍ଗେ, କାହାରି କଥା ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ ନିଜର କଥା ସବୁବେଳେ ଠିକ ବୋଲି କହିଥାନ୍ତି।

6) 7,11,18 ଏବଂ 25

ଯେଉଁ ବ୍ୟକ୍ତିମାନେ ଏହି ସବୁ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତିମାନେ ଅନ୍ୟ ଲୋକ ମାନଙ୍କ ଠାରୁ ଅଲଗା ପ୍ରକାର ହୋଇଥାନ୍ତି । ସେମାନେ ନିଜର ଜୀବନ ଶୈଳୀ ମଉଜ ଓ ମଜଲିସ ରେ ନେବାକୁ ଚାହିଁଥାନ୍ତି ।

7) 1,9,16 ଏବଂ 23

ଯେଉଁ ବ୍ୟକ୍ତିମାନେ ଏହିସବୁ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତମାନେ ସବୁବେଳେ ପାଠ ପ୍ରତି ଆଗ୍ରହ ହୋଇଥାନ୍ତି ଓ ସେମାନେ ମଧ୍ୟ ବହୁତ ଭଲ ପାଠ ପଢୁଥାନ୍ତି ଓ ବିଭିନ୍ନ ପ୍ରକାର ପୁସ୍ତକ ମଧ୍ୟ ପଢିବାକୁ ଭଲ ପାଆନ୍ତି ।

8) 4, 30, 27

ଯେଉଁ ବ୍ୟକ୍ତମାନେ ଏହିସବୁ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତିମାନେ ଅତ୍ୟଧିକ ପରିଶ୍ରମ କରିଥାନ୍ତି। ଏବଂ ସେହି ବ୍ୟକ୍ତିମାନେ ତାଙ୍କର ଜୀବନ ଶୈଳୀ ରାଜନୀତି କ୍ଷେତ୍ରରେ ନବାକୁ ଚାହିଁଥାନ୍ତି ଓ ରାଜନୀତି କ୍ଷେତ୍ରରେ ମଧ୍ୟ ବହୁତ ପରିଶ୍ରମ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।