Exclusive : ମତେ ଆଉ କଷ୍ଟ ଦିଅନି ମୁ ସବୁ ସତ କହିବି ! ନବ ଦାସଙ୍କ ଉପରେ କାହିଁକି ରାଗିଥିଲା ଗୋପାଳ ,ମୁହଁ ଖୋଲି କହିଲା ସତ…ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଭିତରୁ ନବ ଦାସ ଙ୍କୁ ହତ୍ୟା କରିଥିବା ଗୋପାଳ ଦାସ ଙ୍କ ବିଷୟରେ ଏବେ ଚାରିଆଡେ ଚର୍ଚ୍ଚା ହେବାକୁ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ଗୋପାଳ ଦାସ ଗାନ୍ଧୀ ଛକ ନିକଟରେ ଗୁଳି କରିଥିଲେ ନବ ଦାସ ଙ୍କୁ ଆଉ ତାହା ପରେ ସେ ନିଜେ ଗୁଳି କରିଛନ୍ତି ବୋଲି ମାନୁଥିଲେ ମଧ୍ୟ କାହିଁକି ଗୁଳି କରିଥିଲେ ତାହାର କୌଣସି କାରଣ ଦର୍ଶାଇ ନ ଥିଲେ ଗୋପାଳ ଦାସ | ଆଉ ଯେଉଁଠି ପାଇଁ ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ପୋଲିସ ତରଫରୁ ଗୋପଳ ଙ୍କୁ ନାର୍କ ଟେଷ୍ଟ ପାଇଁ ମଧ୍ୟ ନିଆ ଯାଇଥିଲା ବୋଲି କୁହାଯାଉଛି | ଆଉ ସେଠାରେ ଟେଷ୍ଟ ରେ କଣ ଘଟିଥିଲା ଆସନ୍ତୁ ସେ ବିଷୟରେ ଜାଣିବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କି ଜାନୁଆରୀ 29 ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ASI ଗୋପାଳ ଦାସ ଗୁଳି ଚଳାଇଥିଲେ| ଆଉ ଯାହା ଫଳରେ ନବ ଦାସ ଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା , ତାହା ପରେ ଗୋପାଳ ଙ୍କୁ ପୋଲିସ ବାନ୍ଧି ନେଇଥିଲେ ଆଉ କଣ ପାଇଁ ଏଭଳି ଏକ ଘଟଣା ସେ ଘୋଟଇଥିଲେ ତାହାର ସନ୍ଧାନ ମଧ୍ୟ ଖୋଜି ଚାଲିଥିଲେ କ୍ରାଇମ ବ୍ରାଞ୍ଚ ପୋଲିସ | ତେବେ ଗୋପଳ ନବ ଙ୍କୁ ମାରିଛନ୍ତି ବୋଲି କହିଥିଲେ କିନ୍ତୁ କଣ ପାଇଁ ମାରିଥିଲେ ସେ ବିଷୟରେ କହି ନ ଥିଲେ |

ଆଉ ଯେଉଁଥିପାଇଁ ଗୋପଳ ଙ୍କୁ ନାର୍କ ଟେଷ୍ଟ ପାଇଁ ପଠା ଯାଇଥିଲା | ଆଉ ସେଠାରେ ତାଙ୍କୁ ଅଧା ବେହସ କରିକି ରଖା ଯାଇଥିଲା | ଆଉ ନବ ଦାସ ଙ୍କୁ କଣ ପାଇଁ ହତ୍ୟା କରିଥିଲେ ବୋଲି ସମସ୍ତ କଥା ପୋଚରା ଯାଇଥିଲା | ଯାହାର ଉତ୍ତର ରେ ଗୋପାଳ ଦାସ କହିଥିଲେ କି କି ନବ ଦାସ ତାଙ୍କ ଅଞ୍ଚଳର ଲୋକ ମାନଙ୍କୁ ଡୋରାଇ ରଖୁଥିଲେ ଆଉ ଯେଉଁଥିପାଇଁ ସେହି ଅଞ୍ଚଳର ଲୋକ ମାନେ ସେମାନଙ୍କ ମନ ଇଚ୍ଛା କୌଣସି କାର୍ଯ୍ୟ କରି ପାରୁ ନ ଥିଲେ ଆଉ ଯାହାକୁ ନେଇକି ଗୋପାଳ ବହୁତ ଦୁଃଖ କରୁଥିଲା |

ଏହା ବ୍ୟତୀତ ନବ ଦାସ ଙ୍କର ଏହି ଭଳି କାମ ପାଇଁ ସେ ତାଙ୍କ ଉପରେ ରାଗି ରହୁଥିଲା ଆଉ ତାଙ୍କୁ ମାରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା | ଆଉ ତାହା ଛଡା ମାନସିକ ରୋଗ ପାଇଁ ତାଙ୍କର ଘର ଲୋକ ମାନେ ତାଙ୍କୁ ମେଡିସିନ ଦେଉଥିଲେ କିନ୍ତୁ ସେ ଔଷଧ କୁ ଖାଉ ନ ଥିଲେ ବୋଲି କହିଛନ୍ତି | ଆଉ ଏବେ ନବ ଦାସ ନାହାନ୍ତି ଲୋକ ମାନେ ଏବେ ଖୁସି ରେ ରହିବେ ବୋଲି ଭାବି ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି |

ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment