ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିଲେ ଆମେ ଯାହା ଙ୍କୁ ଘରେ ଘରେ ଓଡିଶା ର ବେଶ କମେଡିଆନ ଭାବରେ ଜାଣିଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମର ରାଜୁ | ତେବେ ସେହି କମେଡିଆନ ରାଜୁ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଆଉ ତାହା ସହିତ ରାଜୁ ସୋନାଲି ଙ୍କୁ ତାଙ୍କର ଜୀବନ ସାଥି ଭାବରେ ବାଛିଛନ୍ତି | ସାରା ଜୀବନ ସାଥି ହୋଇ ତାଙ୍କ ସହିତ ରହିବା ପାଇଁ ମଧ୍ୟ ଶପଥ କରିଛନ୍ତି ସେ | ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ସୋନାଲି ଙ୍କର, ଆଉ ଯେଉଁଠି ସୋନାଲି ନଣନ୍ଦ ପୁଟୁଳି ରେ କଣ ସବୁ ଆଣିଛନ୍ତି ତାହା ଦେଖାଇଛନ୍ତି |
ଆଉ ଯେଉଁଠି ଦେଖିବାକୁ ମିଳିଛି ସାହୁ ବାବୁ ଅର ଅଫ ରାଜୁ ଜଣେ ବେଶ ଭଲ କମେଡିଆନ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି ଆଉ ଯାହା କୁହାଯାଉଛି କି ରାଜୁ କମେଡିଆନ ହୋଇଥିବା ବେଳେ ସୋନାଲି ହେଉଛନ୍ତି ଜଣେ ଲେକଚର | ଆଉ ଦୁଇ ଜଣ ଙ୍କ ମଧ୍ୟରେ ବନ୍ଧନ ବେଶ ଭଲ ଭାବରେ ଗଢି ଉଠିଛି ଆଉ ଜନ୍ମ ଜନ୍ମାନ୍ତର କୁ ସାଥି ହୋଇକି ରହିବା ପାଇଁ ମଧ୍ୟ ଶପଥ କରିଛନ୍ତି ସେମାନେ | ତେବେ ବର୍ତ୍ତମାନ ଆମ ମିଡ଼ିଆ ଭାଇ ମାନେ ରାଜୁ ଙ୍କ ସ୍ତ୍ରୀ ଅର୍ଥାତ ସୋନାଲି ଙ୍କ ପାଖରେ ପହଞ୍ଚି ଯାଇଛନ୍ତି ଆଉ ସେ କଣ ସବୁ ଆଣିଛନ୍ତି ତାଙ୍କ ଶାଶୂ ଘରକୁ ତାହା କହିଛନ୍ତି |
ଏହା ସହିତ ରାଜୁ ଙ୍କୁ ବିବାହ କରିକି ଆସିବାରେ ତାଙ୍କର ଡିମାଣ୍ଡ କଣ ଥିଲା ବୋଲି ପ୍ରଶ୍ନ କରିବାରୁ ସୋନାଲି କହିଥିଲେ କି ଡିମାଣ୍ଡ କିଛି ବି କରି ନଥିଲେ ରାଜୁ | ତେବେ ଯେହେତୁ ଗୋଟିଏ ନିୟମ ଅଛି କି ବିବାହ ପରେ ବୋହୂ ଯେତେବେଳେ ଘରକୁ ଆସିଥାଏ ଓଡ଼ିଆ ଘରର ରୀତି ନିତି ଅନୁସାରେ ସାଙ୍ଗରେ ନଣନ୍ଦ ପୁଟୁଳି ଆଣିବା କଥା | ତେବେ ସୋନାଲି ମଧ୍ୟ ତାହା ସାଙ୍ଗରେ ଆଣିଥିଲେ ବୋଲି କହିଛନ୍ତି | ତେବେ ସେ ନଣନ୍ଦ ପୁଟୁଳି ରେ ସୁନା ଜିନିଷ ମଧ୍ୟ ଗୋଟେ ଦେବାର ନିୟମ ରହିଛି ଆଉ ସୋନାଲି ଘରେ ମଧ୍ୟ ଦିଆଯାଇଛି |
ତେବେ ବିଭିନ୍ନ ପ୍ରକାରର କୋସମେଟିକ୍ସ ମଧ୍ୟ ସେହି ନଣନ୍ଦ ପୁଟୁଳି ରେ ଦେବା ସହିତ ପର୍ସ ଓ ତାହା ସାଙ୍ଗକୁ ଗୋଟିଏ ସୁନା ର ମୋଦି ମଧ୍ୟ ଦିଆଯାଇଛି ବୋଲି କହିଛନ୍ତି ସୋନାଲି | ଆଉ ଯାହା କୁହାଯାଉଛି କି ସୋନାଲି ମଧ୍ୟ ବେଶ ଖୁସି ଅଛନ୍ତି ରାଜୁ ଙ୍କ ଭଳି ସ୍ୱାମୀ ଙ୍କୁ ପାଇଁକି | ଆଉ ଯାହା ଯାହା ଓଡ଼ିଆ ଘରର ରୀତି ନିୟମ ଅଛି ତାହା ମଧ୍ୟ ପୁରଣ କରିଛନ୍ତି ସୋନାଲି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।