ଦେଖନ୍ତୁ Viral ଭିଡ଼ିଓ : ନୃଶଂସ ଭାବରେ ଛେଚି ଛେଚି ଶଶୁରଙ୍କୁ ହତ୍ୟା କଲା ନୂଆ ବୋହୂ, ମୋ ଭାଉଜ ପ୍ରତିଦିନ ରାତିରେ…

0

ବନ୍ଧୁଗଣ ଆଜିର ଦୁନିଆରେ ଅନେକ ଲୋକ ମାନଙ୍କ ପାଖରେ ଆଉ ପୂର୍ବ ଭଳି ମାନବିକତା କିମ୍ବା ଉଦାରତା ର ଚିହ୍ନ ପ୍ରାୟତଃ ଦେଖିବାକୁ ମିଳୁନାହିଁ। ଆଜିର ଦୁନିଆରେ ଏହାକୁ ନେଇ ଅନେକ ଏପରି ଘଟଣା ଦେଖିବାକୁ ମିଳୁଛି। ସେହିପରି ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ଆଉ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଏହିପରି କିଛି ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ ଆଜି ଆମେ ଜାଣିବା କିଛି ଏମିତି ଏକ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।

କାରଣ ଏହି ଘଟଣାଟି ଯେତିକି ନିନ୍ଦନୀୟ ସେତିକି ଘୃଣ୍ୟ ମଧ୍ୟ।ଆଉ ଏହି ଘଟଣାଟି ପ୍ରକାଶ କରୁଛି ଯେ ମଣିଷ ପାଖରେ କିପରି ଜୀବିତ ରହିଛି ମାନବିକତା, ମଣିଷ ପଣିଆ ଏବଂ ନୈତିକତା।ଆଜିର ଏହି ଇଣ୍ଟରନେଟ ଯୁଗରେ ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଭାଇରାଲ ଖବର ସଂସ୍ପର୍ଶରେ ଆସୁଥିବେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଛି ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ। ସେହିପରି ପୁଣି ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣାର ଆଉ ଏକ ଉଦାହରଣ। ଯାହା ପ୍ରମାଣ କରୁଚି ଆଜିର ଲୋକ ମାନଙ୍କର ଆଚରଣ ଗତ ପ୍ରଭେଦ ଏବଂ ଆଧୁନିକ ସମାଜର ଲୋକଙ୍କ ହାବଭାବା,ଆଉ ଅନ୍ୟ ପକ୍ଷରେ ଇଣ୍ଟର୍ନେଟ୍ ଯୁଗରେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହାର ନିନ୍ଦନୀୟ ଭୂମିକା।

ଆମ ସମାଜରେ ଏମିତି କିଛି ଲଜ୍ୟାକର ଘଟଣା ମାନ ସମୟକ୍ରମେ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ। ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟଣା ଘଟିବାର ଦେଖିବାକୁ ମିଳୁଛି।ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି। ସେହିପରି ଅାମେ କହିବାକୁ ଯାଉଥିବା ଘଟଣାରେ ଜଣେ ବୋହୁ କିପରି ତା ଶଶୁର ଙ୍କୁ ନୃଶଂସ ଭାବେ ହତ୍ୟା କରିଛି ତାହା ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ରିଯାଗିଢା ଗ୍ରାମରେ।

ତେବେ କୌଣସି ଭାରି ଜିନିଷରେ ଛେଚି ଛେଚି ବୋହୂ ଶଶୁରକୁ ହତ୍ୟା କରିବା ଘଟଣା ଏଠାରେ ସମସ୍ତଙ୍କୁ ସ୍ତବ୍ଧ କରିଛି।ତେବେ ସୂଚନା ଅନୁସାରେ ପାରିବାରିକ ଝଗଡ଼ା ଏବଂ ବାଦ ବିବାଦକୁ ନେଇ ଉତ୍ତେଜନା ପୂର୍ବକ ବୋହୁ ଜଣଙ୍କ ତାର ୬୫ ବର୍ଷର ବୃଦ୍ଧ ବାପାକୁ ସୋଇଥିବା ସମୟରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଶଶୁରଙ୍କ ଝିଅ।ସେ କହିଛନ୍ତି ଭାଉଜ ତାଙ୍କ ବାପାଙ୍କୁ ଛେଚି ମାରି ଦେଇଛନ୍ତି। ତେବେ ଏହି ଘଟଣା ଉକ୍ତ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।