ଦେଖନ୍ତୁ ଭିଡ଼ିଓ : ନୂଆ ବାହା ହୋଇଥିବା ଅରବିନ୍ଦ ଏବଂ ତାଙ୍କ ଶାଳୀ ଭିଡ଼ିଓ ହେଲା ଭାଇରାଲ

0

ବନ୍ଧୁଗଣ ଆପଣ ଦେଖିବାକୁ ପାଉଥିବେ କିପରି ଭାବରେ ଓଡିଆ ଟେଲି ଅଭିନେତ୍ରୀ ଯାଙ୍କଲିନ ପରିଡ଼ା ଅନେକ ସମୟ ରେ ସୋସିଆଲ ମିଡିଆରେ ସମୟ ଅତିବାହିତ କରୁଛନ୍ତି। ବିବାହ ପୂର୍ବରୁ ଏବଂ ବିବାହ ପରେ ସେ ତାଙ୍କର ସୁନ୍ଦର ମୁହୂର୍ତ୍ତ ସବୁକୁ ସୋସିଆଲ ମିଡିଆରେ ନିଜ ପ୍ରସଂଶକ ମାନଙ୍କ ପାଇଁ ସେୟାର କରିବାରେ ଲାଗିଛନ୍ତି। ଏମିତି ରେ ଅନେକ ସମୟରେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ବ୍ୟକ୍ତିଗତ ଜୀବନର ଅନେକ ମୁହୂର୍ତ୍ତକୁ ସେୟାର କରି ବେଶ୍ ଚର୍ଚ୍ଚାରେ ରହିଥାନ୍ତି ସେ।ତେବେ ବିବାହ ପୂର୍ବରୁ ଏବଂ ବିବାହ ପରେ ସେ ତାଙ୍କର ଅନେକ ଫଟୋ, ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳୁଛି।

ବିବାହ ପରେ ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ ଶଶୁର ଘରକୁ ଆସିବା ପରେ ମଧ୍ୟ ସେଠାରେ ସେ ବହୁତ ଖୁସିରେ ରହି ଥିବାର ଦେଖିବାକୁ ମିଳିଛି।ସେ ଏଠାରେ ଅନେକ ସମୟରେ ସ୍ବାମୀ ଅରବିନ୍ଦ ଙ୍କ ସହ ଭିଡିଓ ସୁଟ କରି ପୋଷ୍ଟ କରୁଛନ୍ତି।ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥାଏ। ଏହାକୁ ଦେଖି ପ୍ରସଂଶକ ମାନେ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଅଭିନେତ୍ରୀ ଜାଙ୍କଳିନ ତାଙ୍କ ସ୍ବାମୀଙ୍କ ସହିତ ଖୁସି ମଜାଜ୍ ର ଭିଡିଓ ସବୁ କରୁଛନ୍ତି। ତେବେ ତାଙ୍କର ଏହି ସବୁ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସକ ମାନଙ୍କ ଦ୍ଵାରା ବେଶ୍ ଗ୍ରହଣୀୟ ହୋଇଛି।

ନିକଟରେ ସେ ତାଙ୍କର ସାବିତ୍ରୀ ବ୍ରତ ପାଳନ ର ଏକ ଭିଡିଓ ସେୟାର କରିଥିଲେ।ଏହାକୁ ତ ଆପଣ ନିଶ୍ଚିତ ଦେଖିଥିବେ। ଏହି ଭିଡିଓ ରେ ଯାହା ଦେଖିବାକୁ ମିଳିଛି ସ୍ବାମୀଙ୍କୁ ବନ୍ଦାପନା କରି, ତାଙ୍କ ପାଦ ଧରି ମୁଣ୍ଡିଆ ମାରୁଛନ୍ତି ସେ। ଏହାପରେ ଅରବିନ୍ଦ ତାଙ୍କୁ ଉଠାଇ ଦେଉଛନ୍ତି ଏବଂ ଜାଙ୍କଳିନ ତାଙ୍କ ସ୍ବାମୀଙ୍କୁ ଖୁସିରେ କୁଣ୍ଢାଇ ଧରି ଚୁମ୍ବନ କରୁଛନ୍ତି। ଅରବିନ୍ଦ ମଧ୍ୟ ତାଙ୍କୁ ଗେଲ କରୁଛନ୍ତି।ସେହିପରି ତାଙ୍କର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବା ପାଇଁ ମିଳିଛି କି ଜାଙ୍କଲୀନ ଙ୍କ ଭଉଣୀ ସମାଲିନ ଉଭୟ ଜାଙ୍କଲୀନ ଓ ଅରବିନ୍ଦ ଙ୍କ ଭିଡିଓ କରୁଛନ୍ତି।

ଆଉ ଏହି ସମୟରେ ଜାଙ୍କଳିନଙ୍କ ସ୍ବାମୀ ଅରବିନ୍ଦ ସମାଲିନ ଙ୍କୁ ଏଥିରେ ହଇରାଣ କରୁ ଛନ୍ତି। ବେଡ୍ ରୁମ୍ ରେ ତିନି ଜଣ ଏମିତି ଭାବରେ ମଜା ମସ୍ତି କରୁଥିବାର ଦେଖିବକୁ ମିଳିଛି।ଏକ ବଡ଼ କ୍ୟାମେରା ରେ ସମାଲିନ ଭିଡିଓ ସୁଟ କରୁଥିବା ବେଳେ ଅରବିନ୍ଦ ତାଙ୍କୁ ହଇରାଣ କରୁଛନ୍ତି ଆଉ ଏମିତି କରି ତାଙ୍କ ସହିତ ମଜା କରୁଛନ୍ତି।ଏହା ସହିତ ଏଠାରେ ଦେଖିବାକୁ ମିଳିଛି ଯେ ସମାଲିନ କିପରି ଭାବରେ ସୁନ୍ଦର ନୃତ୍ୟ କରୁଛନ୍ତି।ଆଉ ଏହାକୁ ଦେଖି ଉଭୟ ଅରବିନ୍ଦ ଏବଂ ଭଉଣୀ ଜାଙ୍କଲୀନ ଖୁସି ହେଉଛନ୍ତି। ଆପଣ ବି ଏହାକୁ ଦେଖି ନିଶ୍ଚିତ ଆନନ୍ଦିତ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।