ଆଉ କେତୋଟି ଦିନ ପରେ ନୂଆ ବର୍ଷ 2022 ଆସିବାକୁ ଯାଉଛି , ତେବେ ରହିଥିବା 12 ଗୋଟି ରାଶି ମାନଙ୍କର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ କାରଣରୁ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭବା ରହିବା ସହ ଆଉ କେତେକ ରାଶି ମାନଙ୍କ ଉପରେ ଅଶୁଭ ପ୍ରଭାବ ମଧ୍ୟ ପଡିଥାଏ । ଆଜି ଆମେ ଜାଣିବା ଏହି ନୂଆ ବର୍ଷରେ 12 ଗୋଟି ରାଶି ମାନଙ୍କ ମଧ୍ୟରୁ କେଉଁ ରାଶି ମାନଙ୍କ ଉପରେ ଧନ ବର୍ଷା ହେବାକୁ ଯାଉଛି ଏବଂ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ହେବ ।
1. ମେଷରାଶି :-
ମେଷରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷ ବହୁତ ହିଁ ଭଲ ସମୟ ନେଇକରି ଆସିବ , ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ । ନିଜ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକତା ରହିଛି ।
2. ବୃଷରାଶି :-
ନବବର୍ଷ ଏହି ବ୍ୟକ୍ତିଙ୍କ ପାଇଁ ଅନେକ ସଫଳତା ଅନେକ ନୂଆ ନୂଆ ଅନୁଭୂତି ନେଇକରି ଆସିବ । ଆପଣଙ୍କ ପାଇଁ ବୈବାହିକ ଜୀବନ ଏବଂ ବ୍ୟବସାୟରେ ଅନେକ ସଫଳତା ଆଣିକରି ଆସୁଅଛି ।
3. ମିଥୁନରାଶି :-
ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ନବବର୍ଷ ବିଶେଷ ଫଳପ୍ରଦ ହେଉ ନାହିଁ , ଏମାନଙ୍କ ଜୀବନରେ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ବୁଦ୍ଦି ବିଚାରୀ କାର୍ଯ୍ୟ କରିବେ ତ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
4. କର୍କଟ ରାଶି :-
କର୍କଟ ରାଶିର ବ୍ୟକ୍ତିମାନେ ଯେମିତି ଚାହିଁବେ ସେପରୁ ଭାବରେ ବର୍ଷଟି କଟାଇ ପାରିବେ । ନବବର୍ଷ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଦେଖାଦେବ , ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ ହେବ ।
5. ସିଂହରାଶି :-
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ମାନ ସମ୍ମାନ ପଦ ପ୍ରତିଷ୍ଠାର ଉନ୍ନତି ନେଇକରି ଆସୁଅଛି । କ୍ୟାରିଅର କ୍ଷେତ୍ରରେ ବେଶ୍ ଉନ୍ନତି କରିବେ , ଅବିବାହିତ ମାନଙ୍କ ପାଇଁ ବିବାହର ଯୋଗ ବନୁଅଛି ।
6. କନ୍ୟାରାଶି :-
ଏହି ରାଶର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷଟି ବେଶ୍ ଫଳଦାୟକ ରହିବ , କାର୍ଯ୍ୟ କ୍ଷେତ୍ରରେ ବେଶ୍ ଉନ୍ନତି ହେବା ସହିତ ମାନ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ହିଁ ଶୁଭଫଳ ପାଇବେ ।
7. ତୁଳାରାଶି :-
ଆପଣ ମାନଙ୍କ ପାଇଁ ଏହି ବର୍ଷଟି ସୁଖ ସମୃଦ୍ଧି ନେଇକରି ଆସୁଅଛି , ନୂଆ ଯାନବାହାନ କିଣିବାର ଯୋଗ ବନୁଅଛି । ତା ସହିତ ଏହି ସମ୍ପୂର୍ଣ୍ଣ ବର୍ଷଟି ଆପଣ ରୋମାଣ୍ଟିକ ସ୍ୱାଭାବର ରହିବେ ।
8 ବିଛାରାଶି :-
ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ସୁଖ ସମୃଦ୍ଧି ନେଇକରି ଆସୁଅଛି , ଯାନ ବାହାନ କିଣିବାର ଯୋଗ ବନୁଅଛି , ଚାକର ବାକର ସୁଖ ପ୍ରାପ୍ତ କରିବେ । କୌଣସି କ୍ଷେତ୍ରରେ ଧନ ନିବେଶ ପାଇଁ ମନ ବଳାଇବେ ।
9. ଧନୁରାଶି :-
ଏହି ନୂଆ ବର୍ଷଟି ଆପଣଙ୍କ ପାଇଁ ଶୁଭଫଳ ନେଇକରି ଆସୁଅଛି , ବୈବାହିକ ଜୀବନ ବହୁତ ଭଲରେ ହିଁ କଟିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ବର୍ଷଟି ବହୁତ ଭଲ ପରିଣାମ ଦେଇ କରି ଯିବ ।
10. ମକରରାଶି :-
ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ବିଶେଷ ଫଳ ପ୍ରଦ ହେଉନାହିଁ , ଏହି ବର୍ଷରେ ଖର୍ଚ୍ଚ ବଢିପାରେ । ଆର୍ଥିକ ସମସ୍ୟା ଦେଖା ନଦେଲେ ମଧ୍ୟ ଯାହା କିଛି ଆୟ କରିବେ ତାହା ବ୍ୟୟ ହୋଇଯିବ ।
11. କୁମ୍ଭରାଶି :-
କୁମ୍ଭରାଶିର ବ୍ୟକ୍ତିଙ୍କ ପାଇଁ ଆସୁଥିବା ନୂଆବର୍ଷଟି ବହୁତ ଭଲରେ କଟିବ , ପ୍ରତ୍ୟେକ ଗ୍ରହ ମାନଙ୍କର ସୋପଟ ଆପଣଙ୍କ ଉପରେ ରହିବ । ସ୍ୱାସ୍ଥ୍ୟ ବା ଚାକିରୀ ପ୍ରତ୍ୟେକ ଦୃଷ୍ଟିରୁ ଆପଣ ମାନଙ୍କ ପାଇଁ କେବଳ ଶୁଭ ପରିଣାମ ହିଁ ନେଇକରି ଆସୁଅଛି ।
12. ମୀନରାଶି :-
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷଟି ଅନେକ ସଫଳତା ନେଇକରି ଆସୁଅଛି । କାର୍ଯ୍ୟ କ୍ଷେତ୍ରରେ ବେଶ୍ ଉନ୍ନତି ହେବ , ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସାଥ୍ ଦେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।