ନୂଆ ନୂଆ ବାହା ହୋଇଥିବା ଓଡିଆ ସେଲିବ୍ରେଟି ମାନଙ୍କ ସ୍ୱାମୀ ମାନେ କ’ଣ କରନ୍ତି ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

0

ପ୍ରତ୍ୟେକ ଓଡିଆ ସେଲିବ୍ରେଟି ମାନଙ୍କ ସ୍ୱାମୀ ମାନେ କଣ କରନ୍ତି , ତାହା ଜାଣିବା ପାଇଁ ସମସ୍ତ ଫ୍ୟାନ ମାନେ ବହୁତ ଆଗ୍ରହୀ ହୋଇଥାନ୍ତି । ସେହି ସେଲିବ୍ରେଟି ମାନଙ୍କ ରିଏଲ ଲାଇଫ୍ ବିଷୟରେ ମଧ୍ୟ ଜାଣିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜାଣାଇବୁ କି ନୂଆ ନୂଆ ବିବାହ କରିଥିବା ଓଡିଆ ସେଲିବ୍ରେଟି ମାନଙ୍କ ସ୍ୱାମୀ ମାନେ କଣ କରନ୍ତି , ସେମାନେ ଚାକିରୀ କରିଛନ୍ତି , ନା ସେମାନେ କୌଣସି ବିଜନେସ କରୁଛନ୍ତି , ନା ସେମାନେ କୌଣସି ଆକଟିଙ୍ଗ କରୁଛନ୍ତି ।

1 ଜ୍ୟାଙ୍କଲିନ –

ମେ 21 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜାକଲିନ ଓ ସେ ଅରବେନ୍ଦୁ କୁ ବିବହା କରିଛନ୍ତି । ବର୍ତ୍ତମାନ ସମୟରେ ଅରବିନ୍ଦ ସୁଟିଙ୍ଗ ଛାଡି ଗୋଟିଏ ବିଜନେସ ଆରମ୍ଭ କରିଛନ୍ତି ।

2 ଦୀପ୍ତିରେଖା –

ଦୀପ୍ତିରେଖା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ , ଅଲିଉଡର ଜବରଦସ୍ତ ସିଙ୍ଗର ଦୀପ୍ତିରେଖା ଗତ କିଛି ଦିିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କ ସ୍ୱାମୀ ହେଉଛନ୍ତି ଭୁବନେଶ୍ୱର ଜଣେ ବହୁତ ବଡ ଶିଳ୍ପପତି ।

3 ଅର୍ଚ୍ଚିତା –

ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ଯୋଡି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ , ସୁଟିଙ୍କ ସେଟରୁ ପରସ୍ପରକୁ ଭଲ ପାଇବସିଥିଲେ ଅର୍ଚ୍ଚିତା ଏବଂ ସବ୍ୟସାଚୀ । ସବ୍ୟସାଚୀଙ୍କ ଆକ୍ଟିଙ୍ଗ ଆପଣ ମାନେ ସମସ୍ତେ ଦେଖିଥିବେ ।

4 ଶୁଭସ୍ମିତା ପଣ୍ଡା –

ଶୁଭସ୍ମିତାଙ୍କୁ ଆପଣ ମାନେ ମଧ୍ୟ ଅନେକ ସାରା ଫିଲ୍ମୀ ବା ସିରିଏଲ ରେ ଅଭିନୟ କରୁଥିବାର ଦେଖିଥିବେ , ଗତ କିଛି ଦିନ ପୂର୍ବରୁ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଶୁଭସ୍ମିତା । ସେ ମଧ୍ୟ ଭୁବନେଶ୍ୱରର ଜଣେ ଶିଳ୍ପପତୀଙ୍କୁ ବିବାହ କରିଛନ୍ତି ।

5 ପ୍ରିୟଙ୍କା –

ପ୍ରିୟଙ୍କା କୁ ମଧ୍ୟ ଠେରାସାରା ସିରିଏଲ ରେ ଅଭିନୟ କରୁଥିବାର ଦେଖିଥିବେ , ଗତ କିଛି ଦିନ ପୂର୍ବରୁ ସେ ମଧ୍ୟ ବିବହା ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରିୟଙ୍କା ଙ୍କ ସ୍ୱାମୀଙ୍କର ବହୁତ ବଡ ହୋଟେଲ ଅଛି , ଆଉ ସେ ହେଉଛନ୍ତି ଜଣେ ବହୁତ ବଡ ଶିଳ୍ପପତୀ ।

6 ଜାଗ୍ୟସିନୀ –

ଜାଗ୍ୟସିନୀ ଙ୍କୁ ଆପଣ ମାନେ କୁଆଁରୀ ବୋହୁ ସିରିଏଲରେ ଅଭିନୟ କରୁଥିବର ଦେଖିଥିବେ , ତାହେଲେ ସେ କୁଆଁରୀ ବୋହୂର ଶିମ୍ୱାଙ୍କୁ ବିବାହ କରିଛନ୍ତି । ଜାଗ୍ୟସିନୀଙ୍କ ସ୍ୱାମୀ ଶିମ୍ୱା ବର୍ତ୍ତମାନ ସମୟରେ ଟିଭି ସିରିଏଲ ରେ ଅଭିନୟ କରୁଛନ୍ତି ।

7 ମାହି –

ମାହି ଏବଂ ଚନ୍ଦନଙ୍କ ଯୋଡି ଆପଣ ମାନେ ସମସ୍ତେ ଜାଣିଥିବେ , ତାହେଲେ ଗତ କିଛି ଦିନ ପୂର୍ବେ ବିବହା ବନ୍ଧନରେ ବାନ୍ଧି ହୋଇଥିଲେ ମାହି ଓ ଚନ୍ଦନ । ବର୍ତ୍ତମାନ ସମୟରେ ଚନ୍ଦନ ଟିଭି ସିରିଏଲରେ ଅଭିନୟ କରୁଥିବାର ନଜର ଆସିଛନ୍ତି ।

8 ଭୈରବି ଖୁଡୀ –

ଭୈରବି ଖୁଡୀଙ୍କୁ ଆପଣ ମାନେ ଜୀବନ ସାଥୀ ସିରିଏଲ ରେ ଅଭିନୟ କରୁଥିବାର ଦେଖିଥିବେ , ଏହି ସିରିଏଲ ରେ ରାଜୁଙ୍କୁ ସୁଟିଙ୍ଗ ସେଟରୁ ଭଲ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ବର୍ତ୍ତମାନ ଜୀବନ ସାଥୀ ସିରିଏଲ ରେ ଅଭିନୟ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।