New Twist – ପୁଣି ସାମ୍ନାକୁ ଆସିଲା ନୂଆ କାର୍ନାମା ! ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା… ଦେଖନ୍ତୁ Video

ବନ୍ଧୁଗଣ ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ବତ୍ତମାନ ପାରିବାରିକ କଳହ ବିରାଟ ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ଏସବୁ ବ୍ୟତିତ ପାରିବାରିକ ବିବାଦ ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଥିଲା। ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ।

ବର୍ତ୍ତମାନ ସମୟରେ ଓଡ଼ିଶାରେ ଏକ ଚାଂଚଲ୍ୟକର ଘଟଣା ଦେଖିବା ପାଇଁ ମିଳିଛି। ଯେଉଁ ଥିରେ ବଡ଼ ଭାଇ ର ୫ ଜଣ ସଦସ୍ୟଙ୍କୁ ମାରିଲା ସାନ ଭାଇ, ଏହି ଘଟଣାର ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି। ବନ୍ଧୁଗଣ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ କଟକ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଶିବ ପ୍ରସାଦ ନାମକ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇଙ୍କ ପରିବାରର 5 ଜଣଙ୍କୁ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ପ୍ରସାଦ ଏବଂ ତାଙ୍କ ବଡ଼ ଭାଇ ମଧ୍ୟରେ ସବୁବେଳେ ବାଦ ବିବାଦ ଲାଗିରହିଥାଏ।

ସବୁବେଳେ ପରିବାରର କଳିଝଗଡ ଚାଲିଥାଏ। କିନ୍ତୁ ଦିନେ ସେ ଭାବିଲା ଯେ ସେ ସେହି ପରିବାରକୁ ହତ୍ୟା କରିବା ପାଇଁ ଏକ ଯୋଜନା ଆରମ୍ଭ କଲା ଏବଂ ହତ୍ୟା ପୂର୍ବରୁ ସେ କଟୁରି ଧାର ଦେଉଥିଲା। ତାଙ୍କ ପତ୍ନୀ ଜାଣିଥିଲେ ଏବଂ ସେ ମାରିବା ପୂର୍ବରୁ ସେହିଭଳି ଭାବରେ କଦଳୀ ଗଛ କାଟିବା ଅଭ୍ୟାସ କରୁଥିଲେ। ସେ ଘରେ ମୋବାଇଲ ଟର୍ଚ୍ଚ ଲାଇଟ୍ ଅନ୍ କରିଥିଲେ ଏବଂ ଏହା କରିବା ପରେ ତାଙ୍କ ମୋବାଇଲ୍ ଟର୍ଚ୍ଚ ଜଳି ପ୍ରଥମେ ସେ ତାଙ୍କ ବଡ଼ ଭାଇଙ୍କୁ ହତ୍ୟା କରିଥିଲେ।

ତା’ପରେ ତାଙ୍କ ଭାଇଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରି ଥିଲେ ଏବଂ ତାଙ୍କର ପୁତୁରା ଝିଆରୀ ଙ୍କୁ ତିନି ପିଲାଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରାଯାଇଥିଲା। ତା’ପରେ ଶବ ପାଖରେ ଏକ ଘଣ୍ଟା ବସି ଦେଖିଲେ ଯେ ସମସ୍ତେ ମରିଛନ୍ତି ଏବଂ ପରେ ଆସି ଏକ ଭିଡିଓ ପ୍ରସ୍ତୁତ କରି ପୋଲିସକୁ ସବୁକିଛି ଜଣାଇଲେ। ତେବେ ଆତ୍ମ ସମର୍ପଣ କରିବା ପରେ ପୋଲିସ ପାଖରେ ସବୁ କଥା ଜଣେଇ ଥିଲେ। ସେ ସବୁବେଳେ ବଡ଼ ଭାଇଙ୍କ ପରିବାରକୁ ମାରିବା ପାଇଁ ସୁଯୋଗ କରୁଥିଲେ। ତାଙ୍କ ପତ୍ନୀ ମଧ୍ୟ ଏକଥା ଜାଣିଥିଲା। ତାଙ୍କର କହିବା କଥା ଯେ ତାଙ୍କୁ ବହୁତ ଅତ୍ୟାଚାର କରୁଥିଲା ସହି ପାରି ଏଭଳି କାଣ୍ଡ ଘଟାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment