ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ କି ଆଗକୁ ଆମର ନୂଆବର୍ଷ ଆସୁଛି, ସମସ୍ତେ କୁହନ୍ତି କି ଯଦି ଆପଣଙ୍କର ନୂଆ ବର୍ଷର ପ୍ରଥମ ଦିନ ଆନନ୍ଦରେ କଟିଯାଏ ତେବେ ଅପଣଂକର ସାରା ବର୍ଷଟି ମଧ୍ୟ୍ୟ ଆନନ୍ଦମୟ ହୋଇଯାଏ |ଯଦି ବର୍ଷର ପ୍ରଥମ ଦିନ ଖରାପରେ କାଟିଥାଏ ତେବେ ବର୍ଷଟି ଅପଣଂକର ଖରାପ ହୋଇଥାଏ |ଏହି କଥାକୁ ଆପଣ ନଜରେ ରଖି ବର୍ଷର ପ୍ରଥମ ଦିନଟି ଭଲରେ କାଟିବାପାଇଁ ଚେଷ୍ଟା କରିବେ,ମୁଁ ଆଜି ଆପଣକୁ ଏମିତି କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ କହିବି ଯାହାଦ୍ଵାରା ଆପଣଙ୍କର ବର୍ଷଟି ଧନ ଓ ସୁଖ ଶାନ୍ତିରେ କଟିଯିବ |ତେବେ ଆସନ୍ତୁ ଜାଣିବା ବର୍ଷର ପ୍ରଥମ ଦିନରେ କେଉଁ ଜିନିଷ ଆଣିବା ଏବଂ କେଉଁ କାର୍ଯ୍ୟ କରିବାଦ୍ଵାରା ଘରେ ସୁଖଶାନ୍ତି ଭରିଯାଏ ସେ ବିଷୟରେ ଜାଣିବା |
– ଆପଣ ଯଦି ନୂଆବର୍ଷ ଦିନ ସକାଳୁ ଉଠି ଘର ଭଲରେ ସଫା କରିଦିଅନ୍ତୁ ତାହା ସହିତ ଆପଣ ଘରେ କୌଣସି ଚିର ଫଟା ଜିନିଷ ରଖନ୍ତୁ ନାହିଁ |କାରଣ ଏହା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ |ଘରକୁ ଭଲରେ ଲିପା ପୁଛା କରି ସକାଳୁ ଠାକୁରଙ୍କ ପୂଜା କରି ଘରେ ଧୂପ, ଦୀପ ଜଳାନ୍ତୁ ଦେଖିବେ ଆପଣଙ୍କ ଘର ସକାରାତ୍ମକ ଉର୍ଜା ପ୍ରବେଶ କରିବା ସହିତ ଆପଣଙ୍କର ବର୍ଷଟି ସୁଖରେ କଟିବ |-ଆପଣଙ୍କ ଘରେ ସର୍ବଦା ଅତର ମାରିବା ସହିତ ନିଜ ଶରୀରରେ ଅତର ଲଗାଇଲେ ଆପଣ ମନ ସର୍ବଦା ଖୁସୀ ରହିଥାଏ |ଏହି ନୂଆବର୍ଷ ଦିନ ଆପଣ ଘର ପାଖରେ କିଛି ଗଛ ଲଗାନ୍ତୁ ତାହା ଦ୍ଵାରା ଆପଣଙ୍କ ଘରର ବାତାବରଣ ଭଲ ରଖିଥାଏ |
-ଆପଣ ଯଦି ନୂଆବର୍ଷ ଦିନ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣନ୍ତି ତେବେ ଆପଣଙ୍କ ବର୍ଷଟି ଖୁସିରେ କଟିବା |ଏହା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବା ସହିତ ଅଭାବ ଅନାଟନ ମଧ୍ୟ୍ୟ ଦୂର ହୋଇଯିବ, ଭଗବାନ ଗଣେଶଙ୍କ କୃପାରୁ ଏହି ନୂଆବର୍ଷରେ ଆପଣଙ୍କର ଜୀବନରୁ ସବୁ ଦୁଃଖ କଷ୍ଟ ସମାପ୍ତ ହେବା ସହିତ ଆପଣଙ୍କ ଜୀବନରେ ଖୁସୀ ଭରିହୋଇଜିବ |
-ନୂଆବର୍ଷଟି ଯଦି ଆପଣ ନଡ଼ିଆ ଭାଙ୍ଗି ଆରମ୍ଭ କରନ୍ତି ତେବେ ଏହା ଆପଣଙ୍କ ବର୍ଷଟିକୁ ବହୁତ ଶୁଭ କରିଥାଏ |ଏହାଦ୍ୱାରା ଆପଣଙ୍କ ଘରୁ ନକାରାତ୍ମକ ଉର୍ଜାର ସମାପ୍ତି କରିବା ସହିତ ଆପଣକୁ ସଫଳତା ପ୍ରାପ୍ତିରେ ସାହାଯ୍ୟ କରିଥାଏ |ଏହି ଦିନ ଘରକୁ ମୟୂର ପାଖୁଡା ଆଣିବା ଶୁଭ ହୋଇଥାଏ, ଏହି ମୟୂର ପାଖୁଡା କିଣିବା ସମୟରେ ଆପଣ କୃଷ୍ଣଙ୍କ ନାମ ନେଇ ଆଣନ୍ତୁ |ଏହା ଆପଣଙ୍କ ଜୀବନରେ ସବୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥାଏ ଏବଂ ଆପଣ ଖୁସିରେ ରହିଥାନ୍ତି |-ଆପଣ ନୂଆ ବର୍ଷ ଦିନ ମାନିପ୍ଲାଣ୍ଟ ଗଛ ଘରକୁ ଆଣିଲେ ଏହା ଶୁଭ ହୋଇଥାଏ, ଏହି ଗଛ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଫେରାଇ ଆଣିଥାଏ |ଏହି ଗଛ ଆପଣ ଘରେ ଲଗାଇଲେ ଆପଣଙ୍କର ବର୍ଷସାରା କୌଣସି ଧନ ଜନିତ ସମସ୍ୟା ଦେଖାଦେଇ ନଥାଏ ଏବଂ ଅପଣଂକର ବର୍ଷଟି ବହୁତ ଆନନ୍ଦରେ କାଟିଥାଏ |
-ନୂଆବର୍ଷ ଦିନ ଆପଣ ଲାଭିଙ୍ଗ ଭୁତ ଘରକୁ ଆଣିଲେ ତାହା ଶୁଭ ହୋଇଥାଏ, ଏହାସହିତ ଆପଣ ଏହିଦିନ ହନୁମାନଙ୍କ ମୂର୍ତ୍ତି ଘରକୁ ଆଣି ଘରର ମୁଖ୍ୟଦ୍ଵାରାରେ ରଖିଲେ ଆପଣଙ୍କର ବର୍ଷଟି ଅତି ଆନନ୍ଦରେ କାଟିଥାଏ ଏବଂ ଆପଣ ସୁଖ ଶାନ୍ତିରେ ଜୀବନ କାଟିଥାନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।