ନମ୍ବର ପ୍ଲେଟ ଯୋଗୁ ଗାଡି ଚଲାଇ ପାରୁନାହାନ୍ତି ଯୁବତୀ ! ଜାଣନ୍ତୁ କ’ଣ ରହିଛି ସେ ନମ୍ବର ପ୍ଲେଟରେ..ଦେଖନ୍ତୁ ହୋସ ଉଡେଇ ଦେଲା ଭଳି ଭିଡ଼ିଓ

0

ପ୍ରତିଦିନ ସୋସିଆଲ ମିଡ଼ିଆରେ କିଛିନା କିଛି ଖବର ଶୁଣିବା ପାଇଁ ମିଳିଥାଏ। ବେଳେ ଏଭଳି କିଛି ଖବର ଦେଖିବା ପାଇଁ ମିଳିଥାଏ। ଯାହାକି ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ତେବେ ବର୍ତ୍ତମାନ ସମୟରେ କିଛି ଏଭଳି ଖବର ଦେଖିବା ପାଇଁ ମିଳିଛି। ଆପଣ ମାନେ ଘଟଣାଟି ବିଷୟରେ ଜାଣିଲା ପରେ ହସ ଆସିବା ସହିତ ନିନ୍ଦା ମଧ୍ୟ କରିବେ। ଘଟଣାଟି ହେଉଛି ଜଣେ ଯୁବତୀ ନିଜ ସ୍କୁଟିର ନମ୍ବର ପ୍ଲେଟ ପାଇଁ ସ୍କୁଟି ଚଳାଇ ପାରୁନାହାନ୍ତି। ପୂରା ଘଟଣାଟି ବିଷୟରେ ଜାଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଗୋଟିଏ ଗାଡ଼ି କହିଲେ କେବଳ ତାର ନମ୍ବର ପ୍ଲେଟ କୁ ହିଁ ବୁଝାଇ ଥାଏ।

ଯେ କୌଣସି ଗାଡି ହୋଇଥାଉ ନା କାହିଁକି ତାର ନମ୍ବର ପ୍ଲେଟ ଉପରକୁ ପ୍ରଥମେ ଲକ୍ଷ୍ୟ କରିଥାଉ। ତେବେ ନମ୍ବର ପ୍ଲେଟ ଏଭଳି ଏକ ଜିନିଷ ଯାହାକି ସାଧରଣ ରେ ଏହାକୁ ତୁରନ୍ତ ତୁରନ୍ତ ଧ୍ୟାନ ଚାଲିଯାଇଥାଏ। ଯେ କୌଣସି ଗାଡିର ନମ୍ବର ପ୍ଲେଟ କିଛି ନମ୍ବର ଏବଂ ଇଂରାଜୀ ଅକ୍ଷର କୁ ନେଇ ହୋଇଥାଏ। ଯଦି ଦେଖିବା ସେହି ସବୁ ଇଂରାଜୀ ଅକ୍ଷର କିମ୍ବା କୌଣସି ନମ୍ବର ରେ କିଛି ବି ଅର୍ଥ ନଥାଏ। କିନ୍ତୁ ବର୍ତ୍ତମାନ ସମୟରେ ନମ୍ବର ପ୍ଲେଟ ପାଇଁ ଗୋଟିଏ ଝିଅକୁ ଗାଡ଼ି ଚଳିବାରେ ଅସୁବିଧା ହୋଇଥିବା ଦେଖିବା ପାଇଁ ମିଳିଛି।

ଏଭଳି ଏକ ନମ୍ବର ପ୍ଲେଟକୁ ନେଇ ଝିଅଟିକୁ ଗାଡ଼ି ଚଲାଇବାରେ କଷ୍ଟ ହୋଇଛି। ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ଗାଡି ନମ୍ବର ପ୍ଲେଟ ରେ ଏଭଳି କଣ ରହିଛି ଯେ ତାଙ୍କୁ ଗାଡି ଚଳାଇବା ରେ ଅସୁବିଧା ହେବା ସହିତ ଲଜ୍ୟାରେ ସମ୍ମୁଖୀନ ହେବାକୁ ପଢ଼ିଛି। ଏଭଳି କିଛି ଘଟଣା ଜନକପୁର ରେ ଦେଖିବା ପାଇଁ ମିଳିଛି। ସୂଚନା ମୁତାବକ ଏହି ଝିଅ ହେଉଛନ୍ତି ଜଣେ ଫ୍ୟାସନ ଡିଜାଇନର ଜଣେ ଛାତ୍ରୀ ତାଙ୍କର ନାମ ମାନସୀ। ତେବେ ଜନକ ପୁର ରୁ ନଇଡାକୁ ସେ ମେଟ୍ରରେ ଯିବା ଆସିବା କରୁଥିଲେ। ହେଲେ ଲମ୍ବା ସମୟ ପର୍ଯ୍ୟନ୍ତ ସବୁଦିନ ଦିନ ଯିବା ଆସିବା କରିବା ଦ୍ୱାରା ସେ କ୍ଲାନ୍ତ ହୋଇଯାଉଥିଲେ। ଏହାପରେ ସେ ତାଙ୍କ ବାପାଙ୍କୁ ଏକ ସ୍କୁଟି ଆଣିବା ପାଇଁ କହିଥିଲେ। ବାପା ପ୍ରାୟ ଦୀପାବଳୀ ଅବସର ରେ ଗୋଟିଏ ବର୍ଷ ପରେ ଏକ ସ୍କୁଟି ଉପହାର ଦେଇଥିଲେ। ଏହା ପରେ ମାନସୀ ଖୁସିହୋଇଯାଇଥିଲେ।

ତାଙ୍କର ଖୁସି ଲଜ୍ୟାରେ ପାଲଟିଗଲା। ତାଙ୍କ ଗାଡିରେ ଅଶ୍ୱିଳ ଭାଷା ଲେଖା ହୋଇଥିଲା କାହାକି ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ଲଜ୍ୟା ସହିବା ପାଇଁ ପଢ଼ିଥିଲା। ତେବେ ନମ୍ବର ଅନଲାଇନ ରେ ମିଳୁଛି ଆଉ ଆର୍ଟିଓ ତରଫରୁ ସେହି ନମ୍ବରକୁ ଅନଲାଇନ ରେ ବଦଳାଇ ହେବନାହିଁ ଯାହା କି ତାଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ତେବେ ଏହି ଖବରଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।