ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବେ ଗୋଟିଏ କଥା ଯୋଉଥିରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଆଗରେ ଉଦଘାଟନ କରିଛନ୍ତି ଏକ ଅଶୋକ ସ୍ତମ୍ଭ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ଏକ ବିଶାଳ ଅଶୋକ ସ୍ତମ୍ଭ ର ଉଦ୍ଘାଟନ କରିଥିଲେ | ଆଉ ସେହି ସ୍ତମ୍ଭ ର ଉଚ୍ଚତା ଏତେ ବଡ଼ ରହିଲା କି ଯାହା ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି | ତେବେ ଆସନ୍ତୁ ଜାଣିବା ସେହି ଅଶୋକ ସ୍ତମ୍ଭ ବିଷୟରେ ଯାହାକୁ ମୋଦି ଉଦ୍ଘାଟନ କରିଥିଲେ ସଂସଦ ରେ |
ତେବେ ବ୍ରୋଞ୍ଚ ରେ ନିର୍ମିତ ଏହି ଅଶୋକ ସ୍ତମ୍ଭ ର ଉନ୍ମେଚନ କରିବା ସହିତ, ସାଂସଦ ରେ କାମ କରୁଥୁବା ସମସ୍ତ କର୍ମଚାରୀ ଙ୍କ ସହିତ ଆଲୋଚନା କରିଛନ୍ତି ନରେନ୍ଦ୍ର ମୋଦି |ତେବେ ଆମେ ଜାଣିଛୁ କି ଭାରତର ସବୁଠାରୁ ବଡ଼ ସଂକେତ ଆମେ ଅଶୋକ ସ୍ତମ୍ଭ କୁ କହିଥାଉ | ଆଉ ସେହି ଅଶୋକ ସ୍ତମ୍ଭ କୁ ଆମେ ନ୍ୟାୟ ଓ ଶାନ୍ତିର ପ୍ରତୀକ ବୋଲି କହିବା ସହିତ ସେହି ଅଶୋକ ସ୍ତମ୍ଭ ର ବହୁତ ସଂମାନ ମଧ୍ୟ ଦେଇଥାଉ |
ତାହା ବ୍ୟତୀତ ଆମେ ସେହି ଅଶୋକ ସ୍ତମ୍ଭ ରେ ଜାତୀୟ ପତାକା କୁ ରଖି ଭାରତରେ ଥିବା ଜାତୀୟ ସଂମାନ କୁ ମଧ୍ୟ ବୃଦ୍ଧି କରିଥାଉ |ରାଷ୍ଟ୍ରୀୟ ସଂକେତ ଅଶୋକ ସ୍ତମ୍ଭ କୁ ଉନ୍ମେଚନ କରିବା ସମୟରେ ନରେନ୍ଦ୍ର ମୋଦି ଙ୍କ ସହିତ ଲୋକ ସଭାର ବାଚସ୍ପତି ଓମ ବିର୍ଲା, ଓ କେନ୍ଦ୍ର ମନ୍ତ୍ରୀ ହରଦିପ ସିଙ୍ଗ ମଧ୍ୟ ଏହି ଉଦ୍ଘାଟନି ସଭା ରେ ଯୋଗ ଦେଇଥିଲେ |ତେବେ ଏହି ବ୍ରଞ୍ଚ ରେ ନିର୍ମିତ ଅଶୋକ ସ୍ତମ୍ଭ ଟିର ଉଚ୍ଚତା ପ୍ରାୟ 5.6 ମିଟର ହୋଇଥିବା ବେଳେ ଏହି ଅଶୋକ ସ୍ତମ୍ଭ ଏ ଓଜନ ନଅ ହଜାର ପାଞ୍ଚତେବେ କିଲୋଗ୍ରାମ ହେବ | ତେବେ ଏତେ ବଡ଼ ରାଷ୍ଟ୍ରୀୟ ସଂକେତ ଅଶୋକ ସ୍ତମ୍ଭ କୁ ସଂସଦ ଭବନ ର ସେଣ୍ଟ୍ରାଲ ହଲ ଉପରେ ସ୍ଥାପନ କରା ଯାଇଛି |
ତେବେ ସୂଚନା ଅନୁସାରେ ଏହି ରାଷ୍ଟ୍ରୀୟ ସଂକେତ ଅଶୋକ ସ୍ତମ୍ଭ ଟି ସାଂସଦ ଭବନାର ଛାତ ଉପରେ ସ୍ଥାପନ କରାଯାଇଛି , ଆଉ ସେହି ଅଶୋକ ସ୍ତମ୍ଭ ଟି ମାଟି ମଡେଲିଂ, କମ୍ପୁଟର ଗ୍ରାଫିକ୍ସ ଓ କାଷ୍ଟିଙ୍ଗ ବ୍ୟତୀତ ପଲିଥିନ ପରି 8 ଟି ସାମଗ୍ରୀ କୁ ନେଇକି ପ୍ରସ୍ତୁତ କରାଯାଇଛି | ତେବେ ଭାରତର ଗର୍ବ ଆଉ ଗୌରବ ର ପ୍ରତୀକ ରାଷ୍ଟ୍ରୀୟ ସଂକେତ ଅଶୋକ ସ୍ତମ୍ଭ କୁ ଗର୍ବର ସହିତ ସଂସଦ ରେ ଛାତ ଉପରେ ସ୍ଥାପନ କରା ଯାଇଛି | ଗର୍ବର ସହିତ ଜାତୀୟ ପତାକାକୁ ଅଶୋକ ସ୍ତମ୍ଭ ରେ ସ୍ଥାପନ କରାଯାଇଛି | ଯାହା ଏବେ 21 ଫୁଟ ର ଅଶୋକ ସ୍ତମ୍ଭ ଟି ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।