ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି College ଛାତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ

ବର୍ତ୍ତମାନର ସୋସିଆଲ ମିଡିଆରେ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ର ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ବର୍ତ୍ତମାନର ପିଲା ମାନଙ୍କ ନିକଟରେ ଏଭଳି କିଛି କଳା ରହିଛି, ଯେ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ହେବା ପାଇଁ ମଧ୍ୟ ଚେଷ୍ଟା କରି ଥାଆନ୍ତି। ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଖୁସି ଅନୁଭବ କରିବେ। ତାହା ହେଉଛି ଜଣେ କଲେଜ ଛାତ୍ରୀ ଜବରଦସ୍ତ ଭାବରେ ନାଚୁ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ସୂଚନା ଅନୁସାରେ, ଆଜିକାଲି ପିଲା ମାନେ ସବୁବେଳେ ପାଇଁ ସୋସିଆଲ ମିଡିଆରେ ନଜର ଆସି ଥାଆନ୍ତି। ସେମାନେ ସୁନ୍ଦର ସୁନ୍ଦର ଭିଡ଼ିଓ ଓ ଫୋଟୋ ତିଆରି କରି ସୋସିଆଲ ମିଡିଆରେ ସେୟାର କରି ଥାଆନ୍ତି। ବର୍ତ୍ତମାନ ଜଣେ କଲେଜ ଛାତ୍ରୀ ଓଡ଼ିଆ ସମ୍ବଲପୁରୀ ଗୀତରେ ତାଙ୍କ କଲେଜରେ ଖୁବ ସୁନ୍ଦର ଭାବରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି।

ସେ ନାଚୁ ଥିବା ସମୟରେ ତାଙ୍କ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ତାଙ୍କ ନାଚ ଦେଖି ବହୁତ ଖୁସି ହୋଇ ଯାଇଛନ୍ତି। ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନେ ଖୁବ ପସନ୍ଦ କରିଛନ୍ତି। ସେହି ଛାତ୍ରୀ ଜଣଙ୍କର ନାଚିବାର ଶୈଳୀ ନିଆରା ପ୍ରକାରର ରହିଛି। ସେ ନାଚୁ ଥିବା ସମୟରେ ଭିନ୍ନ ଭିନ୍ନ ପୋଜ ଦେଇ ମଧ୍ୟ ନାଚୁ ଅଛନ୍ତି ଓ ତାଙ୍କ ପୋଜ ଗୁଡିକ ଖୁବ ନିଆରା ପ୍ରକାରର ରହିଛି। ଲୋକ ମାନେ ଛାତ୍ରୀ ଜଣଙ୍କର ପୋଜକୁ ଦେଖି ପୁରା ଝୁମି ଯାଉଛନ୍ତି।

ଯେକୌଣସି ବ୍ୟକ୍ତି ଦେଖୁଛନ୍ତି ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ସେ ଗୀତକୁ ଉପଭୋଗ କରିବା ସହିତ ଗୀତର ତାଳେ ତାଳେ ନାଚୁଅଛି। ଛାତ୍ରୀଟି ନାଚୁ ଥିବା ସମୟରେ ବହୁତ ସୁନ୍ଦର ଦିଶୁଛନ୍ତି। ସେ ଏଭଳି ଭାବରେ ନାଚି ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି। ସେହି ନାଚ ତାଙ୍କର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସେ ତାଙ୍କ ପରିବାରରେ ଗର୍ବ ଓ ଗୋୖରବ ଆଣିଦେବ। ସେ ଆଗକୁ ଆହୁରି ଭଲ ଭାବରେ ନାଚିବ ବୋଲି ଲୋକ ମାନେ ବିଶ୍ୱାସ ରଖିଛନ୍ତି। ଏହି ଭିଡ଼ିଓଟି ଆମ ରାଜ୍ୟର କେଉଁ କଲେଜର ତାହା ସ୍ପଷ୍ଟ ହୋଇ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment