ଦେଖନ୍ତୁ ଭିଡ଼ିଓ – ଓଃ କି ଜବରଦସ୍ତ ଡ୍ୟାନ୍ସ ! ତାରା ତାରିଣୀ ସିରିଏଲ ର ତନୁଜା ଙ୍କ ନୂଆ ରୂପ ଦେଖିଲେ ହୋଇଯିବେ ଦିୱାନା…

0

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ବର୍ତ୍ତମାନ ଆଉ ଜଣେ ଲୋକପ୍ରିୟ ସିରିଏଲ ଅଭିନେତ୍ରୀ ନିଜର ଫନୀ ଭିଡିଓ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଅଛନ୍ତି ।

ବର୍ତ୍ତମାନ ‘ତାରା ତାରିଣୀ’ ସିରିଏଲ ର ଅଭିନୟ କରୁଥିବା ର ତନୁଜା କୁ ଆପଣ ମାନେ ଭଲ ଭାବରେ ଜାଣି ଥିବେ ।ତନୁଜା ନିଜର ଚମତ୍କାର ଅଭିନୟ ଦ୍ୱାରା ଓଡ଼ିଆ ସିରିଏଲ ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ରିଏଲିଟି ଶୋ ରେ କାର୍ଯ୍ୟ କରି ସାରିଛନ୍ତି।କେବଳ ଧାରାବାହିକ ନୁହେଁ ବରଂ ସେ କେତେକ ରିଏଲିଟି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି ।ଆଉ ଏହି ଧାରାବାହିକ ରେ ସେ ଖୁବ୍ ଭଲ ଅଭିନୟ କରି ଥିବାରୁ ଓ ଲୋକ ମାନେ ତାଙ୍କର ଫ୍ୟାନ ହୋଇ ଯାଇଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛନ୍ତି ଓ ଆଗକୁ ବଢ଼ି ଚାଲିଛନ୍ତି ।ନିଜର ପରିଶ୍ରମ ବଳରେ ସାଇ ବର୍ତ୍ତମାନ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି। ତନୁଜା ଖୁବ୍ କମ୍ ଦିନରେ ଇଣ୍ଡଷ୍ଟ୍ରି ପାଦ ଦେଇ ବହୁତ୍ ସଫଳତା ହାସଲ କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାରା ତାରିଣୀ’ ସିରିଏଲ ର ଅଭିନୟ କରୁଥିବା ର ତନୁଜା କୁ ନେଇ ଚର୍ଚ୍ଚା ଚାଲିଛି । ତନୁଜା ବର୍ତ୍ତମାନ କିଛି ମିୟୁଜିକ ଭିଡିଓ କରିଥିବାର ନଜର ଆସିଛନ୍ତି ଆଉ ଏହି ମୀୟୁଜିକ୍ ଭିଡିଓ ରେ ସେ ଖୁବ୍ ଫନି ଲାଗୁଛନ୍ତି ।

ତେବେ ଏହି ତେବେ ଏହି ଭିଡିଓ ରେ ସେ ଖୁବ୍ ଖୁସି ନଜର ଆସିଛନ୍ତି ଆଉ ସେ ଏଥିରେ ସେ ଏକ ଗୀତ ରେ ଦ୍ୟଂଶ କରିଛନ୍ତି ଓ ବହୁତ୍ ଭଲ ଦ୍ୟାଂସ କରୁଥିବାର ନଜର ଆସିଛନ୍ତି।ତେବେ ତନୁଜା ଙ୍କ ଏହି ଭିଡିଓ କୁ ତାଙ୍କ ଫ୍ୟାନ ମାନେ ଖୁବ୍ ପସନ୍ଦ କରୁଛନ୍ତି ଆଉ ଖୁବ୍ ମାତ୍ରା ରେ ଲାଇକ କରିବା ସହିତ ସେୟାର ମଧ୍ୟ କରୁଛନ୍ତି । ବର୍ତ୍ତମାନ ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆ ରେ କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ଏହା ସହିତ ଲୋକ ମାନେ କମେଣ୍ଟ ମାଧ୍ୟମ ରେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।

ତେବେ ଆପଣ ଙ୍କୁ ତାଙ୍କର ଏହି ଭିଡିଓ ଫଟୋ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।