ଓଡ଼ିଆ ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତି ( Bijay Mohanty ) ଙ୍କ କିଛି ଏମିତି ଫୋଟୋ, ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବହୁତ ଅଭିନେତା ଆଉ ଅଭିନେତ୍ରୀ ଙ୍କ ବିଷୟରେ ଜାଣିଥିବେ ଯେଉଁ ମାନେ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି, ତାହା ସହିତ ସେମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ସେ ହେଉଛନ୍ତି ଅଭିନେତା ବିଜୟ ମହାନ୍ତି | ତେବେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଜଣେ ଆଗ ଧାଡ଼ିର ଅଭିନେତା ଭାବରେ ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରିଥିଲେ ବିଜୟ ମହାନ୍ତି | ତେବେ ସେହି ବିଜୟ ମହାନ୍ତି ଙ୍କ ବିଷୟରେ ଆଜି ଆମେ ମାନେ ଜାଣିବା ସେ କଣ କଣ ସବୁ କରିଛନ୍ତି ତାଙ୍କର ଜୀବନରେ ସେ ସମସ୍ତ କଥା ଉପରେ ଆସନ୍ତୁ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ଆଗକୁ ନେବା ପାଇଁ ଯେଉଁ କେତେଜଣ ଅଭିନେତା ତାଙ୍କର ଚେଷ୍ଟା ଜାରି ରଖିଥିଲେ ସେମାନଙ୍କ ଭିତରେ ବିଜୟ ମହାନ୍ତି ମଧ୍ୟ ଅଛନ୍ତି | ତେବେ ବିଜୟ ମହାନ୍ତି ଙ୍କୁ ଆପଣ ମାନେ ତୋ ବେଶ ଭଲ ଭାବରେ ଜାଣିଥିବେ, ଜଣେ ଆଗ ଧାଡ଼ିର ଅଭିନେତା ଭାବରେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ ଓଡ଼ିଆ ଫ୍ଲିମ ଜଗତରେ | ତାହା ସହିତ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ବହୁତ ଫ୍ଲିମ କରିଛନ୍ତି ବିଜୟ ମହାନ୍ତି ଓଡ଼ିଆ ଫ୍ଲିମ ଜଗତ ପାଇଁକି | ତାହା ସହିତ ପିଲାଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ନଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ ବିଜୟ ମହାନ୍ତି |

ତେବେ ଯାହା କୁହାଯାଉଛି କି ବିଜୟ ମହାନ୍ତି 8ଏପ୍ରିଲ 1950 ରେ ଜନ୍ମଗ୍ରହଣ କରିଥିଲେ ଆଉ 20 ଜୁଲାଇ 2020 ରେ ମୃତ୍ୟୁ ବରଣ କରିଥିଲେ | ତେବେ ବିଜୟ ମହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ |ତେବେ ସେ ନେଶନାଲ ସ୍କୁଲ ଅଫ ଡ୍ରାମା ରେ ତାଙ୍କର ପାଠ ପଢା ର ଆରମ୍ଭ କରିଥିଲେ |

ତାଙ୍କର ଅଭିନୟ ଜଗତକୁ ଆରମ୍ଭ କରିଥିଲେ 1977 ମସିହା ରେ, ଆଉ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ଅଭିନୟ କୁ ଜାରି ରଖିଥିଲେ ବୋଲି କୁହାଯାଉଛି |ପିଲାଦିନ ରୁ ତାଙ୍କର ଅଭିନୟ ପ୍ରତି ତାଙ୍କର ଇଚ୍ଛା ଓ ଆଗ୍ରହ ଥିଲା ବୋଲି ମଧ୍ୟ କୁହାଯାଉଛି |

ଅଭିନୟ ପ୍ରତି ତାଙ୍କର ଇଚ୍ଛା ତାଙ୍କୁ ଅଭିନୟ ଜଗତରେ ପାଦ ଦେବା ପାଇଁ ବାଧ୍ୟ କରିଥିଲା ବୋଲି କୁହାଯାଉଛି | ତାହା ସହିତ ଅନେକ ଓଡ଼ିଆ ଫ୍ଲିମ ସେ କରିଛନ୍ତି ଓ ଲୋକ ମାନଙ୍କର ପ୍ରସଂଶା ର ପାତ୍ର ମଧ୍ୟ ହୋଇଛନ୍ତି ସେମାନେ ନିଜର ଅଭିନୟ ଜରିଆରେ ବୋଲି କୁହାଯାଉଛି | ଆଉ ସେ ନେଶନାଲ ଫ୍ଲିମ ଆୱାର୍ଡ ମଧ୍ୟ ପାଇଥିଲେ ବୋଲି ମଧ୍ୟ କୁହାଯାଉଛି | ତେବେ ଏହା ଥିଲା ଏକ୍ଟର ବିଜୟ ମହାନ୍ତି ଙ୍କ ବିଷୟରେ ସମସ୍ତ କଥା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment