ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡ଼ିଓ କୁ ଆଣିକି ଆମ ମାନଙ୍କ ଆଗରେ ଦେଖାଇବାର କାମ ହେଉଛି ସୋସିଆଲ ମିଡ଼ିଆର | ଆଉ ଯାହା ଯୋଗୁ ଆମେ ଅନେକ କିଛି କଥା ଶୁଣିବାକୁ ଆଉ ଜାଣିବାକୁ ପାଇଥାଉ , ଆଉ ସେହି ଭିଡ଼ିଓ ଗୁଡିକ ଆମ ମନରେ ଖୁସି ମଧ୍ୟ ଆଣି ଦେଇଥାଏ ବୋଲି କୁହାଯାଉଛି |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ମହିଳା ଜଣଙ୍କର ମାଙ୍କଡ଼ ଙ୍କ ପ୍ରତି ଥିବା ଭଲ ପାଇବା, ଆଉ ଯେଉଁଠି ମହିଳା ଜଣଙ୍କ ମାଙ୍କଡ଼ ମାନଙ୍କୁ ଖାଇବାକୁ ଦେଉଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ତେବେ ଏବେ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ |ଆଉ ଏହି ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ମହିଳା ଜଣଙ୍କ ଶାଢ଼ୀ ପିନ୍ଧୁଛନ୍ତି ଆଉ ଚଳାଇବା ପାଇଁ ଲାଗୁଛନ୍ତି ବୁଲେଟ | ଆଉ ହେଲିମେଟ ମଧ୍ୟ ଲଗାଇଛନ୍ତି ମୁଣ୍ଡରେ | ତାହା ସହିତ ଦେଖା ଯାଉଛି କି ମହିଳା ଜଣଙ୍କ ସହିତ ଅଛନ୍ତି ଏକ ମାଙ୍କଡ଼ ଛୁଆଁ ଯିଏ କି ଛୁଆଁ ଯେଉଁଭଳି ତାଙ୍କର ମା ଙ୍କ ପାଖରେ ରହିଥାଏ କୋଳ ରେ ସେହିଭଳି ମାଙ୍କଡ଼ ଆଉ ମହିଳା ଜଣଙ୍କୁ ଦେଖିବାକୁ ମିଳିଛି |
ତାହା ସହିତ ଦେଖା ଯାଉଛି କି ଏକ ଟୋକେଇ ରେ ମହିଳା ଜଣଙ୍କ କିଛି ବାଦାମ ନେଉଛନ୍ତି ଆଉ ମାଙ୍କଡ଼ ଛୁଆଁ କୁ ସାଙ୍ଗରେ ଧରୁଛି ବୁଲେଟ ନେଇକି ବାହାରି ଯାଇଛନ୍ତି ପାଖ ଫାଙ୍କା ଜାଗାକୁ |ଯେଉଁଠାରେ କୁ ଚାଷ ହୋଇଛି ଆଉ ଗଛ ଜଙ୍ଗଲ ମଧ୍ୟ ରହିଛି ଆଉ ସେଠାରେ ମହିଳା ଜଣଙ୍କ ପହଂଚିବା ପରେ ମାଙ୍କଡ଼ ମାନଙ୍କୁ ଡାକିବାକୁ ଲାଗିଛଛନ୍ତି | ଆଉ ମହିଳା ଙ୍କର ଡାକ କୁ ଶୁଣିବା ପରେ 10-15 ଟି ମାଙ୍କଡ଼ ଦୌଡ଼ି ଆସୁଥିବାର ଦେଖିବାକୁ ମିଳିଛି | ଆଉ ତାହା ପରେ ମହିଳା ଜଣଙ୍କ ଗଛ ର ମୂଳ ରେ ବସିଛନ୍ତି ଆଉ ମାଙ୍କଡ଼ ମାନଙ୍କ ନିକଟକୁ ଫୋପାଡ଼ିଵା ପାଇଁ ପାଗିଛନ୍ତି ବାଦାମ |
ଆଉ ମାଙ୍କଡ଼ ମାନେ ମଧ୍ୟ ମହିଳା ଙ୍କ ପାଖରୁ ବାଦାମ ଖାଇ ବେଶ ଖୁସି ହେଉଛନ୍ତି ଆଉ ବାଦାମ କୁ ବସିକି ଖାଇବା ପାଇଁ ଲାଗୁଛନ୍ତି | ବାଦାମ ସରିଗଲେ ମହିଳା ଙ୍କ ପାଖକୁ ପୁଣି ଚାଲି ଆସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିଵା ଏହି ଭିଡ଼ିଓ ଟିରେ | ତେବେ ମହିଳା ଆଉ ମାଙ୍କଡ଼ ଙ୍କ ଭିତରେ ଥିବା ଭଲ ପାଇବା ଦେଖିବାକୁ ମିଳିଥିଲା ଏହି ଭାଇରାଲ ଭିଡିଓ ରେ, ଆଉ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି ବୋଲି କୁହାଯାଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।