ଓଡ଼ିଆ କମେଡିଆନ Suman Maharana କିପରି ତାଙ୍କ ସ୍ତ୍ରୀ ଏବଂ ଛୁଆ ସହିତ ଘରେ ଖୁସି ମଜା କରିଥାନ୍ତି ତାର ଏକ ଝଲକ…ଦେଖନ୍ତୁ ଭିଡ଼ିଓ

0

ହାସ୍ୟ ଅଭିନେତା ସୁମନ ମହାରଣା ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ କଳାକାର। ଅନେକ ସିନେମାରେ ତାଙ୍କର ଦମଦାର ଅଭିନୟ ସମସ୍ତଙ୍କୁ ଖୁସି କରାଇଛି। ଦୀର୍ଘ ଦିନ ଧରି ଓଡ଼ିଆ ଫିଲ୍ମ୍ ଜଗତରେ ସେ ତାଙ୍କର ଏକ ବିଶେଷ ସ୍ଥାନ ସୃଷ୍ଟି କରି ପାରିଛନ୍ତି।ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ହଟକେ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ସେମାନେ ଯେଉଁ ଇଣ୍ଡଷ୍ଟ୍ରି ର କଳାକାର ହେଇ ଥାଆନ୍ତୁ ନା କାହିଁକି ଲୋକେ ସେମାନଂକ ବିଷୟରେ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ରହିଥାଏ।

ଏହାଛଡ଼ା ଅନେକ ସେମାନଙ୍କ ଜୀବନଶୈଳୀ କୁ ମଧ୍ୟ ଅନୁସରଣ କରିଥାନ୍ତି। ତେବେ ଯଦି ଆମେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କଥା କହିବା ତେବେ ଓଡ଼ିଶାରେ ମଧ୍ୟ ସେହି ସମାନ ଆକର୍ଷଣ କଳାକାର ମାନଙ୍କ ପ୍ରତି ରହିଥିବାର ଦେଖିବାକୁ ମିଳିଥାଏ।ତେବେ ଆପଣ ଜାଣିଛନ୍ତି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେହିଭଳି ଓଡ଼ିଆ ସିନେମା ଏବଂ ସଙ୍ଗୀତ ଜଗତର କିଛି ସେହିଭଳି କଳାକାର ମାନଙ୍କ ଭିତରୁ କମେଡ଼ିଆନ ସୁମନ ମହାରଣା ଅନ୍ୟତମ। ଜଣେ ବରିଷ୍ଠ କଳାକାର ଭାବରେ ସେ ଦର୍ଶକଙ୍କୁ ଅନେକ ଭିନ୍ନ ସ୍ୱାଦର ଅଭିନୟର ଚକମା ଦେଇଛନ୍ତି।

ତେବେ ଅନେକ ଦର୍ଶକ ତାଙ୍କୁ ଅନୁସରଣ କରନ୍ତି ଏବଂ ତାଙ୍କୁ ଭଲପାଆନ୍ତି। ଆପଣଙ୍କର ବି ତାଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ଇଚ୍ଛା ନିଶ୍ଚିତ ରହିଥିବ। ଯଦିଓ ସୋସିଆଲ ମିଡିଆରେ ସେ ଖୁବ୍ କମ୍ ସକ୍ରିୟ ରହିଥାନ୍ତି ତେବେ ଅନେକ ସମୟରେ ତାଙ୍କର କିଛି କମେଡି ଛୁଙ୍କ ଦେଖିବାକୁ ମିଳିଥାଏ।ଏକ ଭିନ୍ନ ଧରଣର କମେଡି କରି ସେ ବେଶ୍ ପ୍ରଶଂସିତ ହୋଇ ପାରିଛନ୍ତି। ତେବେ ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ଯେଉଁ ଭିଡ଼ିଓରେ ସେ ତାଙ୍କର ପରିବାର ସହ ନଜର ଆସିଛନ୍ତି। କିଛି ସୁନ୍ଦର୍ ମୁହୂର୍ତ୍ତର ଦୃଶ୍ୟ ସେଠାରେ ଦେଖିବାକୁ ମିଳିଛି ଏହି ଭିଡିଓ ରେ।

ଏକ କୁନି ପିଲା ସହିତ ସୁମନ ଖେଳୁଛନ୍ତି ଏବଂ ବହୁତ୍ ମଜା କରୁଛନ୍ତି। ତେବେ ହସ ଖୁସିର ସହିତ ସେ କିପରି ଭାବରେ ଘରେ ତାଙ୍କର ଜୀବନ ଅତିବାହିତ କରିଥାନ୍ତି ତାହା ଏଠାରେ ଦେଖିବାକୁ ମିଳିଛି। ନିଜ ସ୍ତ୍ରୀ ଏବଂ ପରିବାର ସହିତ ସେ ଘରେ କିପରି ଭାବରେ ମଜା ମସ୍ତି କରୁଛନ୍ତି ତାହା ଥରେ ଏହି ଭିଡିଓ ରେ ଦେଖନ୍ତୁ। ଯାହା ଆପଣଙ୍କୁ ବହୁତ୍ ଖୁସି ଦେବ। ସ୍କ୍ରିନ୍ ଉପରେ ଯେମିତି ସେ ଅନ୍ୟକୁ ହସାଇ ଥାଆନ୍ତି, ସେହିପରି ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବହୁତ୍ ଖୁସି ମଜାଜ୍ ର ବ୍ୟକ୍ତିତ୍ଵ ଅଟନ୍ତି। ଯାହା ଏଠାରେ ଆପଣ ଦେଖିଲେ ଅନୁଭଵ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।