ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ପ୍ରଥମ ଥର ପାଇଁ ଶୁଣିବାକୁ ଯାଉଛନ୍ତି | ତେବେ ଅଲିଉଡ଼ ଇଣ୍ଡୋଷ୍ଟି ରେ ନିଜର ଅଭିନୟ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ସେହି ଚୁଳବୁଲି ସୁନ୍ଦରୀ ନାୟିକା ରିୟା ଦେ ଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ |ତେବେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଘର କରିବା ପାଇଁ ଲାଗିଛନ୍ତି ରିୟା ଦେ | ଆଉ ବର୍ତ୍ତମାନ ତାଙ୍କ ବିଷୟରେ ବର୍ତ୍ତମାନ ଏକ ଖବର ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ରିୟା ଙ୍କର ରିଙ୍ଗ ସେରିମନି ର ଭିଡିଓ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆଉ ଯାହା ଦେଖିବାକୁ ମିଳିଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କର ମନରେ ଘର କରିଥିବା ସେହି ଅଭିମାନିନୀ ନାୟିକା ରିୟା ଦେ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି ରିୟା ଙ୍କର ରିଙ୍ଗ ସେରିମନି ର କେତେକ ଭିଡିଓ | ଆଉ ଯେଉଁଥିରେ ଦେଖା ଯାଇଥିଲା କି ରିଙ୍ଗ ସେରିମନି ର ଏକ ଫାଂକ୍ସନ ର ବ୍ୟବସ୍ଥା କରାଯାଇଥିଲା | ଆଉ ଯେଉଁଥିରେ ଦେଖିବାକୁ ମିଳିଥିଲା କି ରିୟା ଙ୍କର ରିଙ୍ଗ ସେରିମନି ହେଉଛି, ଆଉ ଖୁବ ଶୀଘ୍ର ସେମାନଙ୍କର ବିବାହ ମଧ୍ୟ ହେବାକୁ ଯାଉଛି |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ରିୟା ଦେ ଙ୍କର ଘର ହେଉଛି ବାଲେଶ୍ୱର ଜିଲ୍ଲା ରେ |ଆଉ ସେହି ଚୁଲବୁଲି ନାୟିକା ରିୟା ଦେ ବିବାଦ କରୁଛନ୍ତି ତାଙ୍କର ଜଣେ ବିଜନେସମେନ ସୁନୀଲ ଙ୍କୁ | ଆଉ ରିୟା ଆଉ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଜଣା ପଡିଛି | ଆଉ ବର୍ତ୍ତମାନ ସେମାନଙ୍କର ରିଙ୍ଗ ସେରିମନି ର ଭିଡିଓ ଭାଇରାଲ ହେଉଛି ଆଉ ଖୁବ ଶୀଘ୍ର ସେମାନଙ୍କର ବିବାହ ହେବ ବୋଲି ଜଣାପଡିଛି |
ତେବେ ଅନେକ ପ୍ରକାରର ଫ୍ଲିମ ରେ କାମ କରି ରିୟା ନିଜର ଗୋଟିଏ ସ୍ୱତନ୍ତ୍ର ଘର ବନେଇ ପାରିଛନ୍ତି ସମସ୍ତ ଙ୍କର ମନରେ | ପ୍ରଥେମେ ସେ ପ୍ରେମ ଅଢେଇ ଅକ୍ଷର ଫ୍ଲିମ କରି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ପାଦ ଦେଇଥିଲେ | ଆଉ ତାହା ପରେ ପରେ ଅନେକ ନୂଆ ନୂଆ ଭିଡିଓ କରି ସେ ସମସ୍ତଙ୍କର ମନକୁ ଛୁଇଁ ପାରିଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।