ଓଡ଼ିଆ ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀ ଶାଶୂଘରେ କିପରି ରହୁଛନ୍ତି..ଆସନ୍ତୁ ଜାଣିବା

0

ସାଧାରଣତଃ ଯେଉଁ ମାନେ ସେଲିବ୍ରେଟି, ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ଫିଲ୍ମ ହେଉ କିମ୍ବା ସଂଗୀତ କାମ କରୁଥିବା କଳାକାରଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ, ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ପ୍ରତ୍ୟେକ ଦିନର ରହଣି ଅନ୍ୟ ସାଧାରଣ ଲୋକଙ୍କ ଠାରୁ ଅଲଗା ହୋଇଥାଏ। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ବନ୍ଧୁଗଣ ଆଜି ଆମେ ଏମିତି ଏକ ଓଡ଼ିଆ ସିଙ୍ଗର ବିଷୟରେ କହିବା ପାଇଁ ଯାଉଛୁ, ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କ ର ଅତି ପ୍ରିୟର କଣ୍ଠ ଶିଳ୍ପୀ ଦୀପ୍ତି ରେଖା, ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, କଣ୍ଠ ଶିଳ୍ପୀ ଦୀପ୍ତି ରେଖା ଙ୍କ ବିବାହ ସରିଯାଇଛି, କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବିବାହ ପରେ ଦୀପ୍ତି ରେଖା ଶାଶୂଘରେ କଣ କରୁଛନ୍ତି ? ତାଙ୍କ ଫ୍ୟାନ ମାନଙ୍କ ମଧ୍ୟରେ କୌତୁହଳ ଭରି ରହିଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ୍ଠ ଶିଳ୍ପୀ ଦୀପ୍ତି ରେଖା ବର୍ତ୍ତମାନ କଣ କରୁଛନ୍ତି ନିଜ ଶାଶୂଘରେ;

ବର୍ତ୍ତମାନ ସମୟରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଏତେ ମାତ୍ରାରେ ଆଗକୁ ଆଗେଇ ଚାଲିଛି, ପ୍ରତ୍ୟେକ ଓଡ଼ିଆ ଫିଲ୍ମ ହିଟ ହୋଇ ଚାଲିଛି। ତେବେ ଏହିସବୁ ଫିଲ୍ମ ହିଟ ହେବାରେ କେବଳ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ କହିବା ଭୂଲ ହେବ ଏହାର ମୂଳ କାରଣ ହେଉଛି ଆମ ଓଡ଼ିଆ ଗୀତ। ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆଗକୁ ନେବାର ଓଡ଼ିଆ ଗୀତର ଭୂମିକା ରହିଛି। ବର୍ତ୍ତମାନ ବର୍ତ୍ତମାନ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ ଗୁଡିଏ ସିଙ୍ଗର ବାହାରିଲେଣି,

Diptirekha Padhi Spl Odia Bhajan Songsସେମାନଙ୍କ ମଧ୍ୟରୁ ଦୀପ୍ତିରେଖା ପାଢ଼ୀ ଏମିତି ଏକ ସିଙ୍ଗର, ନିଜ ସଙ୍ଗୀତ ମାଧ୍ୟମରେ ସବୁ ଲୋକଙ୍କ ମନ କିଣି ନେଇଛନ୍ତି। ତାଙ୍କର ପ୍ରତ୍ୟେକ ଗୀତ ହିଟ ହୋଇଥାଏ, ତେବେ ଦୀପ୍ତିରେଖା ପାଢ଼ୀ ବିବାହ କରିଛନ୍ତି ଏକ ବିଜନେସ ମ୍ୟାନ କୁ , ବର୍ତ୍ତମାନ ପ୍ରଶ୍ନ ଉଠୁଛି ସେ ଶାଶୂଘର କଣ କରୁଛନ୍ତି ଆଉ ସେ ଆଉ ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଫେରିବେ ନା ଫେରିବେନି ? ତେବେ ବନ୍ଧୁଗଣ ଆମ ପାଖରେ ଯାହା ଖବର ଅଛି ଦୀପ୍ତିରେଖା ବର୍ତ୍ତମାନ ତାଙ୍କ ଶାଶୂଘରେ ବହୁତ ଖୁସିରେ ଅଛନ୍ତି, ଏବଂ ସେ ଖୁବ ଶୀଘ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଫେରିବେ, ଏବଂ ପୁଣି ଥରେ ଆମ ସମସ୍ତଙ୍କୁ ମନରଞ୍ଜନ କରାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।