Jyotisha Shastra – ଓଡ଼ିଆ ନୂଆ ବର୍ଷ ଠାରୁ ବଦଳି ଯିବ ଏହି 5ଟି ରାଶିର ଭାଗ୍ୟ…..2022 ରୁ 2025 ଭିତରେ ଏମାନଙ୍କ ଜୀବନରେ ଏମିତି ଚମତ୍କାର ଘଟିବ ଯାହା କେହି ସ୍ୱପ୍ନରେ ବି ଭାବି ନଥିବେ…..

ଆପଣ ମାନେ ଜାଣିଛନ୍ତି ପଣା ସଂକ୍ରାନ୍ତି ଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହୁଏ ଆଉ ଦିନ ଠାରୁ ଅନେକ ଗ୍ରହ ନକ୍ଷତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ହେଇଥାଏ ।ଆଉ ସେହି ପରିବର୍ତ୍ତନ ର ପ୍ରଭାବ କେଉଁ କେଉଁ ରାଶି ଗୁଡିକ ଉପରେ ପଡିଥାଏ ତାହା ଏହି ବର୍ଷର ପଞ୍ଜିକା ରେ ଲେଖା ଯାଇଛି ।ଆଉ ଆଜି ଆମେ ଆମେ ଏମିତି 6 ଟି ରାଶି ବିଷୟରେ କହିବୁ ଯେଉଁମାନଙ୍କ ର ଜୀବନରେ ବହୁତ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି ଏହି ପଣା ସଂକ୍ରାନ୍ତି ଠାରୁ ।

ଆଉ ଏହି ରାଶି ମାନଙ୍କ ଜୀବନରେ ଏହି ପରିବର୍ତ୍ତନ ରାଜ ଜୋଟକ ଆଣିବା ସହ ଏହି ସମୟ ଦୀର୍ଘ ତିନି ବର୍ଷ ପର୍ଯ୍ୟନ୍ତ ଲାଗି ରହିବ ।ତେବେ ଏବେ ଜାଣି ରଖନ୍ତୁ କଣ କଣ ସେହି 6ଟି ରାଶି ରାଶି ବିଷୟରେ ।

1.ବୃଷ:-

-ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଦୀର୍ଘ ତିନି ବର୍ଷ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଉଜ୍ଜ୍ୱଳ ରହିବ ।

-ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବା ଶ ସମାଜରେ ଆପଣ ପ୍ରତିଷ୍ଠିତ ହେବେ ଓ ଅର୍ଥ ଉପାର୍ଜନ ର ନୂଆ ନୂଆ ମାର୍ଗ ଦେଖାଯିବ ।

-ଆପଣଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ସବୁବେଳେ ଲାଗି ରହିବ ଆଉ ଦାମ୍ପତ୍ୟ ଜୀଵନ ଖୁସିରେ ବିତିବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ।

2.କୁମ୍ଭ:-

– ରାଶିର ବ୍ୟକ୍ତି ମାନଙ୍କ ଜୀବନରେ 2022 ଠାରୁ 2025 ପର୍ଯ୍ୟନ୍ତ ସମୟ ଉନ୍ନତିର ନୂଆ ରାସ୍ତା ଦେଖେଇବ ।ଆଉ ଆପଣ ସବୁ ଦିଗରୁ ସଫଳତା ହାସଲ କରିବେ ।

-ଦାମ୍ପତ୍ୟ ଜୀଵନ ସୁଖମୟ ହେବ, ସ୍ୱାସ୍ଥ୍ୟ ଓ ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ ।

-ହନୁମାନ ଙ୍କ କୃପା ଆପଣଙ୍କ ଜିବନରେ ସବୁବେଳେ ଲାଗି ରହିବ ।

3.ତୁଳା:-

-ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଆଗାମୀ ତିନି ବର୍ଷ ଭିତରେ ଭାଗ୍ୟଦେବୀଙ୍କର ଅଶେଷ କୃପା ଲାଗି ରହିବ ଓ ସବୁ ଦିଗରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ ।

-ବ୍ୟବସାୟରେ ଉନ୍ନତି କରିବେ ସବୁ ଯସଗାରେ ସମ୍ମାନିତ ହେବେ ।

-ପାରିବାରିକ ଜୀଵନ ଖୁସିରେ ବିତିବ ଓ ଲୋକ ମାନଙ୍କର ପ୍ରିୟ ପାତ୍ର ହେବେ ।

4.କନ୍ୟା:-

-ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଏହି ତିନି ବର୍ଷ ଭିତରେ ଭାଗ୍ୟ ବଦଳି ଯିବ ଓ ସୁଖର ସମୟ ଫେରି ଆସିବ ।ବ୍ୟବସାୟ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ।

-ଅଚାନକ ଅର୍ଥ ପ୍ରାପ୍ତି ହେବ ଓ ହନୁମାନ ଙ୍କ କୃପା ଆପଣଙ୍କ ଉପରେ ରହିବ ।

5.ମିଥୁନ:-

-ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ତିନି ବର୍ଷ ଅତ୍ୟନ୍ତ ଶୁଭ ସମୟ ସାବ୍ୟସ୍ତ ହେବ ।ହନୁମାନ ଙ୍କ କୃପା ସବୁବେଳେ ଏମାନଙ୍କ ଉପରେ ରହିବ ।

-ପାରିବାରିକ ଜୀଵନ ଖୁସିରେ ଅତିବାହିତ ହେବ ଓ ଅର୍ଥ ବିଭିନ୍ନ ଦିଗରୁ ଆସିବ ।

6.ମକର:-

-ଏହି ରାଶିର ବ୍ୟକ୍ତି ମାନେ ଚାକିରୀ କ୍ଷେତ୍ରରେ ପଦୋନ୍ନତି କରିବେ ଓ ସଫଳତା ପାଇବେ ।

-ସ୍ୱାସ୍ଥ୍ୟ ଭଲ ରହିବ ପରିବାରରେ ସବୁବେଳେ ଖୁସି ଲାଗି ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment