ଆପଣ ମାନେ ଜାଣିଛନ୍ତି ପଣା ସଂକ୍ରାନ୍ତି ଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହୁଏ ଆଉ ଦିନ ଠାରୁ ଅନେକ ଗ୍ରହ ନକ୍ଷତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ହେଇଥାଏ ।ଆଉ ସେହି ପରିବର୍ତ୍ତନ ର ପ୍ରଭାବ କେଉଁ କେଉଁ ରାଶି ଗୁଡିକ ଉପରେ ପଡିଥାଏ ତାହା ଏହି ବର୍ଷର ପଞ୍ଜିକା ରେ ଲେଖା ଯାଇଛି ।ଆଉ ଆଜି ଆମେ ଆମେ ଏମିତି 6 ଟି ରାଶି ବିଷୟରେ କହିବୁ ଯେଉଁମାନଙ୍କ ର ଜୀବନରେ ବହୁତ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି ଏହି ପଣା ସଂକ୍ରାନ୍ତି ଠାରୁ ।
ଆଉ ଏହି ରାଶି ମାନଙ୍କ ଜୀବନରେ ଏହି ପରିବର୍ତ୍ତନ ରାଜ ଜୋଟକ ଆଣିବା ସହ ଏହି ସମୟ ଦୀର୍ଘ ତିନି ବର୍ଷ ପର୍ଯ୍ୟନ୍ତ ଲାଗି ରହିବ ।ତେବେ ଏବେ ଜାଣି ରଖନ୍ତୁ କଣ କଣ ସେହି 6ଟି ରାଶି ରାଶି ବିଷୟରେ ।
1.ବୃଷ:-
-ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଦୀର୍ଘ ତିନି ବର୍ଷ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଉଜ୍ଜ୍ୱଳ ରହିବ ।
-ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବା ଶ ସମାଜରେ ଆପଣ ପ୍ରତିଷ୍ଠିତ ହେବେ ଓ ଅର୍ଥ ଉପାର୍ଜନ ର ନୂଆ ନୂଆ ମାର୍ଗ ଦେଖାଯିବ ।
-ଆପଣଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ସବୁବେଳେ ଲାଗି ରହିବ ଆଉ ଦାମ୍ପତ୍ୟ ଜୀଵନ ଖୁସିରେ ବିତିବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ।
2.କୁମ୍ଭ:-
– ରାଶିର ବ୍ୟକ୍ତି ମାନଙ୍କ ଜୀବନରେ 2022 ଠାରୁ 2025 ପର୍ଯ୍ୟନ୍ତ ସମୟ ଉନ୍ନତିର ନୂଆ ରାସ୍ତା ଦେଖେଇବ ।ଆଉ ଆପଣ ସବୁ ଦିଗରୁ ସଫଳତା ହାସଲ କରିବେ ।
-ଦାମ୍ପତ୍ୟ ଜୀଵନ ସୁଖମୟ ହେବ, ସ୍ୱାସ୍ଥ୍ୟ ଓ ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ ।
-ହନୁମାନ ଙ୍କ କୃପା ଆପଣଙ୍କ ଜିବନରେ ସବୁବେଳେ ଲାଗି ରହିବ ।
3.ତୁଳା:-
-ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଆଗାମୀ ତିନି ବର୍ଷ ଭିତରେ ଭାଗ୍ୟଦେବୀଙ୍କର ଅଶେଷ କୃପା ଲାଗି ରହିବ ଓ ସବୁ ଦିଗରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ ।
-ବ୍ୟବସାୟରେ ଉନ୍ନତି କରିବେ ସବୁ ଯସଗାରେ ସମ୍ମାନିତ ହେବେ ।
-ପାରିବାରିକ ଜୀଵନ ଖୁସିରେ ବିତିବ ଓ ଲୋକ ମାନଙ୍କର ପ୍ରିୟ ପାତ୍ର ହେବେ ।
4.କନ୍ୟା:-
-ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଏହି ତିନି ବର୍ଷ ଭିତରେ ଭାଗ୍ୟ ବଦଳି ଯିବ ଓ ସୁଖର ସମୟ ଫେରି ଆସିବ ।ବ୍ୟବସାୟ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ।
-ଅଚାନକ ଅର୍ଥ ପ୍ରାପ୍ତି ହେବ ଓ ହନୁମାନ ଙ୍କ କୃପା ଆପଣଙ୍କ ଉପରେ ରହିବ ।
5.ମିଥୁନ:-
-ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ତିନି ବର୍ଷ ଅତ୍ୟନ୍ତ ଶୁଭ ସମୟ ସାବ୍ୟସ୍ତ ହେବ ।ହନୁମାନ ଙ୍କ କୃପା ସବୁବେଳେ ଏମାନଙ୍କ ଉପରେ ରହିବ ।
-ପାରିବାରିକ ଜୀଵନ ଖୁସିରେ ଅତିବାହିତ ହେବ ଓ ଅର୍ଥ ବିଭିନ୍ନ ଦିଗରୁ ଆସିବ ।
6.ମକର:-
-ଏହି ରାଶିର ବ୍ୟକ୍ତି ମାନେ ଚାକିରୀ କ୍ଷେତ୍ରରେ ପଦୋନ୍ନତି କରିବେ ଓ ସଫଳତା ପାଇବେ ।
-ସ୍ୱାସ୍ଥ୍ୟ ଭଲ ରହିବ ପରିବାରରେ ସବୁବେଳେ ଖୁସି ଲାଗି ରହିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।