ଦେଖନ୍ତୁ ଭିଡ଼ିଓ : ଓଡ଼ିଆ ସିରିଏଲ ଅଭିନେତ୍ରୀ Sriman Pattanaik (ରାନୀ) ଙ୍କୁ କଲେ ଖରାପ ମେସେଜ ଦେଖିଲେ ମୁଣ୍ଡ କାମ କରିବନି…

0

ସାଧାରଣତଃ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ଏହି ସେଲିବ୍ରେତିମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନକୁ ଓଡ଼ିଆ ସିରିଏଲ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଚାଇଲଡ଼ ଅଭିନେତ୍ରୀ ବିଷୟରେ କହିବା ପାଇଁ ଯାଉଛୁ। ତେବେ ଏହି ଚାଇଲଡ଼ ଅଭିନେତ୍ରୀର ଭିଡ଼ିଓ ଏତେ ମାତ୍ରରେ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି, ତାଙ୍କର ଯେଉଁ ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି, ୟୁ ଟୁବ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ଅନେକ ଲୋକ ଲାଇକ କମେଣ୍ଟ ମଧ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିଏ ଏହି ଚାଇଲଡ଼ ଆକ୍ଟରେସ ଯାହା ବିଷୟରେ ଏତେ ଚର୍ଚ୍ଚା ଚାଲିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ;

ଆମ ଓଡ଼ିଆ ସିରିଏଲ ଇଣ୍ଡଷ୍ଟ୍ରି ରେ ଚାଇଲଡ଼ ଆକଟ୍ରେସ ରାନୀ ଙ୍କୁ ତୋ ଆପଣ ମାନେ ଜାଣିଛନ୍ତି। ତେବେ ତାଙ୍କର ରୀୟଲ ନେମ ହେଉଛି, ଶ୍ରୀମାନ ପଟ୍ଟନାୟକ ଯିଏକି ଓଡ଼ିଶାର ଘରେ ଘରେ ପରିଚିତ, ନିଜର ଦମଦାର ଅଭିନୟ ଫଳରେ ସେ ସମସ୍ତଙ୍କ ମନ ମଧ୍ୟରେ ଜାଗା କିଣି ସାରିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ସେ ନିଜେ ଏକ ଭିଡ଼ିଓ କରି ଜଣେ ୫୦ ବର୍ଷର ବୁଡ଼ା ଲୋକଙ୍କ ବିଷୟରେ କହୁଥିବାର ଦେଖା ଯାଉଛି। ସେହି ବୁଡ଼ା ଲୋକ କାଳେ ତାଙ୍କୁ ସୋସିଆଲ ମିଡିଆରେ ଅଭଦ୍ର ମେସେଜ କରିଛନ୍ତି। ତାଙ୍କ ନାମ ହେଉଛି ଜ୍ଞାନରଞ୍ଜନ , ତେଣୁ ସେ ତାଙ୍କ ଉପରେ ରାଗିଯାଇ କହିଛନ୍ତି, କି ଆପଣ ଏତେ ବୟସ ହୋଇ ଯାଇଛି ଆପଣଂକୁ କୌଣସି ସ୍ତ୍ରୀ ଲୋକ ମଧ୍ୟ ମିଳିବେନି ମୁଁ ତୋ ୟଙ୍ଗ ଅଛି ଏଭଳି ସେ କହିଥିଲେ। ଆହୁରି ମଧ୍ୟ କହିଥିଲେ , ଯେ ଅଙ୍କଲ ଆପଣଙ୍କ ଗାଁରେ କେହି ସୋସିଆଲ ମିଡିଆ ଵ୍ୟଵହାର କରିଥିଲେ ବୋଲି ଏଭଳି ମଧ୍ୟ କହିଥିଲେ।

ତେବେ ସେ ଯାହା ହେଉ ଗୋଟିଏ ନାରୀକୁ ଏଭଳି ଅଭଦ୍ର ମେସେଜ କରୁଛି ତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଛିତ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।