ଓଡ଼ିଆ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା Child Artist ମାନେ କେତେ ଟଙ୍କା ଦରମା ପାଆନ୍ତି ? କଣ ଆପଣ ଜାଣନ୍ତି ?

ଆମ ଓଡିଆ ଇଣ୍ଡଷ୍ଟ୍ରୀରେ ଏପରି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁ ମାନେ ବହୁତ କମ ସମୟ ମଧ୍ୟରେ ଲୋକମାନଙ୍କ ପାଖରେ ବହୁତ ଲୋକପ୍ରିୟ ହୋଇଛନ୍ତି । ଅଧିକ ଟଙ୍କା ରୋଜକାର ପାଇଁ ଅଭିନୟ ରାସ୍ତାଟି ବହୁତ ସହଜ ଅଟେ କାରଣ ଯେଉଁ ମାନଙ୍କ ଠାରେ ଭଲ ଅଭିନୟ ଏବଂ ଟିକିଏ ସୁନ୍ଦର ହୋଇଥିଲେ ଆପଣଙ୍କ ପାଇଁ ଏହି ରାସ୍ତାଟି ବହୁତ ସହଜ ହୋଇ ଯାଇଥାଏ । ବହୁତ ଲୋକମାନଙ୍କ ଠାରେ ଏହି ସ୍ୱପ୍ନ ଥାଏ କି ସେମାନେ ଜଣେ ଭଲ ଅଭିନେତା ବା ଅଭିନେତ୍ରୀ ହେବା ପାଇଁ ।

ସେଥିପାଇଁ ସେମାନଙ୍କୁ ବହୁତ ପରିଶ୍ରମ ମଧ୍ୟ କରିବା ପାଇଁ ପଡିଥାଏ , ଏମିତି ଅନେକ ଲେକମାନେ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନକୁ ହାସଲ କରିଥାନ୍ତି । ଭବିଷ୍ୟତରେ ଜଣେ ଭଲ ଅଭିନିନେତା ଓ ଅଭିନେତ୍ରୀ ହୋଇ ପାରନ୍ତି । ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଓଡିଆ ସିରିଏଲରେ ଅଭିନୟ କରୁଥିବା କୁନି କୁନି କଳାକାର ମାନଙ୍କ ବିଷୟରେ । ତେବେ ଅଲିଉଡରେ ଅଭିନୟ କରୁଥିବା କୁନି କୁନି କଳାକାର ମାନଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ ।

ନମ୍ୱର 1 – ତାରିଣୀ :-

ପ୍ରଥମରେ ଆସୁଛନ୍ତି ତାରିଣୀ , ତାରା ତାରିଣୀରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବର୍ତ୍ତମାନ ବେଶ୍ ପରିଚିତ ଅଟନ୍ତି । ଗୋଟିଏ ଏପିଶୋଡ୍ ପାଇଁ ସେ 12000 ଟଙ୍କା ନେଇଥାନ୍ତି ।

ନମ୍ୱର 2 – ରାନୀ :-

ଦ୍ୱିତୀୟରେ ଅସୁଛନ୍ତି ରାନୀ , ରାନୀ ସିରିଏଲରେ ସେ ଜବରଦସ୍ତ ଅଭିନୟ କରିନ୍ତି । ଗୋଟିଏ ସୁଟ ପାଇଁ ସେ 12000 ଟଙ୍କା ନେଉଥିଲେ ।

ନମ୍ୱର 3 – ରାଜା :-

ତୃତୀୟରେ ଆସୁଛନ୍ତି ରାଜା , ତାଙ୍କୁ ବର୍ତ୍ତମାନ ଆପଣ ମାନେ ତାରା ତାରିଣୀ ରେ ଦେଖିଥିବେ । ସେ ଗୋଟିଏ ସୁଟ ପାଇଁ 10000 ଟଙ୍କା ନେଇଥାନ୍ତି ।

ନମ୍ୱର 4 – ଅନିମେଶ ଘୋଷ :-

ଚତୁର୍ଥରେ ଆସୁଛନ୍ତି ଆନିମେଶ ଘୋଷ , ଆପଣ ମାନେ ତାଙ୍କୁ ଅନେକ ଫିଲ୍ମୀରେ ଅଭିନୟ କରୁଥିବାର ଦେଖିଥିବେ । ଗୋଟିଏ ଫିଲ୍ମୀ ପାଇଁ ସେ 25000 ଟଙ୍କା ନେଇଥାନ୍ତି ।

ନମ୍ୱର 5 – ପରୀ :-

ପଞ୍ଚମରେ ପରୀ ରହିଛନ୍ତି , ତେବେ ସେ ଗୋଟିଏ ଏପିଶୋଡ୍ ପାଇଁ 8000 ଟଙ୍କା ନେଉଥିଲେ ।

ନମ୍ୱର 6 ମାନି :-

ମାନି ଙ୍କୁ ଆପଣ ମାନେ ମାନିନୀ ସିରିଏଲରେ ଦେଖିବାକୁ ପାଇଁଥିବେ ଏବଂ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ସମସ୍ତଙ୍କୁ ଭଲ ପାଇବା ଦେଇ ପାରିଥିଲେ । ଏହି ସିରିଏଲରେ ଗୋଟିଏ ଏପିଶୋଡ୍ ପାଇଁ 7000 ଟଙ୍କା ନେଉଥିଲେ ।

ନମ୍ୱର 7 – ସ୍ତୁତି ଓ ଦୂର୍ଯ୍ୟ :-

ଏମାନଙ୍କୁ ଆପଣ ଦୁର୍ଗା ସିରିଏଲରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ , ଗୋଟିଏ ଏପିଶୋଡ୍ ପାଇଁ ସେମାନେ 6000 ଟଙ୍କା ନେଉଥିଲେ ।

ନମ୍ୱର8- ଚିମ୍ପୁ :-

ଚିମ୍ପୁଙ୍କୁ ଆପଣ ମାନେ ସମ୍ପର୍କ ହୃଦୟର ରେ ଦେଖିବାକୁ ପାଇଥିବେ , ସେ ଗୋଟିଏ ଏପିଶୋଡ୍ ପାଇଁ 4000 ଟଙ୍କା ନେଇଥାନ୍ତି ।

ନମ୍ୱର 9 – ବୀର :-

ତାରା ତାରିଣୀ ସିରିଏଲ ରେ ବୀରଙ୍କୁ ନିଶ୍ୟଚୟ ଦେଖିଥିବେ , ସେ ମଧ୍ୟ ଗୋଟିଏ ଏପିଶୋଡ୍ ପିଛା 4000 ଟଙ୍କା ନେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।