Odia Tv All Actres – ଓଡ଼ିଆ ସିରିଏଲ ହୀରୋଇନ ମାନେ ବିନା ମେକପ୍ ରେ କେମିତି ଦେଖାଯାଆନ୍ତି ଦେଖନ୍ତୁ

0

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ। ତେବେ ଏମିତି କିଛି ଫଟୋ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ୍ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ।

ଏହି ଫଟୋ ଗୁଡିକ ସବୁ ଠାରୁ ଭିନ୍ନ ଅଟେ । ଏହି ଫଟୋ କୁ ଆପଣ ଦେଖିଲେ ସମ୍ପୂର୍ଣ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ ।ତେବେ କଣ ରହିଛି ଏହି ଭିଡିଓ ରେ ଆସନ୍ତୁ ଜାଣିବା – ତେବେ ଟିଭି ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ କ୍ୟାମେରା ସାମ୍ନା ରେ ଚର୍ଚ୍ଚା ରେ ଥାଆନ୍ତି। ସବୁବେଳେ ଗ୍ଲାମାର ଓ ମେକେପ ଦୁନିଆ ରେ ସେ ମଜି ରହନ୍ତି। କିନ୍ତୁ କେବେ ଭାବୁଛନ୍ତି ଏହି ହିରୋଇନ୍ ମାନେ ବିନା ମେକପ୍ ରେ କେମିତି ଦେଖା ଯାଆନ୍ତି । ତେବେ ଆଜି ଆମେ କେତେ ଜଣ ଲୋକ ପ୍ରିୟ ଅଭିନେତ୍ରୀ ମାନଙ୍କ ଫଟୋ ଦେଖିବା ଯେଉଁମାନେ ବାସ୍ତବ ଜୀବନରେ ବା ବିନା ମେକଅପ୍ ରେ କେମିତି ଦେଖା ଯାଆନ୍ତି ;

ଅନନ୍ୟ ଦାସ –

ଓଡ଼ିଆ ଟିଭି ଇଣ୍ଡଷ୍ଟ୍ରି ରେ ବହୁତ୍ ସାରା ଧାରାବାହିକ ରେ ସେ ନଜର ଆସିଛନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଲୋକ ମାନଙ୍କ ଅତି ପ୍ରିୟ ଅଟନ୍ତି। ତେବେ ସେ ଏକ ବିନା ମେକଅପ୍ ର ଫଟୋ ନିଜ ସୋସିଆଲ ମିଡିଆରେ ଛାଡ଼ି ଥିଲେ ଯେଉଁଠି ସେ ଖୁବ୍ ସୁନ୍ଦର ଦେଖା ଯାଇଛନ୍ତି ।

ଅର୍ପିତା କର –

ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଖୁବ୍ କମ୍ ଦିନ ରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ଭିନ୍ନ ଧରଣର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଆପଣ ତାଙ୍କୁ ସବୁବେଳେ ମେକଅପ୍ ରେ ଟିଭି ସ୍କ୍ରିନ୍ ରେ ଦେଖିଥିବେ କିନ୍ତୁ ବିନା ମେକଅପ୍ ରେ ସେ ଖୁବ୍ ଅଲଗା ଦେଖା ଯାଆନ୍ତି। ତାଙ୍କ ମୁଁହ ରେ ବହୁତ୍ କଳା ସ୍ପଟ୍ ଥିବାର ନଜର ଆସେ।

ଶ୍ରଦ୍ଧା –

ଶ୍ରଦ୍ଧା କୁ ଆପଣ ମାନେ ବିଭିନ୍ନ ଧାରାବାହିକ ରେ ମୁଖ୍ୟ ନାୟିକା ଭୂମିକା ରେ ଅଭିନୟ କରିଥିବା ର ଦେଖିଥିବେ । ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ଶ୍ରଦ୍ଧା ଅନ୍ ସ୍କ୍ରିନ୍ ଯେତିକି ସୁନ୍ଦର ଦେଖା ଯାଆନ୍ତି ଅଫ୍ ସ୍କ୍ରିନ୍ ମଧ୍ୟ ସେ ସେତିକି ସ ସୁନ୍ଦର୍ ଦେଖା ଯାଆନ୍ତି ।

ଛନ୍ଦିତା –

ନିଜର ସୁନ୍ଦରତା ସହିତ ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ଥାନ୍ତି ଛନ୍ଦୀତା । ତେବେ ଛନ୍ଦିତା ବିନା ମେକଅପ୍ ରେ ସେ ଖୁବ୍ ଅଲଗା ଦେଖା ଯାଆନ୍ତି। ତାଙ୍କ ଆଖି ତଳେ ଥିବା ଡାର୍କ ସର୍କଲ କ୍ଲିଆର୍ ଦେଖାଯାଏ ।

ଲିପି –

ତାରା ତାରିଣୀ ଧାରାବାହିକ ର ଲିଡ ରୋଲ ରେ ଅଭିନୟ କରୁଥିବା ଲିପି କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ । ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ବିନା ମେକଅପ୍ ରେ ସେ ଖୁବ୍ ସୁନ୍ଦର ଦେଖା ଯାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।