ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ସୁପର ଷ୍ଟାର ବାବୁଶାନ୍ ମହାନ୍ତି ବୋଉ ଙ୍କ ଜନ୍ମ ଦିନ ରେ ତାଙ୍କ ସହିତ ଖେଳୁ ଥିଲେ କବାଡି ହେଲେ ହଠାତ୍ କ’ଣ ଘଟିଲା ଦେଖନ୍ତୁ…

0

ଆଜି ହେଉଛି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସୁପର ହିଟ ହିରୋଇନ୍ ଅପରାଜିତା ମହାନ୍ତି ଙ୍କ ଜନ୍ମ ଦିନ। ତେବେ ସେ ତାଙ୍କ ଜନ୍ମ ଦିନ ନିଜ ଘରେ ପାଳନ କରିଛନ୍ତି ।ତେବେ କିପରି ନିଜ ଜନ୍ମ ଦିନ ପାଳନ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଆସନ୍ତୁ ଜାଣିବା।  ତେବେ ଆପଣ ମାନେ ଜାଣିଥିବେ ଆଲିଉଡ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁସାନ୍ ମହାନ୍ତି ଲୋକ ପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ସୁପୁତ୍ର ଅଟନ୍ତି । ତେଣୁ ଆଲିଉଡ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁସାନ୍ ମହାନ୍ତି ନିଜ ମାମା ଙ୍କ ଜନ୍ମଦିନ କୁ ଖୁବ୍ ଧୁମ୍ ଧାମରେ ପାଳନ କରିଥିଲେ ।

ଆଜି ସକାଳେ ଅପରାଜିତା ମହାନ୍ତି ନିଜ ଘରେ କେକ୍ କାଟି ଥିଲେ । ଏହା ସହିତ ଆଜି ସକାଳେ ସୁପର୍ ଷ୍ଟାର୍ ବାବୁସାନ୍ ମହାନ୍ତି ତାଙ୍କ ମାମା ଙ୍କ ସହିତ ଖୁବ୍ ମଜା କରିବା ସହିତ ତାଙ୍କ ସହିତ କବାଡି ମଧ୍ୟ ଖେଳି ଥିଲେ। ଆଉ ତାଙ୍କ ମୁଣ୍ଡରେ ଗୋଟିଏ ଗୋଲାପ ଫୁଲ ଲଗେଇ ଦେଇ ଥିଲେ।

ତେବେ ଆପଣ ମାନେ ଜାଣି ଥିବେ ଯେ ବାବୁସାନ୍ ମହାନ୍ତି ଙ୍କ ଆଗାମୀ ଫିଲ୍ମ୍ ବିଦ୍ୟାରଣ ରେ ତାଙ୍କ ମାଆ ଅପରାଜିତା ମହାନ୍ତି ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମ୍ ରେ ଅପରାଜିତା ମହାନ୍ତି ଓ ପୁଅ ବାବୁସାନ୍ ମହାନ୍ତି ଏକାଠି ଅଭିନୟ କରୁଥିବା ରୁ ଲୋକ ମାନେ ଏହି ମୁଭି ଟିକୁ ଖୁବ୍ ଉତ୍ସାହ ର ସହିତ ଅପେକ୍ଷା କରିଛନ୍ତି।

ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ଏହି ଫିଲ୍ମ୍ ରେ ବାବୁସାନ୍ ଙ୍କ ନାୟିକା ଭାବେ ଶିବାନୀ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମ୍ ର ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦେଇ ଥିବା ବେଳେ ଏହି ଫିଲ୍ମ୍ କୁ ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ ।

ଯଦି ଆମେ ଅପରାଜିତା ମହାନ୍ତି ଙ୍କ ବିଷୟ ରେ କହିବା ତେବେ ସେ ଅଲିଉଡ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଅପରଜି ମହାନ୍ତି । ଯୁବତି ଠାରୁ ଆରମ୍ଭ କରି ବୃଦ୍ଧା ହେବା ଯାଏଁ ଅଭିନୟ ସେ କରିଛନ୍ତି । ଓଡ଼ିଆ ଫିଲ୍ମ୍ ଜଗତ ପାଇଁ ସେ ମା ସଦୃଶ୍ୟ ଅଟନ୍ତି। ନାୟିକା ଭାବରେ ନିଜର କ୍ୟାରିୟର ଆରମ୍ଭ କରି ଜେଜେମା ପର୍ଯ୍ୟନ୍ତ ସେ ଅଭିନୟ କରିଛନ୍ତି। ନବେ ଦଶକରେ ସେ ସୁପର୍ ହିଟ୍ ହିରୋଇନ୍ ଥିଲେ ଓ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଅନେକ ସୁପର୍ ହିଟ୍ ଫିଲ୍ମ୍ ମଧ୍ୟ ସେ ଦେଇଛନ୍ତି।

ନାୟିକା ଭାବେ ନିଜର କ୍ୟାରିୟର ସେ ଆରମ୍ଭ କରିଥିଲେ ଓ ସେ ଥିଲେ ସେହି ସମୟ ର ଜଣେ ସୁପର୍ ହିଟ୍ ନାୟିକା। ତେବେ ସେ ସୁପର୍ ଷ୍ଟାର୍ ଉତ୍ତମ ମହାନ୍ତି ଙ୍କୁ ବିବାହ କରିଥିଲେ । ଓ ତାଙ୍କର ଏକମାତ୍ର ପୁଅ ଅଟନ୍ତି ବାବୁସାନ୍ ମହାନ୍ତି । ତେବେ ଅପରାଜିତା ମହାନ୍ତି ଙ୍କୁ ତାଙ୍କ ଜନ୍ମ ଦିନ ରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । ଆପଣ ମାନଙ୍କୁ ଅପରାଜିତା ମହାନ୍ତି ଙ୍କ ଅଭିନୟ କିପରି ଲାଗେ ଆମକୁ ନିଶ୍ଚୟ କମେଣ୍ଟ ମାଧ୍ୟମ ରେ ଜଣାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।