Odia Tv Actres – ଓଡ଼ିଆ ସିରିଏଲ ହିରୋଇନ ମାନେ ବିନା ମେକପ୍ ରେ କେମିତି ଦେଖାଯାଆନ୍ତି ଦେଖନ୍ତୁ

0

ବର୍ତ୍ତମାନ ର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ମନୁଷ୍ୟ ନିଜର କର୍ମ କ୍ଷେତ୍ରରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ, ମନରଞ୍ଜନ କରିବା ପାଇଁ ଟିଭି ସିରିଏଲ, ସିନେମା ଦେଖିଥାନ୍ତି। ଏଥିରେ ଅନେକ କଳାକାର ଅଭିନୟ କରିଥାନ୍ତି। ଅନେକ କଳାକାର ଙ୍କ ମଧ୍ୟରୁ ଯାହାର ଅଭିନୟ ଲୋକମାନଙ୍କୁ ପସନ୍ଦ ଆସିଲା ଲୋକମାନେ ତାହାର ଫ୍ୟାନ ହୋଇଯାଆନ୍ତି। ଅନେକ ଦର୍ଶକ ଏପରି ଅଛନ୍ତି, ଯେଉଁ ମାନେ ନିଜର ପସନ୍ଦିତା କଳାକାରଙ୍କୁ ଅନୁକରଣ କରିଥାନ୍ତି। କିନ୍ତୁ ଜଣେ ସାଧାରଣ ଲୋକଙ୍କ ଠାରୁ ଜଣେ ସେଲିବ୍ରେଟିଙ୍କର ଦୈନ୍ୟଦିନ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ, ଏପରି କିଛି ଧାରଣା ସମସ୍ତଙ୍କ ମନ ମଧ୍ୟରେ ରହିଥାଏ। ଅଭିନୟ କରୁଥିବା କଳାକାର ନିଜକୁ ସୁନ୍ଦର ଦେଖାଯିବା ପାଇଁ ମେକପ ନିଅନ୍ତି, କିନ୍ତୁ ରିଏଲ ଲାଇଫ ରେ ସେମାନେ କିପରି ଜଣେ ସାଧାରଣ ଲୋକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।

ତେବେ ଆଜି ଆମେ ଆପଣ ମାନଙ୍କୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଟିଭି ସିରିଏଲ ରେ ଅଭିନୟ କରୁଥିବା କେତେକ ଅଭିନେତ୍ରୀ ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ, ସେମାନେ ବିନା ମେକପ ରେ କିପରି ଦେଖାଯାଆନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଦେଖିବା ଆମ ଓଡ଼ିଆ ସିରିଏଲ ଅଭିନେତ୍ରୀଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ;

ଅନନ୍ୟା ଦାସ:-

ବର୍ତ୍ତମାନ ଓଡ଼ିଆ ଟିଭି ସିରିଏଲ ପ୍ରଥମ ସ୍ଥାନ ରେ ରହିଛନ୍ତି ଅନ୍ୟାନ୍ୟ ଦାସ। ତାଙ୍କର ସୁନ୍ଦର ଅଭିନୟ ଦର୍ଶକ ମାନଙ୍କ ମାନକୁ କିଣି ନେଇଥିବା ଅଭିନେତ୍ରୀ ଅନନ୍ୟା ଦାସଙ୍କ ବାସ୍ତବ ଜୀବନରେ ସେ କିପରି ଦେଖା ଯାଆନ୍ତି, ଜାଣିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଥାଏ, ତେବେ ସେ ମେକପ ରେ ଯେପରି ସୁନ୍ଦର ଦେଖା ଯାଆନ୍ତି, ବିନା ମେକପରେ ମଧ୍ୟ ସେ ସୁନ୍ଦର ସେହିପରି ଦେଖା ଯାଆନ୍ତି।

ଅର୍ପିତା କର:-

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ଅର୍ପିତା କର ବର୍ତ୍ତମାନ ଆମ ଓଡିଶାରେ ସିରିଏଲ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ସୁନ୍ଦରତା ଏବଂ ଗ୍ଲେମୋର ପାଇଁ ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। କିନ୍ତୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିନା ମେକପ ରେ ସେ ସମ୍ପୂର୍ଣ୍ଣ ଅଲଗା ଦେଖା ଯାଆନ୍ତି, ଏବଂ ତାଙ୍କ ମୁହଁରେ କଳାଦାଗ ମଧ୍ୟ ରହିଛି।

ଶ୍ରଦ୍ଧା:-

ତେବେ ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ରଦ୍ଧା, ସେ ଓଡ଼ିଶାର ଲୋକ ପ୍ରିୟ ସିରିଏଲ ରେ ସେ କାମ କରିସାରିଛନ୍ତି। ତେବେ ସେ ଯେପରି ମେକପ ରେ ସୁନ୍ଦର ଦେଖା ଯାଆନ୍ତି, ରିଏଲ ଲାଇଫରେ ମଧ୍ୟ ବିନା ମେକପ ରେ ସୁନ୍ଦର ଦେଖା ଯାଆନ୍ତି।

ଛନ୍ଦିତା:-

ଓଡ଼ିଆ ସିରିଏଲ ରେ ଅଭିନୟ କରୁଥିବା ଛନ୍ଦିତା ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ଯେପରି ସୁନ୍ଦର ଅଭିନୟ କରିଥାନ୍ତି, ଏବଂ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି । ସେ ଏକ ଲୋକପ୍ରିୟ ସିରିଏଲ ଅଭିନେତ୍ରୀ ଭାବରେ ଜଣାଶୁଣା, ସେ ବିନା ମେକପ ରେ ସମ୍ପୂର୍ଣ୍ଣ ଅଲଗା ଦେଖା ଯାଆନ୍ତି, ତାଙ୍କ ଆଖି ତଳେ କଳା ଦାଗ ସ୍ପଷ୍ଟ ଦେଖା ଯାଏ।

ଲିପି:-

ଲୋକପ୍ରିୟ ସିରିଏଲ ଅଭିନେତ୍ରୀ ଲିପିକୁ ଆପଣ ମାନେ ତାରା ତାରିଣୀ ସିରିଏଲ ରେ ଦେଖିଥିବେ, ତେବେ ସେ ମେକପରେ ଯେମିତି ଦେଖା ଯାଆନ୍ତି, ବିନା ମେକପ ରେ ମଧ୍ୟ ସୁନ୍ଦର ଦେଖା ଯାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।