Exclusive: ହଟାତ ଓଡିଶା ଆକାଶରୁ ଦେଖାଗଲା ବିରଳ ଦୃଶ୍ୟ ,ଆକାଶରୁ ଖସିଲା ତାରା… ଆଉ ତାପରେ ଯାହା ହେଲା ଦେଖନ୍ତୁ video ..

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଘଟଣା ମାନ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ | ଆଉ ତାହା ସହିତ ଯେତେବେଳେ ପ୍ରାକୃତିକ ଘଟଣା ମାନ ଦେଖା ଯାଇଥାଏ ସେତେବେଳେ ଡର ଆହୁରି ବଢ଼ି ଯାଇଥାଏ ବୋଲି କୁହାଯାଉଛି | ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି ଆଉ ଯେଉଁଠି ଓଡିଶା ର ବିଭିନ୍ନ ସ୍ଥାନରେ ଆକାଶରେ ଏକ ଉଜ୍ଜଳ ଲାଇଟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଓଡିଶା ସମେତ ଓଡିଶା ର ବିଭିନ୍ନ ସ୍ଥାନରେ ଦେଖା ଯାଇଛି ଆକାଶରେ ଏକ ବିରଳ ଦୃଶ୍ୟ ଯାହା କୁ ଦେଖିବା ପରେ ଲୋକ ମାନଙ୍କ ମନରେ ଡର ପଶି ଯାଇଥିଲା ବୋଲି କୁହାଯାଉଛି | ଯାହା ଦେଖିବାକୁ ମିଳିଥିଲା କି ଆକାଶରେ ଯେମିତି ଏକ ଉଜ୍ଜଳ ତାରା ତଳକୁ ଖସୁଛି | ଆଉ ସେହି ତାରା ପ୍ରଥମେ ଆଲୋକର ବିଛୁରିତ କିରଣ ପକାଇଥିଲା ଆଉ ତାହା ପରେ କିଛି ସମୟ ଆକାଶରେ ଦୃଶ୍ୟ ମାନ ହେବା ପରେ ତାହା ଉଭେଇ ଯାଇଥିଲା ବୋଲି ମଧ୍ୟ କୁହାଯାଉଛି | ତେବେ ଏହି ଜଗତିୟ ଦୃଶ୍ୟ କୁ ଦେଖି ଯାଜପୁର ର ଲୋକ ମାନେ ଉଲ୍ଲକା ପିଣ୍ଡ ଖୋସିଛି ବୋଲି କହୁଥିବାର ଶୁଣିବାକୁ ମିଳିଛି |

ଆଉ ଏହା ବ୍ୟତୀତ ଦେଖିବାକୁ ମିଳିଛି କି ଏହି ଭଳି ଏକ ମହା ଜାଗତୀୟ ଘଟଣା କୁ ଓଡିଶା ବାସୀ ମାନେ ଦେଖିବା ପରେ ଭୟଭୀତ ହୋଇ ଯାଇଛନ୍ତି | ଆଉ ଯାହା କୁହାଯାଉଛି କି ଏହି ଘଟଣା କୁ ଗାଁ ର କେତେକ ଲୋକ ଦେଖିଲା ପରେ ଢାଳି, ଶଙ୍ଖ, ଘଣ୍ଟି ଓ ହୁଳହୁଳି ପକେଇବାକୁ ଲାଗିଛନ୍ତି | ଆଉ ତାହା ସହିତ ପୂଜା ପାଠ ମଧ୍ୟ କରିବାକୁ ଲାଗିଛନ୍ତି ବୋଲି ଲୋକ ମାନେ ଅନେକ ମତ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି ଆକାଶରେ ଏଭଳି ଲାଇଟ କୁ ଦେଖିକି |

ତେବେ କଣ ଏହି ଲାଇଟ ଆଉ କାହିଁକି ଏକ ଆକାଶରେ ଦେଖା ଯାଇଥିଲା ସେ ନେଇକି ଅନେକ ପ୍ରଶ୍ନ ମଧ୍ୟ ଉଙ୍କି ମାରିଥିଲା ଲୋକଙ୍କ ମନ ମଧ୍ୟରେ | ଆଉ ଓଡିଶା ର ବିଭିନ୍ନ ଜିଲ୍ଲାର ଲୋକ ମାନେ ଏହିଭଳି ଏକ ବିରଳ ଲାଇଟ କୁ ସନ୍ଧ୍ୟା ଆକାଶରେ ଦେଖିବାକୁ ପାଇଥିଲେ ବୋଲି କୁହାଯାଉଛି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି, ଆଉ ଯାହା କୁ ଦେଖି ଲୋକ ମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment