ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ ଘଟଣା ଗୁଡିକ ବିଷୟରେ ଆପଣ ମାନେ ଶୁଣିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ବହୁତ ବଡ଼ ଦୁଃଖ ର କଥା ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି ଅଲିଉଡ ର ଜଣା ଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ଅଛି | ଆଉ ଯେଉଁଠି ପିଣ୍ଟୁ ଙ୍କର ସାହାଯ୍ୟ କରିବା ପାଇଁ ଓଡିଶା ବାସୀ ମାନଙ୍କୁ ନିବେଦନ କରିଛନ୍ତି ମିଠୁ ଙ୍କ ସମେତ ଅନ୍ୟ ମାନେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ଅଲିଉଡ ର ଜଣା ଶୁଣା ଅଭିନେତା ଯାହାଙ୍କର ଅଭିନୟ ର ଯାଦୁ ଦର୍ଶକ ମାନଙ୍କର ହୃଦୟକୁ ଛୁଇଁଛି ବୋଲି କୁହାଯାଉଛି | ନାୟକ, ଖଳନାୟକ ଓ ଅନେକ କମେଡି ସିନ କରି ଓଡିଶା ର ଲୋକ ମାନଙ୍କର ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ବୋଲି ମଧ୍ୟ କୁହାଯାଉଛି | ଆଉ ଯେଉଁଠି ଏ ଗୌରା ଗୀତ ରେ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି | ଆଉ ସେହି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ଅଛି ବୋଲି ମଧ୍ୟ କୁହାଯାଉଛି |
ଆଉ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ କରାଯାଉଥିଲା | ତେବେ ପିଣ୍ଟୁ ନନ୍ଦ ଲାଇଭର ଜନିତ ରୋଗ ରେ ପୀଡିତ ଅଛନ୍ତି ଆଉ ତାଙ୍କର ଅପେରସନ ନ କରିଲେ ଦିନ କୁ ଦିନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଯାଉଛି | ଆଉ ଯେଉଁଥିପାଇଁ ଦିଲ୍ଲୀ ରେ ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସା କରାଯିବ ଆଉ ଯେଉଁଥିପାଇଁ 50 ଲକ୍ଷରୁ ଅଧିକ ଟଙ୍କା ଲାଗିପାରେ |ସେଥିପାଇଁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ଆଗରେ ମିଠୁ ଙ୍କ ସମେତ ଅନ୍ୟ କଳାକାର ମାନେ ମଧ୍ୟ ସାହାଯ୍ୟ ମାଗିଛନ୍ତି ଆଉ ଯାହା ଦେଖିବାକୁ ମିଳିଛି କି ପିଣ୍ଟୁ ନନ୍ଦ ମଧ୍ୟ ନିଜେ ଦର୍ଶକ ମାନଙ୍କ ପାଖରୁ ସାହାଯ୍ୟ ମଧ୍ୟ କାମନା କରିଛନ୍ତି |
ଆଉ ଯାହା କୁହାଯାଉଛି କି ପିଣ୍ଟୁ ନନ୍ଦ ଅଗଣିତ ଦର୍ଶକ ପାଇଁ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ଖୁସି କରେଇଛନ୍ତି | ତାହା ସହିତ ଓଡିଶା ବାସୀ ଙ୍କର ସୁଖ ଆଉ ଦୁଃଖରେ ମଧ୍ୟ ସାହାଯ୍ୟ କରିଛନ୍ତି | ଆଉ ବର୍ତ୍ତମାନ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିବା ପାଇଁ ଓ ଚିକିତ୍ସା ପାଇଁ ପିଣ୍ଟୁ ଙ୍କ ଏକାଉଣ୍ଟ କୁ ଟଙ୍କା ପଠାଇବା ପାଇଁ ମଧ୍ୟ କହିଛନ୍ତି ମିଠୁ | ଯାହା ଫଳରେ ପିଣ୍ଟୁ ନନ୍ଦ ଭଲ ହୋଇ ଆମ ଓଲିଉଡ଼ ରେ ପୁଣି ଥରେ କାମ କରିବେ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।