ଓଡିଶା ମୁହାଁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ” ଆଶାନୀ ” IMD ଦେଲା ବଡ ସୂଚନା ଏହି ଜିଲ୍ଲାରେ ଲ୍ୟାଣ୍ଡଫଲ….

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ କିଛି ନା କିଛି ଘଟଣା ସମ୍ପର୍କରେ ଭିଡ଼ିଓ ନଜର କୁ ଆସିଥାଏ। ଆଉ ବେଳେ ବେଳେ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ମିଳି ଥାଏ ଯାହା ଏଠାରେ ମିଳିଛି। ଆଉ ଏବେ ଏକ ଘଟଣା ସମ୍ପର୍କରେ ଏକ ସୂଚନା ମିଳିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇବେ। ତେବେ ଆସନ୍ତୁ ଏଠାରେ ଏକ ବାତ୍ୟା ସମ୍ପର୍କରେ କିଛି ଜାଣିବାକୁ ମିଳିଛି। ଏହିଠାରେ ଏକ ଘଟଣା ସମ୍ପର୍କରେ ଜାଣିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏମିତି ବେଳେ ବେଳେ ସବୁ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହା ଏଠାରେ ଦେଖିବାକୁ ମିଳିଛି।

ଆଉ ଏବେ ଘଟଣା ଟିରେ ଯାହା ସବୁ ନଜରକୁ ତାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବର୍ତ୍ତମାନ ର ସମୟ ହିଁ ଏମିତି ଯାହା ସବୁ ପ୍ରତିବର୍ଷ ହୋଇଥାଏ। ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଯେ କିଛି ଖବର ସମ୍ପର୍କରେ ଯାହା ଏକ ପ୍ରାକୃତିକ ବିପର୍ଯ୍ୟୟ। ଆଉ ଏବେ ସବୁ ଆଡେ ଏକ ଚହଳ ସୃଷ୍ଟି କରି ସାରିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ଏବେ ସେହି ସୂଚନା ସମ୍ପର୍କ ରେ ଲୋକ ମାନେ ସମସ୍ତେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଆଉ ଏବେ ଏହି ଘଟଣା ବିଭିନ୍ନ ସମୟରେ ଟେଲିଭିଜନ ଓ ରେଡ଼ିଓ ରେ ସବୁ ଘଟଣା ପ୍ରଚାର ହୋଇଛି। ଏମିତି କିଛି ବର୍ଷ ହେଲା ଏହିପରି ସବୁ ପ୍ରାକୃତିକ ବିପର୍ଯ୍ୟୟ ଏହିପରି ଭାବରେ ଆମ ରାଜ୍ୟରେ ବେଶୀ ମାତ୍ରା ରେ ଦେଖା ଦେଇଛି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ଏହି ପରି ଏବେ ପୁଣି ଏକ ବାତ୍ୟା ଆସିବ ନେଇ IMD ଡିଜି ମୃତଞ୍ଜୟ ମହାପାତ୍ର ଏବେ ସୂଚନା ଦେଇଛନ୍ତି ଯାହା ଏଠାରେ ଦେଖିବାକୁ ପାଇଥିବେ। ଆଉ କହିଛନ୍ତି ଯେ ଏହି ମାସ ମେ ରେ ବାତ୍ୟା ଆସିବ ଉପକୂଳ ବର୍ତୀ ଓଡିଶା ରେ ହେବ ନେଇ ସୁଚନା ଦେବା ପରେ ଏହି ଅଂଚଳ ର ଲୋକ ମାନେ ସଜାଗ ହୋଇ ଗଲେଣି। କାରଣ ଆଗରୁ ଏମିତି ଅନେକ ଥର ବାତ୍ୟା ଆସୁଛି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ।

ଆଉ ଏବେ କିଛି ବର୍ଷ ହେଲା ଏହି ମେ ଓ ଅକ୍ଟୋବର ମାସ ରେ ଅଧିକ ମାତ୍ରାରେ ବାତ୍ୟା ଆସୁଛି। ଏହି ବାତ୍ୟା ଆସିବା ଫଳରେ ଅନେକ ଲୋକଙ୍କ ସବୁ କ୍ଷତି ହେବା ସହିତ ସବୁ କିଛି ନଷ୍ଟ ମଧ୍ୟ ହୋଇ ଯାଇଥାଏ ଯାହା ଆପଣ ମାନେ ମଧ୍ୟ ଆଗରୁ ଜାଣିଥିବେ। ଆଉ ଏହି ମାସ ରେ କଣ ପାଇଁ ସବୁ ବର୍ଷ ବାତ୍ୟା ଆସୁଛି ତାହା ଏବେ ସାଧାରଣ ରେ ପ୍ରଶ୍ନ ଆସୁଛି। ଆଉ ଏହି ସମୟରେ ବାତ୍ୟା ଆସିବା ପରେ ଲୋକ ମାନଙ୍କ ମନ ରେ ଗୋଟିଏ ଭୟ ସୃଷ୍ଟି ହୋଇ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment