ଖୁସି ଖବର ! ଓଡ଼ିଶାରେ ଏହି ସ୍ଥାନରେ ମିଳିଲା ସୁନା ଖଣି, ଏଥିରେ ସାଧାରଣ ଲୋକଙ୍କର କଣ ଲାଭ ଜାଣନ୍ତୁ….

0

ମନୁଷ୍ୟ ଧୀରେ ଧୀରେ ଟେକ୍ନୋଲୋଜି ଆଡ଼କୁ ଆଗ୍ରସର ହେଉଛି। ପ୍ରତିଦିନ କିଛି ନା କିଛି ନୂଆ ନୂଆ ଆବିଷ୍କାର ହେଉଛି। ଆମ ଧରିତ୍ରୀ ମାତା ଆମକୁ ଅନେକ କିଛି ଦେଉଛି। ଯାହାକୁ ଆମେ ଆତି ଖୁସିର ସହକାରେ ଗ୍ରହଣ କରୁଛୁ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରକୃତିରେ ସମସ୍ତ ପ୍ରକାର ଜିନିଷ ନିହିତ ଅଛି। ଆମେ ସେହି ସବୁ ଜିନିଷକୁ ଆବିଷ୍କାର କରି ଆମ ପ୍ରତ୍ୟେକ ଦିନ ଜୀବନରେ ବ୍ୟବହାର କରିଥାଉ। ଯାହାକି ଏକ ପ୍ରକାର ମୌଳିକ ଆବଶ୍ୟକତା ହିସାବରେ ଗ୍ରହଣ କରିଥାଉ। ତେବେ କିଛି ନା କିଛି ଆବିଷ୍କାର କରିବାରେ ଉଦେଶ୍ୟ ରେ ବିଭିନ୍ନ ପ୍ରକାର କମ୍ପାନୀ ଆସିଥାନ୍ତି ସର୍ବେକ୍ଷଣ କରିବା ପାଇଁ ଆପଣ ମାନେ ଏଭଳି ଅନେକ ଖବର ଶୁଣିବା ପାଇଁ ପାଇଥିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡିଶା ବାସୀଙ୍କ ପାଇଁ ଏକ ଖୁସି ଖବର ଆସି ପହଁଚିଛି। ସୁନା ଖଣି ସନ୍ଧାନରେ ଲାଗିପଡିଛନ୍ତି କିଛି କମ୍ପାନୀ ମାନେ ଯାହାକି ଏହା ସମଗ୍ର ଓଡିଶା ବାସୀଙ୍କ ପାଇଁ ଏକ ପ୍ରକାର ଗର୍ବର ବିଷୟ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଓଡିଶା ପ୍ରାକୃତିକ ସମ୍ପଦ ରେ ପରିପୂର୍ଣ୍ଣ ଆମ ଭାରତରେ ଯେତେ ଗୁଡିଏ ରାଜ୍ୟ ରହିଛି ସେସବୁ ରାଜ୍ୟ ମାନଙ୍କ ମଧ୍ୟରୁ ଓଡ଼ିଶାରେ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇ ରହିଥାଏ। ଯାହାବି ହେଉ ସବୁବେଳେ କିଛି ନା କିଛି ଆବିଷ୍କାର କରିବା ଉଦ୍ଧେଶ୍ୟରେ ବିଭିନ୍ନ ପ୍ରକାର କମ୍ପାନୀ ଏବଂ ଭାରତୀୟ ସଂସ୍ଥା ମଧ୍ୟ ଲାଗି ରହିଥାଏ।

ବନ୍ଧୁଗଣ ଯଦି ଆମେ ଦେଖିବା ଆମ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ବର୍ତ୍ତମାନ ସମୟରେ ପାଞ୍ଚ ଜଣିଆ ଏକ ଟିମ ଆସି ସର୍ଭେ କରିଥିଲେ କି ସେଠାରେ ସୁନା ଖଣି ଉଦେଶ୍ୟ ରେ ତେବେ କେବଳ ଆଜି ଆସି ନାହାନ୍ତି ବରଂ ବହୁ ପୂର୍ବରୁ ଆସିଥିଲେ। ଏଠାରେ ମଧ୍ୟ ଅନେକ ସର୍ବେ କରାଯାଇଛି। କିନ୍ତୁ ସେତେବେଳେ ବର୍ତ୍ତମାନ ପରି କୌଣସି ଉନ୍ନତ ମାନର ଟେକ୍ନୋଲୋଜି ନଥିଲା ଯେ ସେଠାରୁ ସୁନା ଅଛି କି ନାହିଁ। କେବଳ ଅନୁମାନ ଲଗାଇ ସେଠାରେ ଖଦନ କରାଯାଉଥିଲା। ମନ ମଧ୍ୟରେ ଗୋଟିଏ ଆଶା ରହିଥିଲା ଯେ ହୁଏତ ସେଠାରେ ସୁନା ଖଣି ଥାଇ ପାରେ।

ତେବେ ବନ୍ଧୁଗଣ ସୁନା ଖଣି ଜାଣିବା ପାଇଁ ବର୍ତ୍ତମାନ ଉନ୍ନତ ମାନର ଡ୍ରିଲ ମେସିନ ସାହଯ୍ୟ ରେ ଖଣିଜ ପଦାର୍ଥ ବାହାର କରି ଲାଵକୁ ପଠା ଯାଉଛି। ଆଉ ଜଣା ପଡ଼ିବ କି ସେଠାରେ କେତେ ପରିମାଣରେ ସୁନା ଗଛିତ ହୋଇ ରହିଛି। ସେଠାକାର ଅଞ୍ଚଳ ବାସୀ ବହୁତ ଖୁସି ଅଛନ୍ତି। ଯଦି ପ୍ରକୃତରେ ସେଠାରେ କୋୖଣସି ସୁନା ବାହାରେ ତାହାଲେ ସେଠାକାର ପରିସ୍ଥିତି ସୁଧୁରିଯିବ। ସେମାନେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ ସୁନା ଖଣି ବାହାରୁ ଓ ସେମାନେ ସେଠାରୁ କିଛି ଲାଭବାନ ହୋଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।