ଓଡ଼ିଶାରେ ଶୋକର ଲହରୀ ! Abhishek Mohapatra ଙ୍କ ଶେଷ କୃତ୍ୟ ଦର୍ଶନ , ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସାରା ଭାରତ ବର୍ଷରେ ୨ ବର୍ଷ ଧରି କରୋନା ତାଣ୍ଡପ ଲୀଳା ରଚୁଛି। ଏହି ରୋଗରେ ପ୍ରାୟ ଲକ୍ଷାଧିକ ଲୋକ ମାନେ ମଧ୍ୟ ମୃତ୍ୟୁ ବରଣ କଲେଣି। ସରକାର ଏହି ରୋଗକୁ ନେଇ ବହୁତ ଚିନ୍ତାରେ ପଡ଼ି ଯାଇଛନ୍ତି। ସେଥିପାଇଁ ସରକାର ଏହି ରୋଗର ନିରାକରଣ ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ମାନ ମଧ୍ୟ ନେଇଛନ୍ତି। ନିରାକରଣ ବାହାରିବା ସ୍ୱତେ ମଧ୍ୟ ଏହି ରୋଗରେ ଲୋକ ମାନେ ମୃତ୍ୟୁ ବରଣ କରୁଛନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଅଭିଷେକ ମହାପାତ୍ର ନାମକ ଜଣେ ଯୁବକ କରୋନା ଚିକିତ୍ସା ପାଇଁ ଇକ୍ନୋ ଯାଇଥିଲେ, କିନ୍ତୁ ସେଠାରେ ସେ ଭଲ ନ ହୋଇ ମୃତ୍ୟୁ ବରଣ କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଂଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଅଭିଷେକ ମହାପାତ୍ର ନାମକ ଜଣେ ଯୁବକ ଓମାନରେ ସିଭିଲ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି। ଗତ କିଛି ଦିନ ତଳେ ସେ ବିବାହ କରିବା ପାଇଁ ଘରକୁ ଆସିଥିଲେ। ବାହାଘରର ଠିକ ୮ ଦିନ ପରେ ତାଙ୍କ ଦେହ ଖରାପ ହୋଗଲା ଓ ତାଙ୍କର କରୋନା ଟେଷ୍ଟ କରାଗଲା, ଟେଷ୍ଟରେ କରୋନାରେ ଆକ୍ରାନ୍ତ ଅଛନ୍ତି ବୋଲି ଜଣା ପଡିଥିଲା। ଏହି ରୋଗର ଚିକିତ୍ସା କରିବା ପାଇଁ କୋଭିଡ ମେଡିକାଲ ନିଆ ଯାଇଥିଲା କିନ୍ତୁ ସେଠି ତାଙ୍କର ସ୍ୱାସ୍ତ୍ୟ ଅବସ୍ଥା ଆହୁରି ଖରାପ ଥିବାରୁ, ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ICU ରହି ଚିକିତ୍ସିତ ହେଉଥିଲେ, ତଥାପି ସେ ସୁସ୍ଥ ନ ହେବାରୁ ଡାକ୍ତର ତାଙ୍କୁ ଇକ୍ନୋ ଚିକିତ୍ସା ପାଇଁ କହିଥିଲେ।

ତେବେ ଇକ୍ନୋ ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସହିତ ଏୟାର ଲିଫ୍ଟ ପାଇଁ ୩୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେବ। ଏହି କଥା ଭାବି ତାଙ୍କ ପରିବାର ଲୋକ ମାନେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ। ତାଙ୍କ ସ୍ତ୍ରୀ, ସ୍ୱାମୀଙ୍କ ଚିକିତ୍ସା ପାଇଁ ଲୋକ ମାନଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ। ଯୁବକଙ୍କ ପାଇଁ ସୋସିଆଲ ମିଡିଆରେ ଶେଖ ଅଭିଷେକ କ୍ୟାମ୍ପେନ ଆରମ୍ଭ ହୋଇ ଯାଇଥିଲା। ଲୋକ ମାନେ ତାଙ୍କ ଚିକିତ୍ସା ପାଇଁ ସାହାଯ୍ୟ, ସହଯୋଗ ମଧ୍ୟ କରିଥିଲେ। ତାଙ୍କ ପରିବାର ଲୋକ ମାନେ ତାଙ୍କୁ ଇକ୍ନୋ ଚିକିତ୍ସା ପାଇଁ କୋଲକାତା ପଠାଇଥିଲେ, ସେଠାରେ ସେ ୩୦୦ ମାସ ଧରି ଚିକିତ୍ସା ହେବା ପରେ ମଧ୍ୟ ସେ ଭଲ ନ ହୋଇ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାଟି ତାଙ୍କ ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment