ହେ ପ୍ରଭୁ ! ଓଡ଼ିଶା ସରକାର ଙ୍କୁ କାନ୍ଦି କାନ୍ଦି ନ୍ୟାୟ ମାଗୁଛି ଏହି ଝିଅଟି । ତା’ ସହ ଘଟିଛି ଏହି ଭଳି ଭୟଙ୍କର ଘଟଣା… ଗୋଟିଏ ସେୟାର କର ଏହି ନିରୀହ ଝିଅ ପାଇଁ…

0

ପୁଣି କୁନି ଝିଅର ଏକ ଭାଇରାଲ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ଏମିତି ଏକ ଦୁଃଖଦ ଘଟଣାକୁ ବୟାନ କରୁଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଯେଉଁ ଘଟଣା ଭାବିବାକୁ ବାଧ୍ୟ କରୁଛି ଯେ ପିଲା ମାନଙ୍କ ପାଇଁ ତାଙ୍କ ବାପା ମାଆ ଙ୍କ ଗୁରୁତ୍ଵ କେତେ ଏବଂ ବାପା ମାଆଙ୍କ ଅନୁପସ୍ଥିତି ସେମାନଙ୍କୁ କିଭଳି ଅନୁଭବ ଦେଇଥାଏ ଏବଂ ସେମାନେ ଏଥିପାଇଁ କିପରି ଭାଙ୍ଗି ପଡନ୍ତି।ଏଠାରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ଟିରେ ତିନି ଜଣ ଯୁବତୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନେ କି ଆକୁଳ ନିବେଦନ କରିଛନ୍ତି କାନ୍ଦି କାନ୍ଦି ଯେ ତାଙ୍କ ବାପାଙ୍କୁ ଫେରାଇ ଦିଆଯାଉ।

ଯାହା ଜଣା ପଡୁଛି ତାଙ୍କ ବାପାଙ୍କୁ କେହି ଅପହରଣ କରି ନେଉଛନ୍ତି।ତେବେ ସେମାନଙ୍କ କହିବା ଅନୁସାରେ ଯାହା ଜଣା ପଡିଛି ତାଙ୍କ ବାପା ଜଣେ ଓକିଲ।ସେ ଓକିଲାତି କରନ୍ତି। ତାଙ୍କୁ କେହି ଅପହରଣ କରି କୁଆଡେ ରଖିଛି ସେମାନେ ଜାଣି ନାହାନ୍ତି। କେବଳ ଏତିକି ଅନୁରୋଧ କରିଛନ୍ତି ଯେ ତାଙ୍କ ବାପାଙ୍କୁ ଫେରାଇ ଦିଆଯାଉ।

ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଏବଂ ତାଙ୍କୁ ଏଥିପାଇଁ ସହୋଜଗ କରିବାକୁ ଗୁହାରି କରିଛନ୍ତି। ତାଙ୍କ ବାପାଙ୍କ ବିନା ସେମାନଙ୍କୁ ଆଦୌ ଭଲ ଲାଗୁ ନାହିଁ। ସେମାନେ ବହୁତ ଦୁଃଖରେ ଅଛନ୍ତି ଏବଂ ବାପାଙ୍କୁ ନଦେଖି ସେମାନେ ରହି ପାରୁ ନାହାଁନ୍ତି ବୋଲି କାନ୍ଦି କାନ୍ଦି କହିଛନ୍ତି ଗଣମାଧ୍ୟମ ସମ୍ମୁଖରେ।ତାଙ୍କର

ଏହି ଆକୁଳ ନିବେଦନ ସମସ୍ତଙ୍କୁ ଦୁଃଖିତ କରୁଛି। ସେମାନେ ସାରା ଓଡ଼ିଶା ବାସୀ ଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କୁ ତାଙ୍କର ବାପା ଫେରାଇ ଦେବାରେ ସେମାନେ ସହଯୋଗ କରନ୍ତୁ। ଏବଂ ଯେଉଁମାନେ ତାଙ୍କ ବାପାଙ୍କୁ ଉଠାଇ ନେଇଛନ୍ତି ସେମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ତାଙ୍କ ବାପାଙ୍କୁ ସେମାନେ ଫେରାଇ ଦିଅନ୍ତୁ ।

ଏଥିପାଇଁ ସରକାର୍ ଏବଂ ଓଡ଼ିଶା ବାସୀ ଙ୍କ ସହଯୋଗ ଲୋଡି ଛନ୍ତି ସେମାନେ ଏବଂ ବାରମ୍ବାର ସେହି ଗୋଟିଏ କଥା ଏହି ଝିଅ ଟି ଯିଏକି ଭିଡିଓ ରେ ଗଣମାଧ୍ୟମ ସମ୍ମୁଖରେ କହୁଛି,ସେ ଅନୁରୋଧ କରୁଛନ୍ତି ଯେ ତାଙ୍କୁ ତାଙ୍କର ବାପାଙ୍କୁ ଫେରାଇ ଦିଆଯାଉ। ତାଙ୍କ ବାପା ଓକିଲାତି କରିବେନି, ଓକିଲାତି ଛାଡ଼ିଦେବେ।

କିନ୍ତୁ ତାଙ୍କୁ ଭଲରେ ଫେରାଇ ଦିଅନ୍ତୁ ଅପହରଣକାରୀ।ଯଦିଓ ଏଥିପାଇଁ ସେମାନେ ତାଙ୍କର ନିକଟସ୍ଥ ଥାନା ଅଧିକାରୀ ଙ୍କୁ ଏ ବିଷୟରେ ଜଣାଇ ତାଙ୍କ ବାପାଙ୍କୁ ଫେରାଇ ଆଣିବାକୁ କହିଥିଲେ, ତେବେ ତାଙ୍କୁ କୌଣସି ସମାଧାନ କିମ୍ବା ନ୍ୟାୟ ଦିଆଗଲା ନାହିଁ। ସେମାନେ ଏଥିପାଇଁ ଆହୁରି ଭାଙ୍ଗି ପଡ଼ିଛନ୍ତି। ତେଣୁ ସେମାନେ ଏହି ଭିଡିଓ ମାଧ୍ୟମରେ ନବୀନ ସରକାର ଏବଂ ଓଡ଼ିଶା ବାସୀ ଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ବାପାଙ୍କୁ ଫେରାଇ ଆଣିବାରେ ତାଙ୍କୁ ସେମାନେ ସହଯୋଗ କରନ୍ତୁ।

ଏଥିପାଇଁ ସେମାନେ ଭଗବାନ ଙ୍କ ନିକଟରେ ପ୍ରଥନା ଏବଂ ଗୁହାରି ମଧ୍ୟ ବିକଳ ଭାବରେ କରୁଛନ୍ତି ଯେ ତାଙ୍କୁ ତାଙ୍କ ବାପା ତାଙ୍କୁ ମିଳି ଯାଆନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏ