ଓଡ଼ିଶାର femous actress ଅର୍ଚ୍ଚିତାଙ୍କ ବିଷୟରେ କିଛି ଅଜଣା କଥା ଜାଣିଲେ ହୋଇଯିବେ ଅବାକ

0

ଆପଣ ମାନେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ନାୟିକା ଅର୍ଚ୍ଚିତା ସାହୁ ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସେ ଆଗ ଧାଡ଼ି ର ନାୟିକା ଭାବେ ଗଣା ହୁଅନ୍ତି । ତେବେ ଆପଣ ମାନେ କଣ ଜାଣିଛନ୍ତି ଅର୍ଚ୍ଚିତା ସାହୁ ଙ୍କ ର ଜଣେ ବଡ଼ ଭଉଣୀ ରହିଛି। ତେବେ ଆସନ୍ତୁ ଦେଖିବା ତାଙ୍କ ବଡ଼ ଭଉଣୀ ର କିଛି ଫଟୋ ଓ ଜାଣିବା ତାଙ୍କ ବିଷୟ ରେ ।

ତେବେ ଅର୍ଚ୍ଚିତା ସାହୁ ନିଜର ଉଚ୍ଚକୋଟୀର ଅଭିନୟ ଦ୍ୱାରା ସମସ୍ତ ଙ୍କ ମନ କୁ ଜିତି ପାରିଛନ୍ତି । ଅର୍ଚ୍ଚିତା ସାହୁ ନାମ ବର୍ତ୍ତମାନ ଓଡିଶା ର ଘରେ ଘରେ ପରିଚିତ । କେବଳ ଓଡିଶା ନୁହେଁ ସମ୍ପୂର୍ଣ୍ଣ ଭାରତ ବର୍ଷ ର ଲୋକ ତାଙ୍କୁ ଜାଣିଛନ୍ତି । ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ର ଅତିପ୍ରିୟ କଳାକାର ହୋଇପାରିଛନ୍ତି ।

ଆପଣ ମାନେ ହୁଏତ ଜାଣି ନଥିବେ ଅର୍ଚ୍ଚିତା ସାହୁ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆସିବା ପୂର୍ବରୁ ଜଣେ ବହୁତ ଭଲ କ୍ଲାସିକାଲ ଡ୍ୟାନ୍ସର ଥିଲେ । ସେହି ସମୟ ରେ ସେ ବହୁତ ଭଲ ଓଡିଶୀ ନୃତ୍ୟ ର ପ୍ରଦର୍ଶନ କରୁଥିଲେ । ଆଉ ତାଙ୍କ ନାମ ସମୟ ରେ ସେ ଓଡ଼ିଶାର ଆଗ ଧାଡି ର ନୃତ୍ୟଶିଳ୍ପୀ ମାନଙ୍କ ମଧ୍ୟରେ ଗଣନା କରାଯାଉଥିଲେ ।

ଆଉ ଏହା ପରେ ସେ ” ଓ ମାଇ ଲଭ୍ ” ଫିଲ୍ମ ଦ୍ୱାରା ଅର୍ଚ୍ଚିତା ସାହୁ ଓଲିଉଡ ରେ ପ୍ରଵେଶ କରି ଥିଲେ।ଆଉ ସେହି ଫିଲ୍ମ୍ ପରଠାରୁ ସେ କେବେ ଅଟକି ଯାଇ ନାହାନ୍ତି।ଆଉ ଏହି ଫିଲ୍ମ ରେ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରି ଥିଲେ।ଏହା ପରେ ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଏବଂ ସବୁଥିରେ ନିଜର ଅଭିନୟ ପାଇଁ ପାଇଁ ଦର୍ଶକ ମାନଙ୍କୁ ତାଙ୍କର ଦିୱାନା କରାଇ ପାରିଛନ୍ତି ।

ତେବେ ଯଦି ଆମେ ତାଙ୍କ ବଡ଼ ଭଉଣୀ ଙ୍କ ବିଷୟ ରେ ଯଦି ଆମେ କହିବା ତେବେ ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ମଧ୍ୟ ତାଙ୍କ ପରି ଖୁବ୍ ସୁନ୍ଦର୍ ଅଟନ୍ତି । ସେ ଠିକ୍ ଅର୍ଚ୍ଚିତା ଙ୍କ ପରି ଦେଖିବା ପାଇଁ ଅଟନ୍ତି । ଅର୍ଚ୍ଚିତା ସାହୁ ନିଜ ଭଉଣୀ ସହିତ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରନ୍ତି।

ତେବେ ଯଦି ଆମେ ଅର୍ଚ୍ଚିତା ସାହୁ କେବଳ ଓଡ଼ିଶା ରେ ନୁହଁ ବରଂ ସାରା ଭାରତ ରେ ଖୁବ୍ ପ୍ରସିଧ ଅଟନ୍ତି । କାରଣ ସେ ଓଡ଼ିଶା ପାଇଁ ଖୁବ୍ ଗର୍ବ ଆଣି ପାରିଛନ୍ତି ୨୦୧୩ ମସିହା ରେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି। ସେ ସେହି ପ୍ରତିଯୋଗିତା ରେ ଫାଷ୍ଟ ରନର୍ଷ ଅପ୍ ହୋଇଥିଲେ ।

ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଅଲିଉଡ ଚୁଲବୁଲି ନାୟିକା ଭାବରେ ସେ ବେଶ୍ ପରିଚିତ ଅଟନ୍ତି। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଏକ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି। ଅଲିଉଡ ର ଆଗ ଧାଡ଼ି ନାୟିକା ଭାବେ ସେ ବେଶ୍ ପରିଚିତ ଅଟନ୍ତି। ତେବେ ସେ ସବୁବେଳେ ନିଜର ହିଟ୍ ଫିଲ୍ମ୍ ଓ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।