ଦେଖନ୍ତୁ ଭିଡ଼ିଓ : Ollywood ଅଭିନେତା ଅଶ୍ୱିନୀ କୁ ନେଇ ଆସିଲା ବଡ଼ ଦୁଃଖଦ ଖବର, ଏବେ ହସ୍ପିଟାଲ ବେଡ଼ରେ !

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଜଣେ ସାଧାରଣ ମଣିଷ ହେଉ ବା ଜଣେ ସେଲିବ୍ରେଟି ହେଉ ସମସ୍ତଙ୍କ ଜୀବନରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଘଟିଥାଏ। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀ ମାନଙ୍କର ଯଦି କୌଣସି ଘଟଣା ବା ଦୁର୍ଘଟଣା ଘଟି ଯାଏ, ତା ହେଲେ ସେମାନଙ୍କ ମନରେ ବହୁତ କଷ୍ଟ ହେବା ସହିତ ଦୁଃଖ ମଧ୍ୟ ଲାଗିଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଓଲ୍ଲୀଉଡ଼ ଅଭିନେତା ଅଶ୍ୱିନୀ ତ୍ରିପାଠୀଙ୍କର ଛାତିରେ ଏକ ସର୍ଜରି ହୋଇଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଲିଉଡ ଇଣ୍ଡଷ୍ଟ୍ରିର ଅଶ୍ୱିନୀ ତ୍ରିପାଠୀଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଆଗ ଧାଡ଼ିର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ସେ ବହୁତ ଗୁଡିଏ ରିଆଲିଟି ସୋରେ ୟାଙ୍କରିଙ୍ଗ କରିଛନ୍ତି ଓ ତାଙ୍କ ୟାଙ୍କରିଙ୍ଗ ଓଡିଶା ବାସୀ ବହୁତ ମାତ୍ରାରେ ପସନ୍ଦ କରିବା ସହିତ ତାଙ୍କୁ ମଧ୍ୟ ପସନ୍ଦ କରି ଥାଆନ୍ତି। ତାଙ୍କ ୟାଙ୍କରିଙ୍ଗ ଗୁଡିକ ମଧ୍ୟ ବହୁତ ସୁନ୍ଦର ଲାଗିଥାଏ। ବର୍ତ୍ତମାନ ଏବେ ବହୁତ ଗୁଡିଏ ଆଲବମ ମଧ୍ୟ କରୁଛନ୍ତି, ତାଙ୍କ ଆଲବମ ଗୁଡିକ ମଧ୍ୟ ବହୁତ ହିଟ ହେଉଛି। ସେ ଦର୍ଶକ ମାନଙ୍କ ମନ ମଧ୍ୟରେ ଘର କରି ରହି ଯାଇଛନ୍ତି। ସେ ସାରା ଓଡ଼ିଶାର ଘରେ ଘରେ ବର୍ତ୍ତମାନ ସେ ଚର୍ଚ୍ଚାରେ ରହିଛନ୍ତି।

ତେବେ ବର୍ତ୍ତମାନ ତାଙ୍କ ଛାତିରେ ଏକ ସର୍ଜରି ହୋଇଛି ବୋଲି, ତାଙ୍କ ବାନ୍ଧବୀ ପ୍ରେରଣା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଓ ଏଥି ସହ ମଧ୍ୟ ସେ ସୁସ୍ଥ ଅଛନ୍ତି ବୋଲି ମଧ୍ୟ କହିଛନ୍ତି। ଅଶ୍ୱିନୀ ଓ ପ୍ରେରଣାଙ୍କ ଯୋଡିକୁ ଓଡିଶା ବାସୀ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି। ଭଗବାନଙ୍କ କୃପାରୁ ସେ ଖୁବ ଶୀଘ୍ର ଭଲ ହୋଇ, ପୁଣି ଥରେ ଓଲ୍ଲୀଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କର ଅଭିନୟ ଜାରି ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।