ଓଲିଉଡ ହିରୋଇନ Archita ଏବଂ ତାଙ୍କ ଭଉଣୀ ଡ୍ୟାନ୍ସ ଦେଖିଲେ ହସି ହସି ଗଡ଼ିଯିବେ…ଦେଖନ୍ତୁ Viral ଭିଡ଼ିଓ

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ ଜାଗ୍ରତ ହୋଇ ରହି ଥାଆନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି, କିନ୍ତୁ ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇ ଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଓଡ଼ିଆ ଅଭନେତ୍ରୀ ଅର୍ଚ୍ଚିତା ସାହୁ ବିବାହ କରିବା ପରେ, ତାଙ୍କ ବଡ଼ ଭଉଣୀଙ୍କ ସହିତ ମଜା ମସ୍ତି କରିଛନ୍ତି। ତେବେ ଆସନ୍ତୁ ସେ କେଉଁ ଭଳି ଭାବରେ ମଜା ମସ୍ତି କରିଛନ୍ତି ତାହାରି ଉପରେ ନଜର ପକାଇବା। ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲ୍ଲୀଉଡ଼ ଜଗତର ଆଗ ଧାଡ଼ିର ନାୟିକା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ଶୈଳୀ ନିଆରା ପ୍ରକାର ଅଟେ। ତାଙ୍କ ଅଭିନୟ ଦ୍ୱାରା ସେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ତାଙ୍କ ଅଭିନୟ ଯାଦୁରେ ସାରା ଓଡ଼ିଶାର ଦର୍ଶକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି। ସେ ସୁନ୍ଦର ଅଭିନେତ୍ରୀ ଭାବରେ ଆଗକୁ ପାଦ ଥାପିଛନ୍ତି। ସେ ଭଲ ଅଭିନେତ୍ରୀ ଭାବରେ ଦର୍ଶକ ମାନେ ତାଙ୍କୁ ଜାଣିଛନ୍ତି। ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନେ ତାଙ୍କୁ ପ୍ରଶଂସା କରିବା ସହିତ ବହୁ ଚର୍ଚ୍ଚା ମଧ୍ୟ କରି ଥାଆନ୍ତି।

ସେ ସବୁବେଳେ ସୁନ୍ଦର ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଞ୍ଚେଇବା ପାଇଁ ଚେଷ୍ଟା କରି ଥାଆନ୍ତି। କିନ୍ତୁ ସେ ଗତ କିଛି ଦିନ ତଳେ ଆଗ ଧାଡ଼ିର ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପ୍ରେମ ବିବାହ କରିଛନ୍ତି। ସେ ତାଙ୍କୁ ବିବାହ କରି ବହୁତ ଖୁସି ମଧ୍ୟ ଅଛନ୍ତି। ସେ ବିବାହ କରି ସାରିବା ପରେ ତାଙ୍କ ବଡ଼ ଭଉଣୀଙ୍କ ସହିତ ନାଚି କୁଦି ମଜା ମସ୍ତି କରୁଛନ୍ତି। ତାଙ୍କ ଭଉଣୀ ସହିତ ସମୟ ବିତାଇ ଥିବାରୁ ତାଙ୍କୁ ଆନନ୍ଦ ମିଳିବା ସହିତ ବହୁତ ଖୁସି ମଧ୍ୟ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment