ଦେଖନ୍ତୁ Live ଭିଡ଼ିଓ : Ollywood ଅଭିନେତ୍ରୀ Shivani ହଠାତ ରାତି ଅଧରେ Live ଆସି Swaraj ଙ୍କ ବିଷୟରେ କାହିଁକି କହିଲେ ଏମିତି…

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଓଡ଼ିଆ ସିନେମା ଜଗତରେ ନିଜର ଟାଲେନ୍ଟ ଯୋଗୁଁ ଅଳ୍ପ ବୟସରୁ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଅଭିନେତ୍ରୀ ଶିବାନୀ ସଙ୍ଗୀତା।ଏବେ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସେ ଲୋକପ୍ରିୟ ଅଭିନେତ୍ରୀ ପାଲଟି ଯାଇଛନ୍ତି। ତାଙ୍କୁ କିଏ ବା ନଜାଣେ। ସେ ଅଭିନୟ ଜଗତରେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ।ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ଚୁଲବୁଲି ସୁନ୍ଦରୀ ନାୟିକା ଶିବାନୀ ସଙ୍ଗୀତା।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟସ୍ପର୍ଶୀି ଅଟେ।

ତେବେ ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ଧାରାବାହିକ ରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ସମସ୍ତଙ୍କ ହୃଦୟରେ ଏବେ ଜଣେ ସଫଳ ଅଭିନେତ୍ରୀ ଭାବରେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ।ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଅନେକ ସୁପରଷ୍ଟାର ମାନଙ୍କ ସହିତ କାମ କରିବାର ମଧ୍ୟ ସୁଯୋଗ ପାଇଛନ୍ତି ସେ।

ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ସେ ସମୟ ଅତିବାହିତ କରୁ ଥିବାର ଦେଖିବା ପାଇଁ ମିଳିଥାଏ। ତେବେ ଅନେକ ସମୟରେ ତାଙ୍କର ସୁନ୍ଦର୍ ସୁନ୍ଦର୍ ଫଟୋ ସବୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଏବେ ସେ ନିକଟରେ ଏକ ଲାଇଭ ଭିଡିଓ ଜରିଆରେ ସାମ୍ନାକୁ ଆସିଛନ୍ତି।ଏହି ଭିଡିଓ ରେ ସେ ବହୁତ୍ ମଜା କରିଛନ୍ତି। ଅଭିନେତା ସ୍ବରାଜ ବାରିକ ଙ୍କ ନାମକୁ ଦେଖି ସେ ଏହା ଅରିଯିନାଲ କିମ୍ବା ଫ୍ୟାକ ଆକାଉଣ୍ଟ ବୋଲି ପଚାରିଛନ୍ତି। କାହିଁକି ନା କମେଣ୍ଟରେ ସେ ଲେଖିଛନ୍ତି ଆପଣ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି। ଏହି ସୁନ୍ଦରତା ର କିଛି ଟିପ୍ସ ଦିଅନ୍ତୁ।

ଶିବାନୀ ଏହାର ଉତ୍ତରରେ କହିଛନ୍ତି ସେ ତାଙ୍କୁ କଣ ଟିପ୍ସ ଦେବେ। ତାଙ୍କୁ ଝିଅ ପିଲା ଟିପ୍ସ ଦରକାର୍ କି ପୁଅ ପିଲା ଟିପ୍ସ ଦରକାର ବୋଲି ସେ ପଚାରୁଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶଂସକ ମାନେ। ଏଥିପାଇଁ ସେମାନ ଶିବାନୀ ଙ୍କୁ ପାର୍ଟି ମାଗିଛନ୍ତି। ସମସ୍ତଙ୍କୁ ପାର୍ଟି ମିଳିବ ବୋଲି ଶିବାନୀ କହିଛନ୍ତି ଏବଂ ତାଙ୍କ ଜନ୍ମ ଦିବସକୁ ଏତେ ସ୍ଵତନ୍ତ୍ର କରାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।