Breking News – ଓଲିଉଡ୍ ଦୁନିଆରୁ ସବୁଦିନ ପାଇଁ ଏ ଧରାଭୂମି ଛାଡିଚାଲି ଯାଇଛନ୍ତି ଏହି ବରିଷ୍ଟ କଳାକାର ମାନେ ! ସେମାନଙ୍କର ଆତ୍ମାର ଶାନ୍ତି ପାଇଁ ପ୍ରାଥନା କରନ୍ତୁ….

0

ଯେମିତି ଆପଣ ମାନେ ଜାଣି ଥିବେ ଗତ ବର୍ଷ ମଧ୍ୟରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅନେକ ଚିହ୍ନ ଓ ଲୋକ ପ୍ରିୟ ମୁଁହ ମାନେ ହଜି ଯାଇଛନ୍ତି ।ତେବେ ଅଲିଉଡ ର ଅନେକ ମହାନ କଳାକାର ମାନେ ଏବେ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି।ତେବେ ଯଦି ଆମେ ଦେଖିବା ଗତବର୍ଷ ମଧ୍ୟରେ ହିଁ ଅଲିଉଡ୍ ଚଳଚ୍ଚିତ୍ର ଜଗତ ର ଅନେକ ମହାନ କଳାକାର ମାନେ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ।ତେବେ କିଏ ଅଟନ୍ତି ସେହି ମାନେ ଓ କେଉଁ ଦିନ ସେମାନେ ଫିଲ୍ମ ଇଣ୍ଡଷ୍ଟ୍ରି କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇ ଅଛନ୍ତି ଆଜି ଏହି ଭିଡିଓ ରେ ଆମେ ଜାଣିବା ;

୧-ବିଜୟ ମହାନ୍ତି ,

ଅଲିଉଡ ର ସବୁଠୁ ଲୋକପ୍ରିୟ ଅଭିନେତା ଅଟନ୍ତି ବିଜୟ ମହାନ୍ତି । ଯୁବକ ଠାରୁ ଆରମ୍ଭ କରି ବୃଦ୍ଧା ହେବା ଯାଏଁ ଅଭିନୟ ସେ କରିଛନ୍ତି।ସେ ଭୁବନେଶ୍ବର ରେ ଚିକିତ୍ସା ହେବା ସମୟ ରେ ମୃତ୍ୟୁବରଣ କରିଥିଲେ।

୨- ସୌମ୍ୟରଞ୍ଜନ ପଣ୍ଡା

ଜି ସାର୍ଥକ ର ସବୁଠୁ ଲୋକପ୍ରିୟ ହାସ୍ୟ ଅଭିନେତା । କମେଡି କିଙ୍ଗ ଭାବେ ତାଙ୍କୁ ଲୋକ ମାନେ ଜାଣନ୍ତି । ସେ ଗତ ବର୍ଷ ଏପ୍ରିଲ ୨୫ ତାରିଖ ରେ କ୍ୟାନ୍ସର ରେ ମୃତ୍ୟୁବରଣ କରିଥିଲେ।

୩- ସଲିଲ ମିତ୍ର

ଅନ୍ୟ ଜଣେ ହାସ୍ୟ ଅଭିନେତା ।ଜୁନ୍ ୪ ତାରିଖ ୨୦୧୯ ମସିହା ରେ ସେ ସବୁଦିନ ପାଇଁ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ବିଦାୟ ନେଇଥିଲେ।

୪- ଦେବୁ ବୋଷ 

ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଭୀଷ୍ମ ଭାବେ ସେ ଥିଲା ବେଶ୍ ପରିଚିତ । ସେ ହୃଦୁଘାତ୍ ରେ ୨୩ ଅଗଷ୍ଟ ୨୦୧୮ ରେ ମୃତୁ ବରଣ କରିଥିଲେ ।

୫- ଅନିତା ଦାସ

ଫିଲ୍ମ୍ ଜଗତ ପାଇଁ ସେ ଥିଲେ ମା । ନାୟିକା ଭାବରେ ନିଜର କ୍ୟାରିୟର ଆରମ୍ଭ କରି ଜେଜେମା ପର୍ଯ୍ୟନ୍ତ ସେ ଅଭିନୟ କରିଛନ୍ତି ।୨୦୧୮ ମସିହା ମେ ୮ ତାରିଖ ରେ ମୃତ୍ୟୁବରଣ କରିଥିଲେ।

୬- ମିନ କେତନ ଦାସ 

ଅଧିକାଂଶ ଖଳନାୟକ ଭାବରେ ଟିଭି ପରଦା ରେ ତାଙ୍କୁ ଦେଖିବାକୁ ମିଳେ । ସେ ୩୦ ଜୁନ ୨୦୧୭ ମସିହାରେ ମୃତ୍ୟୁ ବରଣ କରିଥିଲେ।

୭- ହର ପଟ୍ଟନାୟକ

ଓଡ଼ିଆ ଟିଭି ଇଣ୍ଡଷ୍ଟ୍ରି ର ସବୁଠୁ ଲୋକପ୍ରିୟ ଖଳନାୟକ ।କିନ୍ତୁ କ୍ୟାନ୍ସର ଯୋଗୁଁ ୧୩ ଜାନୁଆରୀ ୨୦୧୫ ମସିହାରେ ମୃତ୍ୟୁ ବରଣ କରିଥିଲେ।

୮- ସାଧନା ପରିଜା

ରୁନୁ ଅପା ଭାବେ ଘରେ ଘରେ ପରିଚିତ ଥିଲେ , କିନ୍ତୁ ସେ ଡିସେମ୍ବର ୨୪ ତାରିଖ ୨୦୧୪ ମସିହା ରେ ମୃତ୍ୟୁ ବରଣ କରିଥିଲେ।

୯- ଜ୍ୟୋତ୍ସ୍ନା ଶତପଥୀ

ନିଜ କମେଡି ପାଇଁ ସେ ଖୁବ୍ ପରିଚିତ ଥିଲେ।ସେ ବି ମଧ୍ୟ ୮ ଡିସେମ୍ବର ୨୦୧୪ ରେ ମୃତ୍ୟୁବରଣ କରିଥିଲେ ।

୧୦- ନାୟିକା ନିକିତା 

ତେବେ ଏହି ଅଭିନେତ୍ରୀ ମୃତୁ ଏକ ମିଷ୍ଟ୍ରୀ ହୋଇ ରହିଛି ସେ ଆତ୍ମହତ୍ୟା କରିଥିଲେ କି ତାଙ୍କୁ କିଏ ହତ୍ୟା କରିଛି ଏହା ଆଜି ଜାଏ ଜଣା ପଡ଼ିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।