ଖୁସି ଖବର ! ଓଲିଉଡ ଲୋକପ୍ରିୟ ହିରୋ Deepak ବନିଲେ ବାପା ଖୁସି ମୁହୂର୍ତ୍ତର କିଛି ଭିଡ଼ିଓ ଏବଂ ଫୋଟୋ ସେୟାର କଲେ ସୋସିଆଲ ମିଡ଼ିଆରେ…

0

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଭିନ୍ନ ଧରଣର ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ପ୍ରତିଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଇଚ୍ଛା ଜାଗ୍ରତ ହୋଇଥାଏ। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଇ ଥାଆନ୍ତି। ଅଭିନେତ୍ରୀ ଓ ଅଭିନେତାଙ୍କ ଜୀବନରେ କଣ ସବୁ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଦୀପକଙ୍କ ପୁଅର ଗତ କାଲି ନାମକରଣ କରାଯାଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଦୀପକଙ୍କୁ ଆପଣ ମାନେ ନିଶ୍ଚିତ ଭଲ ଭାବରେ ଜାଣିଥିବେ, ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଭାବରେ ବେଶ ପରିଚିତ ହୋଇ ପାରିଛନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ସେ ତାଙ୍କ ଅଭିନୟ ପାଇଁ ସେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତେବେ ତାଙ୍କ ଅଭିନୟ ଶୈଳୀ ଭିନ୍ନ ଧରଣର ଦର୍ଶକ ମାନଙ୍କୁ ଲାଗି ଥାଏ, ଓ ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇ ଥାଆନ୍ତି।

ତେବେ ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ପ୍ରୟାସ ଜାରି କରି ଥାଆନ୍ତି। ସେ ଭଲ ଅଭିନେତା ଭାବରେ ଆଗକୁ ପାଦ ବଢ଼ାଇଛନ୍ତି। ସେ ଜବରଦସ୍ତ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନରେ ଘର କରି ରହିଛନ୍ତି। ସେ ତାଙ୍କ ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ କାବୁ କରି ନେଇ ଥାଆନ୍ତି। ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି।

ତେବେ ସେ ତନୁଯାଙ୍କୁ ବିବାହ କରିଛନ୍ତି, ସେ କିଛି ଦିନ ତଳେ ସେ ଦୁହେଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଗତ କାଲି ସେମାନଙ୍କ ପୁଅର ନାମକରଣ କରା ଯାଇଛି। ତାଙ୍କ ପୁଅର ନାମକରଣ କରିବା ସମୟରେ ପରିବାର ଲୋକ ମାନଙ୍କ ସହିତ ମିଶି ଅନେକ ସାରା ଫୋଟୋ ଉଠାଇଛନ୍ତି ଓ ବହୁତ ମଜା ମସ୍ତି ମଧ୍ୟ କରିଛନ୍ତି। ସେ ଧୂମଧାମ ସହିତ ତାଙ୍କ ପୁଅର ନାମ କରଣ କାର୍ଯ୍ୟ କରିଥିଲେ। ଅଭିନେତା ସେହି ଫୋଟୋ ସବୁକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ ଓ ତାଙ୍କ ପୁଅ ପାଇଁ ଆଶୀର୍ବାଦ ମଧ୍ୟ ଆଶା କରିଛନ୍ତି। ଏହା ମଧ୍ୟ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।